ସ୍ୱାମୀକୁ ମାରିଦେଲା ସ୍ତ୍ରୀ
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ସ୍ୱାମୀହନ୍ତା ସ୍ତ୍ରୀ । ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ମଣ୍ଡପ ବସ୍ତିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପ୍ରାଥମିତ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀକୁ ଅଟକ ରଖି!-->…
