ଅପହରଣ ପରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ
ମୟୂରଭଞ୍ଜ: ଲଜ୍ଜା । ପୁଣି ଲଜ୍ଜା । ସାମାନ୍ୟ ଦେହ ସୁଖ ଲାଗିତ ମଣିଷ ପାଲଟୁଛି ପଶୁ । ଜଣେ ଆଦିବାସୀ ନାବାଳିକାଙ୍କୁ ପ୍ରଥମେ ଅପହରଣ କରିବା ପରେ ଦୁଷ୍କର୍ମ କରିଛି ଅଭିଯୁକ୍ତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଆଦିବାସୀ ନାବାଳିକାକୁ ଗତ ୧୪ ସେପ୍ଟେମ୍ବର!-->…
