Odia News Portal

ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଲଜ୍ଜା । ପୁଣି ଲଜ୍ଜା । ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ । ବସ ଡ୍ରାଇଭର ଓ କଣ୍ଡକ୍ଟର ମିଶି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି । ପିଡିତାଙ୍କ ମାଉସୀଙ୍କ ସାମନାରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଛନ୍ତି । ତେବେ ଏନେଇ ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା

ଜୁନିୟର ବିଶ୍ୱକପ ହକିର ଲୋଗୋ ଓ ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଜାତୀୟ ସ୍ତରରେ ପ୍ରଂଶସିତ ହେବ ଓଡ଼ିଶା । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ । ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ବୈର୍ଣ୍ଣାଢ଼୍ୟ ପରିବେଶରେ

ପ୍ରକାଶ ପାଇଲା +୩ ଦ୍ୱିତୀୟ ପର୍ଯ୍ୟାୟ କଟଅଫ ଲିଷ୍ଟ

ଭୁବନେଶ୍ୱର: +୩ ନାମଲେଖା ପାଇଁ ଆଜି ଦ୍ୱିତୀୟ ପର୍ୟ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । ୨ୟ ପର୍ୟ୍ୟାୟ ମେରିଟ ଲିଷ୍ଟରେ ୪୦,୬୧୧ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ହାୟର ଅପ୍ସନ ଆବେଦନ ୩୬,୬୮୩ ଥିବାବେଳେ ସ୍ଲାଇଡ ଅପରେ ୧୫,୨୩୨ ଜଣ ମନୋନୀତ ହୋଇଛନ୍ତି । ୨ୟ ପର୍ୟ୍ୟାୟ ମେରିଟ ଲିଷ୍ଟ

ଆସନ୍ତା ୨୭ରେ ବନ୍ଦ ରହିବ ବ୍ୟାଙ୍କ୍

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଛି ଅଖିଳ ଭାରତ ବ୍ୟାଙ୍କ ଅଫିସର୍ସ ମହାସଂଘ (ଏଆଇବିଓସି) । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖରେ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରି ବ୍ୟାଙ୍କ ଅଫିସର ୟୁନିଅନଗୁଡ଼ିକ ବି ବନ୍ଦରେ ସାମିଲ ହେବେ ।

ଆଜି କୋଲକାତା ମୁମ୍ବାଇ ଟକ୍କର

ଦୁବାଇ: ଆଇପିଏଲରେ ଆଜି ହାଇଭୋଲଟେଜ ମ୍ୟାଚ୍ । କୋଲକାତା ନାଇଟ ରାଇଡର୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । କେକେଆର୍ ନିଜ ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଆରସିବିକୁ ୯ ୱିକେଟ୍ରେ ହରାଇଥିଲା। ଏଣୁ ମୁମ୍ବାଇ ପାଇଁ ଆସନ୍ତାକାଲିର ମ୍ୟାଚ୍ ନିଶ୍ଚିତ ଭାବେ ଆଉ ଏକ ପରୀକ୍ଷା ନେଇ ଆସିବ। ରୋହିତ

ଆସିଲା ତାପସୀଙ୍କ ଅଭିନୀତ ରଶ୍ମୀ ରକେଟ୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ରଶ୍ମି ରକେଟ’ ରେ ଟିଜର ଜାରି ହୋଇଛି । ତାପସୀ ନିଜେ ତାଙ୍କ ଟ୍ୱିଟରରେ ଫିଲ୍ମର ଟିଜର ଜାରି କରିଛନ୍ତି । ତାପସୀ ଭିଡିଓ ସେୟାର କରି କହିଛନ୍ତି କି, ଫିଲ୍ମର ଟ୍ରେଲର ଆଜି ସନ୍ଧ୍ୟା ସାଢେ ଛଅଟାରେ ଜାରି କରାଯିବ ।

ଜଲଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର: ଜଳଦ ତ୍ରିପାଠୀଙ୍କୁ ରାଜ୍ୟର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତାମିଲନାଡୁର ପୂର୍ବତନ ଡିଜି ଜଳଦ ତ୍ରିପାଠୀ, ସୁନୀଲ କୁମାର ମିଶ୍ରଙ୍କ ସ୍ଥାନ ନେଇଛନ୍ତି । ସୁନୀଲ କୁମାର ମିଶ୍ର ସିଆଇସି

ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ପୋଲିସକୁ ବଡ଼ ସଫଳତା । ମାଲକାନଗିରିରେ ମାଓବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏସ.ଓ .ଜି, ଡି.ଭି.ଏଫ ଓ ବି.ଏସ .ଏଫ ବାହିନିର ମିଳିତ କମ୍ବିଂ ଅପରେସନ ବେଳେ ମାଓ ଶିବିର ଠାବ ହୋଇଛି।ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହଡ ଉପରେ ଥିବା

ପାଚେରୀ ଭାଙ୍ଗିଲା ପଶ୍ଚିମବଙ୍ଗ

ବାଲେଶ୍ୱର: ନିର୍ମାଣାଧୀନ ପାଚେରିକୁ ପଶ୍ଚିମବଙ୍ଗ ପ୍ରଶାସନ ଭାଙ୍ଗିଥିବାର ଖବର ମିଳିଛି। ୫୦ଫୁଟରୁ ଅଧିକ ଓଡ଼ିଶା ଭିତରକୁ ପଶ୍ଚିମବଙ୍ଗ ପ୍ରଶାସନ ଧସେଇ ପଶି ପାଚେରି ଗଢିବା ଘଟଣାର ଖବର ପ୍ରସାରଣ ହେବାପରେ ପାଚେରୀ ଭାଙ୍ଗି ଦେଇଛି ପଶ୍ଚିମବଙ୍ଗ ପ୍ରଶାସନ। ସୂଚନା ମୁତାବକ ଚଳିତ ମାସ ୭

ଭତ୍ତା ବାଣ୍ଟିଲେ ବିଧାୟକ

ଭୁବନେଶ୍ୱର: ଲୋକଙ୍କ ସହ ମିଶିଲେ, ସମସ୍ୟା ବୁଝିଲେ ଆଉ ଭତ୍ତା ବାଣ୍ଟିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ବିଏମସିର ୧,୨,୬,୭,୮ ଏବଂ ୧୪ ନମ୍ବର ୱାର୍ଡର ୯୦ ଜଣ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଛନ୍ତି । ଗରୀବ,ଅସହାୟ ଓ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ବାଣ୍ଟିଛନ୍ତି ବିଧାୟକ