ଆସନ୍ତାକାଲି ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର
ଭୁବନେଶ୍ୱର: ଆସନ୍ତା କାଲି ଜାତୀୟ କଂଗ୍ରେସ ସମ୍ପାଦକ ରଣଦୀପ ସୁରଜେବାଲା, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସିବେ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ପିସିସି ସଭାପତି କଣ୍ଟାବାଞ୍ଜିର ଝରଣୀ ଗାଁକୁ ଗସ୍ତ କରି ମମତା ମେହେରଙ୍କ ପରିବାରକୁ ସାକ୍ଷାତ କରିବେ । ସେଠାରୁ ଫେରିବା!-->…
