ସାଇ ମନ୍ଦିର ଗୁଡ଼ିକ ଆସୁଥିବା ଦର୍ଶନାର୍ଥୀମାନଙ୍କ ନିମନ୍ତେ ମନ୍ଦିରର ପୃଷ୍ଠପୋଷକମାନଙ୍କର ଭୂମିକା କ’ଣ?
ଭୁବନେଶ୍ୱର: ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କର ସମସ୍ତ ପ୍ରକାର ସୁବିଧା ପ୍ରତି ପୃଷ୍ଠପୋଷକମାନେ ଯତ୍ନଶୀଳ ହେବା ଆବଶ୍ୟକ । ବାବାଙ୍କ ଦର୍ଶନ କରି ସେମାନେ ଯେଭଳି ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୁଅନ୍ତି ସେଥିପ୍ରତି ସେମାନେ ସଜାଗ ହେବା ଉଚିତ୍ । ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ!-->…
