Odia News Portal

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଭୁବନେଶ୍ୱର: ସେ ନିଷ୍ପତ୍ତି ନେବାରେ ଧୁରନ୍ଧର, ଆଉ ନୂଆ ନୂଆ ଯୋଜନା କରିବାରେ ଓସ୍ତାଜ୍ । ସବୁବେଳେ ସେ ବିରୋଧୀଙ୍କୁ ଦେଇଛନ୍ତି ଚକମା । ଆଉ ଯେଉଁ ନେତା ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସଙ୍ଗେ ସଙ୍ଗେ ତାଙ୍କ ଉପରେ ନେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ । ତାଙ୍କର ଦୃଢ଼ ନେତୃତ୍ୱ ଲାଗି ସେ

ପରଲୋକରେ ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହ

ଭୁୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୭୮ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଶିଳ୍ପଜଗତରେ ଶୋକର ଛାୟା ଖେଳିଯାଇଛି ।ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ସିଂହ ଜଣେ ପ୍ରମୁଖ ଓ

ରାହୁଲଙ୍କୁ ଟପିଲେ ଗାଇକ୍ୱାଡ

ଦୁବାଇ: ଆଇପିଏଲ ୨୦୨୧ରେ ସର୍ବାଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗସର ଓପନର ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ୱାଡ । କେଏଲ ରାହୁଲ ୬୨୬ ରନ କରିଥିବା ବେଳେ ଏବେ ଏହାକୁ ପାର କରିଛନ୍ତି ଗାଇକ୍ୱାଡ । ଏବେ ସେ ପଡିଆରେ ମହଜୁଦ ଅଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲରେ ସେ

ଘନ କେଶ ଲାଗି ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ୱର: ସୁସ୍ଥ କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର କରିପାରିବା। ଏହା ଆପଣଙ୍କ କେଶକୁ ସୁସ୍ଥ ରଖିବା ସହ ପୋଷଣ ଯୋଗାଇଥାଏ। ଘିକୁଆଁରୀ ଓ ମହୁରେ ଥିବା ପୋଷକ ତତ୍ତ୍ବ ରକ୍ତସ୍ତରକୁ ଠିକ ରଖିଥାଏ। ଏହାଦ୍ବାରା କେଶ ଠିକ ଭାବେ ବୃଦ୍ଧି ପାଇଥାଏ। କେଶ ପାଇଁ ଘିକୁଆଁରୀ ଓ ମହୁର ବ୍ୟବହାର

ଝାନସୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୧ ମୃତ

ଉତ୍ତରପ୍ରଦେଶ: ଝାନସୀ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୭ ଜଣ ମହିଳା ଏବଂ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଚିରାଗାଓଁ ଅଞ୍ଚଳର ଭଣ୍ଡେରା ରାସ୍ତାରେ ତୀର୍ଥଯାତ୍ରୀମାନେ ଦଶହରା ପୂଜା ପରେ ନିଜ ଗାଁକୁ ଫେରୁଥିବା ବେଳେ

ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଟାଇମ୍ସ ନ୍ୟୁ ଅନୁଯାୟୀ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଇଡି ସମନ କରିଥିଲା। ତେବେ ଅଜି ଜ୍ୟାକଲିନଙ୍କୁ ଇଡି ପଚରାଉଚରା ପାଇଁ ଡାକିଥିବା ବେଳେ ଜାକଲିନ୍ କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ହାଜର

ଖାଇବାକୁ ଡାକିଲେ, ଦୁଷ୍କର୍ମ କଲେ

ନୂଆଦିଲ୍ଲୀ: ଲଜ୍ଜା । ପୁଣି ଲଜ୍ଜା । ଥମିବାର ନାଁ ଧରୁନି ଲଜ୍ଜା । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟି ଯାଉଛି ନରରାକ୍ଷସ । ସମ୍ପର୍କର ମୋହ ମାୟାକୁ ଭୁଲିଯାଇ ଘଟାଉଛି ଅଘଟଣ । ତେବେ ବିଶ୍ୱାସରେ ବିଷ ଦେଇ ଦୁଷ୍କର୍ମ କରିଥିବା ଘଟଣା ନଜରକୁ ଆସିଛି । ଘଣକୁ ଖାଇବାକୁ ଡାକି ଜଣେ ଡାକ୍ତର

ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢ଼ା ଲାଗି ଆସିଲା ନୂଆ ଏସଓପି, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର: ଏକାଦଶ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲରେ ପାଠ ପଢା ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ଦିନ ୧୦ଟାରୁ ସାଢେ ଗୋଟାଏ ଯାଏଁ ଏକାଦଶ ଶ୍ରେଣୀର ପିଲାଙ୍କ ଲାଗି କ୍ଲାସରୁମ ପାଠପଢା ହେବ । ସକାଳ ୯ଟାରୁ ଦିନ ସାଢେ ୧୨ଟା ଯାଏଁ ଚାଲିବ ଅଷ୍ଟମ

୭ ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୭ଟି ପ୍ରତିରକ୍ଷା କମ୍ପାନୀ ଉତ୍ସର୍ଗ କରିଛନ୍ତି। ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ସ୍ଥାନରେ ଏହି ନୂଆ ୭ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ ହୋଇଛି । ପ୍ରତିରକ୍ଷା ଉପକରଣ, ଅସ୍ତ୍ରଶସ୍ତ୍ର ଏବଂ ଯାନ ଉତ୍ପାଦନ ପାଇଁ

ପୁଣି ଆଫଗାନିସ୍ତାନରେ ବିସ୍ଫୋରଣ, ୩୨ ମୃତ

କାବୁଲ: କିଛିଦିନର ବିରତି ପରେ ପୁଣି ଆଫଗାନିସ୍ତାନରେ ଘଟିଛି ବଡ଼ ଅଘଟଣ । ଏଥରକ ଆତଙ୍କବାଦୀଙ୍କ ଟାର୍ଗେଟରେ ମସଜିଦ୍ । ଆତଙ୍କୀଙ୍କ ବିସ୍ଫୋରଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ମସଜିଦରେ ଉପରେ ଏହା ଦ୍ୱିତୀୟ ଆକ୍ରମଣ ।