Odia News Portal

ଜମି ବିବାଦରୁ ବୋମା ମାଡ଼

ପୁରୀ: ଦୁଇଟି ଗୋଷ୍ଠୀ ମଧ୍ୟରେ ଉପୁଜି ଥିବା ଜମି ବିବାଦ ଘଟଣାକୁ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନାଥପୁର ଗାଁରେ ଆଜି  ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ଗାଁରେ ଏକ

ବଲିଉଡ ପରେ ହଲିଉଡରେ ରାଜ କରିବେ ଆଲିଆ

ମୁମ୍ବାଇ: ବଲିଉଡର ଆଗଧାଡ଼ିର ନାୟିକା ଆଲିଆ ଭଟ୍ଟ ଖୁବଶୀଘ୍ର ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଦୀପିକା ଏବଂ ପ୍ରିୟଙ୍କାଙ୍କ ପରେ ସେ ହଲିଉଡରେ ଅଭିନୟ କରିବାକୁ ଯାଉଛନ୍ତି । କୁହାଯାଉଛି, ୨୦୨୨ରେ ଆଲିଆ ହଲିଉଡ୍ ପ୍ରୋଜେକ୍ଟରେ କାମ

ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଚତୁର୍ଥ ଦିନ। ତେଣୁ ଆଜି ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ସକାଳେ ପହଡ ଖୋଲିଵା ପରେ ମାଆଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା।  ଏହି ବେଶ ଦର୍ଶନ କଲେ ମା’ଙ୍କର ଅପାର କରୁଣା ଲାଭ ହେବା ସହିତ ପାପ କ୍ଷୟ  ହୋଇଥାଏ।

ପଞ୍ଜାବରେ କମିଲା ପେଟ୍ରୋଲ ଦର

ଚଣ୍ଡୀଗଡ଼: ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ ଏହା ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ ହ୍ରାସ କରିଛନ୍ତି ଚନ୍ନି ସରକାର | ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଆଜି କହିଛନ୍ତି ଯେ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଶସ୍ତା ହେବ, ଡିଜେଲ ଉପରେ ୫

କାର୍ଯ୍ୟରେ ଅବହେଳା ଯୋଗୁଁ ରେଞ୍ଜର ନିଲମ୍ବିତ

କରଞ୍ଜିଆ : ରାଜ୍ୟରେ ଦୁର୍ନୀତି ବଢ଼ିଚାଲିଥିବା ବେଳେ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ଏହାରି ମଧ୍ୟରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଧିଆଳୀ ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି । ଦୁଧିଆଳୀ ରେଞ୍ଜର ଅଧିକାରୀ ସରୋଜ ପଣ୍ଡା ନିଲମ୍ବିତ ହୋଇଛନ୍ତି । ହାତୀଜନିତ

ଆଜି ଜାତୀୟ କ୍ୟାନସର ସଚେତନତା ଦିବସ

ଭୁବନେଶ୍ୱର: ଆଜି ନଭେମ୍ବର ୭। ଜାତୀୟ କ୍ୟାନସର ସଚେତନତା ଦିବସ । ବରଗଡଠାରେ କ୍ୟାନସର ରୋଗକୁ ରୋକ୍‌ ଲଗାଇବା ପାଇଁ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ବରଗଡ ଜିଲ୍ଲାର ଖେଦାପାଲି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ନିକଟରେ ପୂର୍ଣ୍ଣାଙ୍ଗ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ୯୦ କୋଟି ଟଙ୍କାରୁ ଅଧିକ

ଆରମ୍ଭ ହେଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏଇ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ‘ହାଇବ୍ରିଡ୍ ମୋଡ୍’ରେ

ବାଇକ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

କେନ୍ଦୁଝର: ଏମିତି ବି ଆସିପାରେ ମୃତ୍ୟୁ । ଅପେରା ଦେଖି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଚାଲିଗଲା ୩ଜଣ ଯୁବକଙ୍କ ଜୀବନ । କେଉଁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ତିନିଟି ବିଭିନ୍ନ ସମୟରେ ବାଇକ୍ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୧ ହଜାରରୁ କିଛି କମ୍‌ ଥିବା ବେଳେ ମୃତ୍ୟୁସଂଖ୍ୟା ୫୦୦ରୁ ଅଧିକ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ

୧୦ରେ ଏହିସବୁ ଜିଲ୍ଲାରେ ପ୍ରବଳ କାଚିବ

ଭୁବନେଶ୍ୱର: ପୁଣି ଫେରିଛି ଲଘୁଚାପ । ନଭେମ୍ବର ଦ୍ବିତୀୟ ଓ ତୃତୀୟ ସପ୍ତାହ ବେଳକୁ ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଥିବାବେଳେ ୧୦ରୁ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର