Odia News Portal

ଆଜି ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ ମୋଦୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ବିଶ୍ୱ ନେତାଙ୍କ ସହ ଆଲୋଚନା କରିବେ ଏବଂ

୪ ଦେଶୀ ବନ୍ଧୁକ ସହ ୩ ଗିରଫ

ସମ୍ବଲପୁର: ସମ୍ବଲପୁର ପୁଲିସକୁ ମିଳିଛି ବଡ ସଫଳତା । ୪ଟି ଦେଶୀ ବନ୍ଧୁକ ସହିତ ୩ ଜଣ ବନ୍ଧୁକ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ବିଭିନ୍ନ ସ୍ଥାନରେ ଯୁଜୁମରା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଊର । ଏହି ଚଢାଉ ସମୟରେ ପୋଲିସକୁ ୪ଟି ଦେଶୀ ବନ୍ଧୁକ ମିଳିଥିବା ବେଳେ ପୋଲିସ ୩

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୬୪୪ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୭୫ ଏବଂ ସ୍ଥାନୀୟ ସଂକ୍ରମିତ ୨୬୯ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ପିଲା ଓ କିଶୋର ୭୨ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ

ରାଜ୍ୟରେ ଆଉ ୭ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆଉ ୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅନୁଗୁଳ, କଟକ, ଯାଜପୁର, ଖୋର୍ଦ୍ଧା  ଜିଲାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ସେହିଭଳି ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ ଜିଲାରେ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ଓଲଟିଲା ବସ୍, ୭ ଗୁରୁତର, ୪୦ରୁ ଅଧିକ ଆହତ

ଗଂଜାମ: ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌। ବସ୍‌ ଓଲଟି ୭ ଗୁରୁତର, ୪୦ ଆହତ। ସୋରଡା ନିକଟ କୁଲାଙ୍ଗୀଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ନୀଳକଣ୍ଠ ନାମକ ଘରୋଇ ବସ୍। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୨ ଆହତ ହୋଇଥିବା ଜଣାପଡିଛି।

ଟିକାକରଣ ଆଉ ଏକ ରେକର୍ଡ କଲା ଓଡିଶା

ଭୁବନେଶ୍ୱର: ଓଡ଼ିଶା ଟିକାକରଣ କ୍ଷେତ୍ରରେ ଆଉ ଏକ ରେକର୍ଡ ସୃଷ୍ଟି କରିଛି । ଟିକାକରଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଓଡିଶା । ବୁଧବାର ପୁଣି ଥରେ ରାଜ୍ୟରେ ଟିକାକରଣ ସଂଖ୍ୟା ୪ଲକ୍ଷ ଅତିକ୍ରମ କରିଛି । ଗୋଟିଏ ଦିନରେ ୪ଲକ୍ଷ ୫ହଜାର ୪୫୩ ହିତାଧିକାରୀ ଟିକା

ଗୋଟିଏ କ୍ଲିକରେ ପଢନ୍ତୁ ୨୦ଟି ବଡ଼ ଖବର

୧-ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ । ୨-ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର ଟଙ୍କା । ୩-ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ

ଭକ୍ତମାନେ ବାବାଙ୍କୁ କାହିଁକି ଭଲ ପାଆନ୍ତି ?

ଭୁବନେଶ୍ୱର: ବାବାଙ୍କୁ ନିଜ ହୃଦୟରେ ଧାରଣ କରିଛି ସେ କଦାପି ନିଜକୁ ବଞ୍ଚିତ ମନେ କରେ ନାହିଁ । ଭକ୍ତ ପ୍ରତି ମୁହୂର୍ତ୍ତରେ ଗୁରୁଙ୍କ ନିକଟରେ ରହିବ ଏମିତି କରିବ ନାହିଁ । ଗୁରୁଙ୍କର ନିବିଡ଼ ଅନ୍ତରଙ୍ଗ ଭକ୍ତମାନେ ବେଳେ ବେଳେ ତାଙ୍କଠୁ ଦୂରରେ ଥାଆନ୍ତି । ଗୁରୁଙ୍କ ପ୍ରତି ଶିଷ୍ୟଙ୍କ ମନର

ତ୍ୱଚାର ସୁନ୍ଦରତା ଲାଗି ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ୱର: ସମସ୍ତେ ସୁନ୍ଦର ରହିବା ଲାଗି ଚାହାଁନ୍ତି । ତ୍ୱଚାର ସୁନ୍ଦରତା ଲାଗି ଆପଣାନ୍ତୁ ଏହି ଉପାୟ । ୧ – ଏକ ଚାମଚ ମହୁରେ ଏକ ଚାମଚ ବେସନ, ଅଳ୍ପ ହଳଦୀ, ଅଳ୍ପ ଅଲିଭ ଅଏଲ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖି ଦିଅନ୍ତୁ। ୨୦ ମିନିଟ ପରେ ମୁହଁ ଧୋଇ

ନରମିଲା ବ୍ରିଟେନ୍, କୋଭିସିଲ୍ଡକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତର ଚେତାବନୀ ପରେ ବ୍ରିଟେନ ନିଜ ବିବାଦୀୟ ଟିକା ନୀତିରେ ପରିବର୍ତ୍ତନ କରିଛି। ବ୍ରିଟେନ ଏବେ ଏହାର ସଂଶୋଧିତ ଯାତ୍ରା ନିୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’ କୁ ସ୍ବୀକୃତି ଦେଇଛି। ତଥାପି ବ୍ରିଟେନକୁ ଯାଉଥିବା ଭାରତୀୟମାନଙ୍କୁ ୧୦ ଦିନ