Odia News Portal

କଙ୍ଗନାଙ୍କୁ ହତ୍ୟା ଧମକ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମୃତ୍ୟୁ ଧମକ ମିଳିଛି। ଏହା ପରେ ଅଭିନେତ୍ରୀ ଏକ ଏଫଆଇଆର ଦାଖଲ କରିଛନ୍ତି। କଙ୍ଗନା ଏହାର ସୂଚନା ଏବଂ FIR ର କପି ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ମୋର ଏହି ପୋଷ୍ଟରେ, ମୋତେ ନିରନ୍ତର ଧମକ ମିଳୁଛି। ବଥୀଣ୍ଡାରୁ ଜଣେ ଭାଇ ସାହେବ ମୋତେ…

ପୁଣି ଭୀମସାରରେ ୧୦ କରୋନା ପଜିଟିଭ

ଭୀମ୍‌ସାରେ କରୋନା ଆକ୍ରାନ୍ତ । ଚିହ୍ନଟ ହେଲେ ପୁଣି ୧୦ କରୋନା ଆକ୍ରାନ୍ତ । ଯାହାକୁ ମିଶିଇ ୭୪ରେ ପହଞ୍ଚିଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କରୋନା ସଂକ୍ରମଣ ନେଇ ଘାରିଛି ଚିନ୍ତା । ଖବର ଅନୁଯାୟୀ, କିଛିଦିନ ତଳେ ବୁର୍ଲା ସ୍ଥିତ ଭୀମସାରୁ ୫୦…

କନ୍ଧମାଳକୁ ପୁଣି ଫେରିଛି ଶୀତ

କନ୍ଧମାଳକୁ ପୁଣି ଫେରିଛି ଶୀତ । ଦୁଇ ଦିନ ହେବ କନ୍ଧମାଳରେ ଶୀତର ଲହରୀ ଲାଗି ରହିଛି । ବିଭିନ୍ନ ଅଂଚଳରେ ଏବେ ଶୀତ ବଢିବାକୁ ଲାଗିଲାଣି । ସକାଳ ୯ ଟା ବେଳକୁ ମଧ୍ୟ ଘନ କୁହୁଡିରେ ଘୋଡାଇ ହୋଇ ରହୁଛି ସାରା ସହର । ଘନ କୁହୁଡି ପାଇଁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି । ସେପଟେ ନିଜକୁ…

ଡିସେମ୍ବରରେ ପଡିବ ହାତଗଣ୍ଠି

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଯେତିକି ବଢୁଛି ପ୍ରତିଦିନ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ମୁତାବକ ରାଜସ୍ଥାନରେ ଏହି ବିବାହ ହେବ । ତେବେ ଆସନ୍ତା ଡିସେମ୍ବର ୯ ତାରିଖରେ ଏହି ଯୋଡିଙ୍କ ହାତଗଣ୍ଠି…

ନନ୍ଦନକାନନରେ ଭୋଜିକୁ ମିଳିଲା ଅନୁମତି

ଆଗକୁ ଆସୁଛି ନୂଆ ବର୍ଷ । ବିଭିନ୍ନ ସ୍ଥାନରେ ଭୋଜି ଭାତର ଆସର ଜମିବା ଆରମ୍ଭ ହୋଇଗଲାଣି । କିନ୍ତୁ କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଛି । ଡିସେମ୍ବର ୧ ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି ମିଳିଛି । କରୋନା କଟକଣା ମାନି ଭୋଜିଭାତ କରିବା ପାଇଁ ନନ୍ଦନକାନନ…

ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ

ପେନସନ ଦାନ ଅଭିଯାନ ଆରମ୍ଭ କରିବେ ମୋଦୀ ସରକାର । ସ୍ବେଚ୍ଛାକୃତ ଭାବେ ଏଲ୍‌ପିଜି ସବ୍‌ସିଡି ପରିହାର କରିବା ଲାଗି ଅତୀତରେ ଘୋଷଣା କରାଯାଇଥିବା ‘ଗିଭ୍‌ ଇଟ୍‌ ଅପ୍’ ଅଭିଯାନ ଢାଞ୍ଚାରେ ପେନ୍‌ସନ୍ ଦାନ ଅଭିଯାନକୁ ପ୍ରସ୍ତୁତ କରାଯିବ । ଗିଭ୍ ଇଟ୍ ଅପ୍ ଅଭିଯାନରେ ସ୍ବଚ୍ଛଳ ବର୍ଗର ଲୋକମାନଙ୍କୁ…

ନନ୍ଦ ସାରଙ୍କୁ କରୋନା

ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କୁ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ସେ ଏବେ କଳିଙ୍ଗ ନଗର ସ୍ଥିତ ଟାଟା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କୁ ଏବେ ଅକ୍ସିଜେନ ଲାଗିଥିବା ଅ ବସ୍ଥାରେ ମେଡିକାଲରେ…

ଆଗାମୀ ୧୨ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଅଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ୪୮ ଘଣ୍ଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ବର୍ଷା ଜାରୀ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ରାଜ୍ୟରେ ୩ ରୁ ୪ ଦିନ ଭିତରେ ପ୍ରବଳ ବର୍ଷା ହେବାର ମଧ୍ୟ…

କୋଭିଡର ନୂତନ ପ୍ରଜାତି ଓମିକ୍ରିନ ମୁକାବିଲା ନେଇ ଭକ୍ଷରଚୁଆଲ ବୈଠକ କଲେ ଜିଲ୍ଲାପାଳ

ସମ୍ପ୍ରତି ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କୋଭିଡର ନୂତନ ପ୍ରକାର ମହାମାରୀ ଓମିକ୍ରିନର ମୁଖକ୍ଷବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାପାଳ ଶ୍ରୀସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଭକ୍ଷର୍ଚୁଆଲ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି…

ପୁଣି ଟାର୍ଗେଟରେ ସବ୍ୟସାଚୀଙ୍କ ମଙ୍ଗଳସୂତ୍ର

ପ୍ରସିଦ୍ଧ ଫ୍ୟାଶନ୍ ଏବଂ ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କୁ ପୁଣି ଥରେ ଟ୍ରୋଲ୍ କରାଯାଉଛି। କିଛି ଦିନ ପୂର୍ବେ ତାଙ୍କ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ପରେ ସେ ଏକ ପୋଷ୍ଟ ଲେଖି କ୍ଷମା ମାଗିଥିଲେ ଏବଂ ବିଜ୍ଞାପନଗୁଡ଼ିକୁ ହଟାଇ ଦେଇଥିଲେ।…