ବିଚାର ବିଭାଗୀୟ ହାଜତକୁ ଗଲେ ଆର୍ୟାନ
ନୂଆଦିଲ୍ଲୀ: କ୍ରୁଜ ପାର୍ଟି ସହ ଜଡିତ ଡ୍ରଗ୍ସ କେସରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାହାରୁଖ ଖାନଙ୍କ ପୁଅ ଆୟର୍ନ ଖାନଙ୍କ ସମେତ ୮ ଜଣଙ୍କୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ରିମାଣ୍ଡ ମାଗିଥିଲା । ହେଲେ ଆଉ ଅଧିକ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିନାହିଁ । ଫଳରେ ଆର୍ୟାନ ବିଚାର ବିଭାଗୀୟ!-->…
