କୁବେର ଜେଇଙ୍କ ଘରୁ ପୁଳାପୁଳା ଟଙ୍କା ଜବତ
ସ୍ୱାଧିକାର ନ୍ୟୁଜ : କୁବେର କନିଷ୍ଠ ଯନ୍ତ୍ରୀଙ୍କ ପାଖରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଅମାପ ସମ୍ପତିର ଅଧିକାରୀ ହେଉଛନ୍ତି ଆଇଟିଡିଏର ଜେଇ ସନ୍ତୋଷ ଦାସ । ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଘରୁ ମୋଟ ୪୧ଲକ୍ଷ ୭୭ ହଜାର ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ କରାଯାଇଛି ।
ଭୁବନେଶ୍ୱର ବଡଗଡ!-->!-->!-->…
