ସୈନିକ ସ୍କୁଲ୍ ପ୍ରବେଶିକା ପରୀକ୍ଷା ଆବେଦନ ଫର୍ମ ଦାଖଲର ତାରିଖ ବୃଦ୍ଧି
ଭୁବନେଶ୍ୱର: ଅଲ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନଲାଇନ ଆବେଦନ ଫର୍ମ ଦାଖଲ କରିବାର ତାରିଖ ଆସନ୍ତା ନଭେମ୍ବର ୫ ତାରିଖକୁ ବୃଦ୍ଧି କରାଯାଇଛି । ଏନେଇ ଆଜି ଭୁବନେଶ୍ୱର ସୈନିକ ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରିନ୍ସପାଲ୍, ସୈନିକ ସ୍କୁଲ୍ ଭୁବନେଶ୍ୱର, ଗ୍ରୁପ୍ କ୍ୟାପଟେନ୍!-->…
