Odia News Portal

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୨୭ ହଜାର ୧୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୧୬,୭୫୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୮୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୪୩,୪୯୭ରେ

ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ବାର୍ତ୍ତାଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ । ଆଜିଭଳି ପିବତ୍ର ଦିବସରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜର ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରରେ ଲେଖିଛନ୍ତି କି, ଅଭିବ୍ୟକ୍ତିର ସ୍ୱାଧୀନତା, ମାନବିକ ଅଧିକାରର ସୁରକ୍ଷା, ମୁକ୍ତ ଏବଂ ନିରପେକ୍ଷ

ବଢ଼ୁଛି ବ୍ରାହ୍ମଣୀ ଓ ଜଳକା ନଦୀର ଜଳସ୍ତର

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବାଦଲ ଫଟା ବର୍ଷା ହୋଇଥିଲା । ଲଗାଣ ବର୍ଷାରେ ବଢ଼ିଛି ଜଳସ୍ତର । ଜଳକା ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ୁଛି । ନଦୀ ଫୁଲୁଥିବା ବେଳେ ପାଣି ଗାଁ ଗାାଁରେ ପଶୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏବେ ବି ଅନେକ ଲୋକ ପାଣିଘେରରେ ଫଶି ରହିଛନ୍ତି । ଯାଜପୁର

୬ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: କମୁଛି କରୋନା ସଂକମଣ ହାର । ତେବେ ପ୍ରତିଦିନ ଗଢ଼ୁଛି ମୁଣ୍ଡ । ମୃତୁ୍ୟରେ ଲାଗୁନି ବ୍ରେକ୍ । ତଥାପି ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ସୀମିତ ରହୁଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ

ଆସନ୍ତା ୨୭ରେ ବର୍ଷା-ଅନୁଭବ ମାମଲାର ପରବର୍ତ୍ତୀ ଶୁଣାଣୀ

କଟକ: ତୁଟୁନି ବିବାଦ । ଶୁଣାଣୀ ପରେ ପରେ ଶୁଣାଣୀ ହେଉଥିଲେ ସୁଦ୍ଧା ଷ୍ଟାର କପୁଲ ବର୍ଷା ଓ ଅନୁଭବଙ୍କ ବିବାଦର କୌଣସି ନିସ୍କର୍ଷ ବାହାରି ପାରୁନାହିଁ । ତେବେ କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ । ପୂର୍ବରୁ

ନଜର ପକାନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ କରୋନା ସଂକ୍ରମିତ ଚିହ୍ନଟ ହେଲେ…

ଭୁବନେଶ୍ୱର: ଭାଙ୍ଗୁଛି କରୋନା ଚେନ୍ । ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୫୭ କରୋନା ସଂକ୍ରମିତ । ଶୂନ୍ୟରୁ ୧୮ ମଧ୍ୟରେ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୨୬୫,ସ୍ଥାନୀୟ ୧୯୨ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ

ଚାନ୍ଦିପୁର ଡିଆଡିଓ ତଥ୍ୟ ଲିକ୍ ଘଟଣା, ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବାଲେଶ୍ବର : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାକୁ ନେଇ ଲାଗି ରହିଥିଲା ଚର୍ଚ୍ଚା । ତେବେ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରିଥିଲା । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାତୀୟ ଗୁଇନ୍ଦା ସଂସ୍ଥାର ସୂଚନାକ୍ରମେ ବାଲେଶ୍ୱର ପୁଲିସର ସ୍ପେଶାଲ ସ୍କ୍ୱାଡ କ୍ଷେପଣାସ୍ତ୍ର

୨୦ ଜଣିଅାଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ପିପିଲି: ପାଖେଇ ଆସୁଛି ପିପିଲି ଉପନିର୍ବାଚନ । ବର୍ଷା ଓ କରୋନା କଟକଣା ମଧ୍ୟରେ ସରଗରମ ହେଉଛି ନିର୍ବାଚନୀ ମଇଦାନ । ବାଜି ଜିତିବା ଲାଗି ସମସ୍ତ ଦଳ ନିଜ ନିଜର ରଣକୌଶଳ ପ୍ରଦର୍ଶନ କରୁଛନ୍ତି । ଏହାରି ଭିତରେ ଭୋଟରଙ୍କ ମନମୋହିବା ଲାଗି ୨୦ ଜଣିଅାଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି

ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲିଲା

ସମ୍ବଲପୁର: ପ୍ରବଳ ବର୍ଷା । ବଢ଼ୁଛି ଜଳସ୍ତର । ହୀରାକୁଦ ଜଳ ଭଣ୍ଡାରର ଆଉ ୬ଟି ଗେଟ୍ ଖୋଲିଛି । ବର୍ତ୍ତମାନ ହୀରାକୁଦ ଡ୍ୟମ୍ର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ଏବେ ଓଡ଼ିଶା ଉପରୁ ସଂପୂର୍ଣ୍ଣ ଭାବେ ଅପସରିଯାଇଛି । ଆଜି ସକାଳ ସାଢେ ୫ଟା

ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ଓଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ମଙ୍ଗଳବାର ଏହି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମାହାଙ୍ଗା ତହସିଲଦାର ମଧୂସୂଦନ ନାୟକଙ୍କୁ ଜଗତସିଂପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଉପଜିଲ୍ଲାପାଳ ତାପସ