ଚମକ ବଜାୟ ରଖିବା ପାଇଁ ପ୍ରତିଦିନ ମୁହଁକୁ ଭଲ ଭାବେ ସଫା କରନ୍ତୁ
ଆପଣଙ୍କ ଜୀବନଶୈଳୀ ଓ ଖାଇବା ପିଇବା ଆପଣଙ୍କ ମୁହଁକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ।ଝିଅମାନେ ନିଜ ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି। କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ମୁହଁରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ମୁହଁର ସୌନ୍ଦର୍ୟ୍ୟ ବଜାୟ!-->…
