Odia News Portal

ସମବାୟ ସମିତି ସମ୍ପାଦକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଚାଷୀଙ୍କ ପାସବୁକ ରଖି ଲକ୍ଷାଧିକ ଟଙ୍କା ହଡ଼ପ

ବଲାଙ୍ଗୀର: ଗୋଟିଏ ପଟେ ମରୁଡି ଆଶଙ୍କା, ଅନ୍ୟପଟେ ଋଣ ଚିନ୍ତା । ତେବେ ବଲାଙ୍ଗୀରରେ ପ୍ୟାକ୍ସ ସମ୍ପାଦକ ଓ କର୍ମଚାରୀଙ୍କ କଳା କରନାମା ଚାଷୀଙ୍କୁ ତଳି ତଳାନ୍ତ କରିଦେଇଥିବା ଅନେକ ନଜିର ରହିଛି । ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଛି । ବଲାଙ୍ଗୀର ଜିଲ୍ଲା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଲେ କର୍କଟ ରୋଗୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା । ଆମ ପ୍ରିୟ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକ୍ଷେତ୍ରରେ ନେଇଥିବା ଯୁଗାନ୍ତକାରୀ ପଦକ୍ଷେପ ଲାଗି ଅନେକ ରୋଗୀଙ୍କୁ ମିଳୁଛି ନୂଆ ଜୀବନ ଆଉ ବଞ୍ଚିବାର ରାହା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ମାଧ୍ୟମରେ ଅନେକ ରୋଗୀଙ୍କୁ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ

ଇଡି ସ୍କାନରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

ଭୁବନେଶ୍ୱର: ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଆଇଏଫଏସ ଅଭୟକାନ୍ତ ପାଠକ । ଆଉ ଆଜି ତାଙ୍କ ଭାବି ବୋହୂ ଅଥବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅକୁ ନୋଟିସ କରିଛି ଇଡି । ଗତକାଲି ଆଇଏଏଫଏସ ଅଭୟକାନ୍ତ ପାଠକଙ୍କୁ ୮ କୋଟି ଟଙ୍କାର କାରବାର ନେଇ ଇଡି ଜେରା

ପବିତ୍ର ମହାଳୟାରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଳୟା । ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ବଢ଼ାଯାଏ । ଗାଁରୁ ସହର ସବୁଠି କରାଯାଉଛି ଶ୍ରାଦ୍ଧ । ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ

ଆଜି ପବିତ୍ର ମହାଳୟା, ଜାଣନ୍ତୁ ଆଜି ଦିନର ବିଶେଷତ୍ୱ

ଭୁବନେଶ୍ୱର: ଆଜି ମହାଳୟା । ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ଆଜି ଶହଶହ ଶ୍ରଦ୍ଧାଳୁ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦ୍ଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ

ବାବାଙ୍କ ପ୍ରତି କିପରି ଏକାଗ୍ରତା ରଖିବା?

ଭୁବନେଶ୍ୱର: କେବଳ ବଡ଼ ବଡ଼ ଘଟଣା ନୁହେଁ ଦୈନନ୍ଦିନ ଜୀବନର ଅତି ଛୋଟ, ସାମାନ୍ୟ ଘଟଣାରେ ବି ଆମେ ବାବାଙ୍କୁ ସ୍ମରଣ କରିବା ଉଚିତ୍ । ଆମେ ତାଙ୍କୁ ଧ୍ୟାନ କରିବା ଉଚିତ୍ । ଜୀବନରେ ନୂତନ ବୃତ୍ତି ଅବଲମ୍ବନ କରିବା ଭଳି ମହତ୍ୱପୂର୍ଣ୍ଣ ଘଟଣାଠାରୁ ଆରମ୍ଭ କରି ଶୋଇବାକୁ ଯିବା, ଶେଯରୁ ଉଠିବା,

ଚିରାଗଙ୍କୁ ହେଲିକପ୍ଟର, ପଶୁପତିଙ୍କୁ ସିଲାଇ ମେସିନ୍

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଦୁଇ ଗୋଷ୍ଠୀଙ୍କୁ ଆଜି ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ହେଲିକପ୍ଟର ଏବଂ ପଶୁପତି କୁମାର ପାରସଙ୍କୁ ସିଲାଇ ମେସିନ ଚିହ୍ନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଏଲଜେପିର

ଆସନ୍ତାକାଲି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି। କେବଳ ଆସନ୍ତାକାଲି ନୁହେଁ, ଚଳିତମାସ ୮ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର

ବନ୍ଧୁକ ଡିଲ କରୁଥିଲେ, ବନ୍ଧାହେଲେ ଆଲବମ୍ ନିର୍ଦ୍ଦେଶକ

କଟକ: କଟକ ବାଦାମବାଡି ଅଂଚଳରେ ବନ୍ଧୁକ ଡିଲ ବେଳେ ୪ ଜଣ ଗିରଫ ହୋଇଛନ୍ତି । ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ମଧ୍ୟ ଜବତ କରିଛି ପୋଲିସ । ଗିରଫ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ପ୍ରଦାନ କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆଲବମ ନିର୍ଦ୍ଦେଶକ ରହିଥିବା ଜଣାପଡିଛି ।