Odia News Portal

ପାର୍ବଣକୁ ଦୃଷ୍ଟିରେ ରଖି ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ପାର୍ବଣ ବେଳେ ଭିଡ ହେଲେ ସଂକ୍ରମଣର ଆଶଙ୍କା ରହିଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହ୍ରାସ ହେଉଥିଲେ ମଧ୍ୟ ଭୟ ଯାଇନାହିଁ। ଅଧିକ ସମୟ ବାହାରେ ଏକାଠି ହେଲେ ସଂକ୍ରମଣ ବଢିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଘରୁ ବାହାରିବା ଉଚିତ ନୁହେଁ ବୋଲି ସ୍ୱାସ୍ଥ୍ୟ

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମୀର ଦାସ

ଭୁବନେଶ୍ୱର: ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପ୍ରାଥମିକ ଶିକ୍ଷା ତାଲିମ ବିଷୟ ବସ୍ତୁରେ ଓଡ଼ିଆ ଭାଷା ରଖିବାକୁ ଚିଠି ଲେଖିଛନ୍ତି ମନ୍ତ୍ରୀ ସମୀର ଦାସ। ପ୍ରାଥମିକ ଶିକ୍ଷକ ତାଲିମ ବିଷୟ ବସ୍ତୁରୁ ଓଡ଼ିଆ ଭାଷାକୁ ବାଦ ଦିଆଯାଇଛି । ପୁର୍ନବାର

ସିମଲାରେ ବର୍ଷା ତାଣ୍ଡବ, ଭୁଶୁଡ଼ିଲା ୮ ତାଲା କୋଠା

ନୂଆଦିଲ୍ଲୀ: ବର୍ଷା ତାଣ୍ଡବ । ଭୂସ୍ଖଳନ ଲାଗି ଭୁଶୁଡ଼ିଲା କୋଠା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ପ୍ରବଳ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଖାସ୍ କରି ପାହାଡ଼ିଆ ଅଞ୍ଚଳରେ ସ୍ଥିତି ଅଧିକ ଖରାପ

ସ୍ୱଚ୍ଛ ଭାରତ ମିଶନ-୨.୦ର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ମିଶନ-୨.୦ର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନା ଅଧିନରେ ସବୁ ସହରକୁ ଶୁଦ୍ଧ ପାନୀୟଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ସହରଗୁଡ଼ିକୁ ଆବର୍ଜନା ମୁକ୍ତ କରିବାକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ମୋଦୀ

ଅକ୍ଟୋବର ୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ଅକ୍ଟୋବର ୪ ତାରିଖଠାରୁ ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପ୍ରଦାନ କରାଯିବ । ରାଜ୍ୟରେ ବୋର୍ଡ ପକ୍ଷରୁ ୩୦ଟି କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ସମସ୍ତ ସ୍କୁଲଗୁଡିକର ମୁଖ୍ୟମାନେ ଆବଶ୍ୟକୀୟ

ଏୟାର ଇଣ୍ଡିଆକୁ କିଣିଲା ଟାଟା

ନୂଆଦିଲ୍ଲୀ: ଘରୋଇ ସଂସ୍ଥା ହାତକୁ ଗଲା ଏୟାର ଇଣ୍ଡିଆର ମାଲିକାନା । ଏୟାର ଇଣ୍ଡିଆକୁ ନିଲାମରେ ଜିତିଲା ଟାଟା ସନ୍ସ । ଟାଟା ସନ୍ସ ଓ ସ୍ନାଇସଜେଟ୍ ନିଲାମିରେ ଭାଗ ନେଇଥିଲେ । ୨୩ ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆକୁ ନିଲାମରେ ଜିତିଲା ଟାଟା ସନ୍ସ ।

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୨୬ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ କମ୍ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୭୨୭

ଆଜି ପଞ୍ଜାବ-କୋଲକାତା ଟକ୍କର

ଦୁବାଇ: ଆଇପିଏଲ ମହାସମରରେ ଆଜି ପଞ୍ଜାବ କିଙ୍ଗସକୁ ଭେଟିବ କୋଲକାତା ନାଇଟ ରାଇଡର୍ସ । କର ବା ମର ସ୍ଥିତିରେ ରହିଛନ୍ତି ଉଭୟ ଦଳ । ପ୍ଲେଅଫରେ ସ୍ଥାନ ପକ୍କା କରିବା ଲାଗି ଉଭୟ ଦଳର ବିଜୟ ନିଶ୍ଚିତ ଆବଶ୍ୟକ ରହିଛି । ଆଜି ଯେଉଁ ଦଳ ହାରିବ ସେହିସ ଦଳର ପ୍ଲେଅଫ ଆଶା ମଉଳିଯିବ । ତେବେ ଉଭୟ ଦଳ

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ, ଲୁଟିନେଲେ ମୋବାଇଲ୍

ଭୁବନେଶ୍ୱର: ଖବର ସଂଗ୍ରହ କରିବା କଣ ଭୁଲ? ସତ୍ୟକୁ ଲୋକଲୋଚନରେ ପ୍ରକାଶ କରିବା କଣ ଅପରାଧ? ଯଦି ଏସବୁ ଭୁଲ ନୁହେଁ ତେବେ କାହିଁକି ବାରମ୍ବାର ଗଣମାଧ୍ୟମ ପ୍ରତିନିଧି ଉପରେ କରାଯାଉଛି ଆକ୍ରମଣ । ଉପାନ୍ତରୁ ଆରମ୍ଭ କରି ପୂର୍ବପ୍ରାନ୍ତ ସବୁଠି ଆଉ ସବୁବେଳେ ଆକ୍ରମଣର ଶିକାର ହେଉଛନ୍ତି

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ ହାର । କିଛିଦିନ ହେବ ୫୦୦ ଉପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିବାବେଳେ ଆଜି କିନ୍ତୁ ୫ଶହ ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୪ ଜଣ