ନିଜ ଘରେ ବାବାଙ୍କୁ କେଉଁ ପଦ୍ଧତିରେ ପୂଜା କରିବା ଉଚିତ୍
ଭୁବନେଶ୍ୱର: ବାବାଙ୍କୁ ମନ୍ଦିରରେ ଓ ଘରେ ପୂଜା କରିଯିବା ଭିତରେ ବହୁତ ଫରକ ଅଛି । ଘରେ ଯେଉଁ ପୂଜା ବା କ୍ଷୁଦ୍ର ବିଗ୍ରହ ପୂଜା କରାଯାଏ ତା’ର ପ୍ରାଣ ପ୍ରତିଷ୍ଠାକରାଯାଇ ନଥାଏ । ତେଣୁ ପଞ୍ଚୋପଚାର ପଦ୍ଧତିରୁ ଯେକୌଣସି ଗୋଟିଏ ପଦ୍ଧତିରେ ବାବାଙ୍କର ପୂଜାର୍ଚ୍ଚନା କରାଯାଇପାରେ । ମନ୍ଦିରରେ!-->…
