କାଳହେଲା ଭିଡିଓ ବନେଇବା ନିଶା
ରାୟଗଡ଼ା: ସୋସିଆଲ ମିଡିଆରେ ଭିଡିଓ ବନେଇ ଲାଇକ କମେଣ୍ଟ ପାଇବା ଲାଗି ଯୁବପୀଢ଼ିଙ୍କ ମଧ୍ୟରେ ଲାଗୁଛି କଣ୍ଟେଷ୍ଟ । ତେବେ ପୂର୍ବରୁ ମଧ୍ୟ ଅନେକ ନଜିର ରହିଛି କି ଭିଡିଓ ବନେଇବାକୁ ଯାଇ ପ୍ରାଣ ହରାଇଛନ୍ତି ଅନେକ ଯୁବକ ଏବଂ ଯୁବତୀ । ଏହାରିଭତରେ ନାଗାବଳୀ ନଦୀ କୂଳରେ ଅଘଟଣ ଘଟିଛି। ନଦୀରେ ବୁଡି!-->…
