Odia News Portal

ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ଶୁକ୍ରବାର ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ସାଧାରଣ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର । ସୁନିଆ ପର୍ବ ଓ ବାମନ ଜନ୍ମ ବିଶେଷ ନୀତି ପାଇଁ ଆସନ୍ତା କାଲି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। କନ୍ୟା ସଂକ୍ରାନ୍ତି, ଶ୍ରାବଣା ମକର ନକ୍ଷତ୍ର ସନ୍ ୧୪୨୯ ସାଲ୍ ଆରମ୍ଭ ହେବ।

ଆସନ୍ତାକାଲି ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଣୀ

କଟକ: ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ । ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର

ଦେଶରେ ଦିନକରେ ୩୦, ୫୭୦ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୫୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୪୩୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କେବଳ କେରଳରୁ ଗୋଟିଏ ଦିନରେ ୧୭,୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୨୦୮ ଜଣ କରୋନା

ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ବୟ ଚିକୁନ୍

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ଡେଲିଭରି ବୟ । ପତିତପାବନ ପୃଷ୍ଟି ଓରଫ ଚିକୁନ୍ ଓ ଯୁବତୀକୁ ଉତ୍କଳ ଏକ୍ସପ୍ରେସରେ ଓଡ଼ିଶା ଆଣିଲା ଭୁବନେଶ୍ୱର କମିଶନରେଟ୍ ପୋଲିସର ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍। ଦୁଇ ଜଣଙ୍କୁ ଧଉଳି ଥାନାକୁ ନିଆଯାଇ ପଚରାଉଚରା କରୁଛି ପୋଲିସ। ଚିକୁନଙ୍କ ବାପା,

ନାରୀ ନିର୍ଯାତନାରେ ଓଡ଼ିଶା ଆଗରେ

ଭୁବନେଶ୍ୱର: ସଦ୍ୟ ପ୍ରକାଶିତ ଏନସିବି ରିପୋର୍ଟ ମୁତାବକ ଓଡ଼ିଶାରେ ବଢ଼ିଛି ନାରୀ ନିର୍ଯାତନାର ସଂଖ୍ୟା । ପୁରା ଦେଶରେ ୨୦୧୯ ତୁଳନାରେ ୨୦୨୦ରେ ନାରୀ ନିର୍ଯାତନା ମାମଲା ହ୍ରାସ ପାଇଥିବା ବେଳେ ଓଡ଼ିଶାରେ କିନ୍ତୁ ରେକର୍ଡ ହୋଇଛି ନାରୀ ନିର୍ୟ୍ୟାତନା ମାମଲା । ରିପୋର୍ଟ ଅନୂଯାଇ ରାଜ୍ୟରେ

ଆଜି ରାଜ୍ୟରେ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା କୋପ ଜାରି ରହିଛି । ପୂର୍ବପେକ୍ଷା ଏବେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିବା ଫଳରେ ଆଶ୍ୱସ୍ତି ମିଳିଛି ।ଯାହାଫଳରେ ଦୈନିକ ମୃତ୍ୟୁସଂଖ୍ୟା ସିଧାସଳଖ ୧୦ ତଳକୁ ଖସିଛି ।ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ୪ ଆକ୍ରାନ୍ତ ଆଖି ବୁଜିଛନ୍ତି ।ଏହାପରେ ରାଜ୍ୟରେ

ହୀରାକୁଦରେ ବଢ଼ୁଛି ଜଳସ୍ତର

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରେ ଜଳସ୍ତର । ଗତକାଲି ସୁଦ୍ଧା ୧୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଏବେ ମୋଟ ୨୪ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପାଶ୍ୱର୍ର ୧୬ଟି ଗେଟ୍ ଖୋଲାଯାଇଥିବା ବେଳେ ଡାହାଣ ପାଶ୍ୱର୍ରେ ୮ଟି ଗେଟ୍

ଆଜି ରାଜ୍ୟରେ ୫ଶହ ଉପରେ କରୋନା ମାମଲା

ଭୁବନେଶ୍ୱର: ରାଜ୍ୟରେ ଦୋଳି ଖେଳୁଛି କରୋନା ମାମଲା । କେତେବେଳେ ଉପରମୁହାଁ ତ ଆଉ କେତେବେଳେ ତଳମୁହାଁ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୩୬ ଓ ସ୍ଥାନୀୟ ସଂକ୍ରମିତ ୨୪୪ ଜଣ ରହିଛନ୍ତି। ଚିହ୍ନଟ

ଭାସିଯାଇଥିଲେ ବାପା ପୁଅ, ଉଦ୍ଧାର ହେଲା ମୃତଦେହ

ଯାଜପୁର: ବୁଧବାର ଯାଜପୁର ଜିଲ୍ଲାରୁ ଆସିଥିଲା ଦୁଃଖଦ ଖବର । ନଦୀ ସୁଅରେ ଭାସିଯାଇଥିଲେ ବାପା ପୁଅ । ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଗାଁରେ ଖେଳିଯାଇଛି ଶୋକର ଛାୟା । ଯାଜପୁର ଜିଲ୍ଲାର ବରୀ ବ୍ଲକ ବାଲିଆ ଗଙ୍ଗାଧରପୁର ଗ୍ରାମର କିଶୋର ସିଂହ ଓ ପୁଅ କୈଳାସ ସିଂହ ବନ୍ୟାଜଳରେ ଭାସି

ଆସୁଛି ଆଉ ଦୁଇଟି ଲଘୁଚାପ, ଜାଣନ୍ତୁ କେବେ?

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିଥିଲା । ପାଣି ପାଣି ହୋଇଥିଲା ସାରା ଓଡ଼ିଶା । ଏଯାବତ ପାଣି କମିନଥିବା ବେଳେ ପୁଣି ଦୁଇଟି ଲଘୁଚାପ ଆସିବା ନେଇ ସୂଚନା ମିଳିଛି । ଏହାରି ଭିତରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିଲାଣି। ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ