Odia News Portal

ଆଜି ବିଶ୍ୱ ଗୋଲାପ ଦିବସ

ଭୁବନେଶ୍ୱର: ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୨ ତାରିଖକୁ ବିଶ୍ୱ ଗୋଲାପ ଦିବସ ବା World Rose Day ଭାବରେ ପାଳନ କରାଯାଏ । କ୍ୟାନସର ପୀଡିତାଙ୍କ ମନରେ ସକାରାତ୍ମକ ଭାବନାର ଉଦ୍ରେକ କରିବାକୁ ସାରା ବିଶ୍ୱରେ ସେପ୍ଟେମ୍ବର ୨୨ ଆଜିର ଦିନକୁ ଗୋଲାପ ଦିବସ ଭାବେ ପାଳନ କରାଯାଉଛି । ସମାଜରେ

ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ମାଲକାନଗିରି: ର୍ବଳ ହେଉଛି ମାଓ ସଙ୍ଗଠନ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲା ପୋଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ । ଜିଲ୍ଲା ପୋଲିସ କାର୍ୟ୍ୟାଳୟରେ ଏସ୍ପି ସୁନୀଲ ଶର୍ମାଙ୍କ ନିକଟରେ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା

ସଞ୍ଜୁଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା, ଜାଣନ୍ତୁ କାହିଁକି?

ଦୁବାଇ: ଜମୁଛି ଆଇପିଏଲ ମ୍ୟାଚ୍ । ମଙ୍ଗଳବାର ରାଜସ୍ଥାନ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚଟି ରାଜସ୍ଥାନ ଦମଦାର ବିଜୟ ହାସଲ କରିଛି । ଯୁବ ବୋଲର ସୁଦୀପ ତ୍ୟାଗୀଙ୍କ ଚମକ୍ରାର ବୋଲିଂ ଲାଗି ଦଳ ରାଜସ୍ଥାନ ବିଜୟୀ ହୋଇଛି । ତେବେ ଏହାରି ଭିତରେ ଦଳର ଅଧିନାୟକଙ୍କୁ ଲାଗିଛି ଝଟକା । ମ୍ୟାଚ

ନଭେମ୍ବର ୨୫ରୁ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ପୁରୁଷ ହକି ବିଶ୍ୱକପ

ଭୁବନେଶ୍ୱର: ହକି ପ୍ରେମୀଙ୍କ ଲାଗି ଖୁସି ଖବର । ଓଡ଼ିଶାରେ ହେବ ବିଶ୍ୱକପ । ଜୁନିୟର ପୁରୁଷ ହକି ବିଶ୍ୱକପ ଆସନ୍ତା ନଭେମ୍ବର ୨୫ରୁ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଦ୍ୱାଦଶ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ୨୦୧୮ ପୁରୁଷ ହକି ବିଶ୍ୱକପ ପରେ ଏହା ହକିପ୍ରେମୀଙ୍କ ପାଇଁ କ୍ରୀଡ଼ା

ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବାର ଥିବାବେଳେ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍

ନୂଆଦିଲ୍ଲୀ: ଦେଶରେ ମଙ୍ଗଳବାର ସଂଧ୍ୟା ସୁଦ୍ଧା ଦିନକ ମଧ୍ୟରେ ୨୬,୯୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସେହି ସମୟ ମଧ୍ୟରେ ୩୪,୧୬୭ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୧.୬୯% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୮% ରହିଛି। ଏଥିସହିତ ଆରୋଗ୍ୟ ହାର

ଟିଟିଲାଗଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ଼ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ସୁନ୍ଦରଗଡ଼ ପରେ ଟିଟିଲାଗଡ଼ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ବଲାଙ୍ଗୀରର ସାଢେ ୪ ଲକ୍ଷ ପରିବାରକୁ ଏହି ସ୍ମାର୍ଟ କାର୍ଡ ଦିଆଯିବ । ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ ବୋଲି

ଜାତୀୟ ଚ୍ୟାନେଲରେ ବିଶ୍ୱ ଦେଖିବ ଓଡ଼ିଆ ଯୋଦ୍ଧା ବକ୍ସିଙ୍କ ବୀରତ୍ୱର କାହାଣୀ

ଭୁବନେଶ୍ୱର: ପୁଣି ଜାତୀୟ ସ୍ତରରେ ଓଡ଼ିଶାର ପ୍ରଂଶସା । ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ଓଡ଼ିଆ ବୀର ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା । ବକ୍ସି ଜଗବନ୍ଧୁଙ୍କ ଜୀବନିକୁ ନେଇ ଆସୁଛି ଏକ ଧାରାବାହିକ । ଯେଉଁଥିରେ ବକ୍ସି ଜଗବନ୍ଧୁଙ୍କ ବିରତ୍ୱକୁ ପ୍ରତିପାଦିତ କରାଯିବ । ଏହାର ନାଁ ରହିଛି

ଆଜି ରାଜ୍ୟରେ ୪ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ନୟାଗଡ ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ

ଘର ଭିତରୁ ମା’ ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଅଭାବନୀୟ ଘଟଣା । ଘର ଭିତରୁ ମା ଓ ୨ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ୨୮ ବର୍ଷୀୟା ମହିଳାଙ୍କ ସମେତ ୫ ଓ ୩ ବର୍ଷର ଦୁଇ ଝିଅଙ୍କ ମୃତଦେହ ଠାବ କରାଯାଇଛି । ଝାରସୁଗୁଡ଼ା ବ୍ରଜରାଜନଗର ଗଙ୍ଗାନଗର ଫାଟକପଡ଼ା ଘରୁ ମିଳିଛି ମୃତଦେହ । ଘରୁ ମୃତଦେହ ଉଦ୍ଧାର କରି ଘଟଣାର ଛାନଭିନ୍