Odia News Portal

ବର୍ଷାରେ ବେହାଲ ବିହାର

ପାଟଣା: ଲଗାଣ ବର୍ଷାରେ ବେହାଲ ହୋଇଛି ବିହାର । ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଙ୍ଗା ଓ ବୁଢ଼ା ଗଣ୍ଡକ ନଦୀର ପାଣି ଫୁଲି ବିହାରର ପ୍ରାୟ ୧୬ଟି ଜିଲ୍ଲାରେ ପଶିଯାଇଛି । ଫଳରେ ରାଜ୍ୟର ୩୪ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଚାଷ ଜମି ଓ କଦଳୀ ଚାଷ

ଜାଣନ୍ତୁ ଏବେ କେଉଁଠି ଅଛନ୍ତି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଘନି

ନୂଆଦିଲ୍ଲୀ: ତାଲିବାନ କାବୁଲକୁ କବଜା କରିବା ପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇ ଥିଲେ। ତେବେ ସେ କୁଆଡେ ଯାଇଥିଲେ ତାହାର କୌଣସି ସୂଚନା ମିଳିନଥିଲା। ଏବେ ଘନି ଏବଂ ତାଙ୍କ ପରିବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଥିବା ଜଣାପଡିଛି। ଘନି ନିଜ ସହ ୪ଟି କାର୍

ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦିନ ଯେତିକି ପାଖଉଛି ଟି-୨୦ ବିଶ୍ୱକପ ଲାଗି ଉତ୍ସାହ ସେତିକି ବଢ଼ୁଛି । ଏହାରି ଭିତରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିଶ୍ୱକପ ଲାଗି ଦଳ ଘୋଷଣା କରିଛି । ବୋର୍ଡ ଦ୍ୱାରା ଘୋଷଣା କରାଯାଇଥିବା ୧୫ ସଦସ୍ୟ ବିଶିଷ୍ଟ ଟିମ୍ ରେ କ୍ୟାପ୍ଟେନ ଆରୋନ ଫିଞ୍ଚ ଏବଂ ଷ୍ଟିଭ ସ୍ମିଥ ସାମିଲ ଅଛନ୍ତି ।

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନା ଅପଡେଟ୍‌

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬,୪୦୧ ଜଣ ନୂତନ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୫୩୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ମୁତାବକ ୩୯,୧୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ବାହାଘର ବେଳେ ବାଇଗଣ ରୁଆ, ୫୦ ଟିଫା ମେସିନି କିଣିବାକୁ ପାଗ ଭିଡିଲା ବିଏମ୍‍ସି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ଏବେ ବାହାଘର ବେଳେ ବାଇଗଣ ରୋଇବା ଭଳି ଅବସ୍ଥା । ସମଗ୍ର ରାଜଧାନୀକୁ ଡେଙ୍ଗୁ କବଳିତ କଲାପରେ ଏବେ ବିଏମ୍‍ସି ଧୂଆଁ ଛାଡୁଥିବା ଟିଫା ମେସିନ କିଣିବାକୁ ପାଗ ଭିଡିଛି । ସହର ପାଇଁ ୫୦ଟି ଟିଫା ମେସିନ କିଣିବାପାଇଁ ପ୍ରକ୍ରିୟା ଆରମ୍ଭ

ପରଲୋକରେ ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନା

ଭୁବନେଶ୍ୱର: କରୋନାରେ ପ୍ରାଣ ହରାଇଲେ କଂଗ୍ରେସ ଯୁବନେତା ସଂଗ୍ରାମ ଜେନା । ୪୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଯୁବ କଂଗ୍ରେସର ସଭାପତି ଥିଲେ ସଂଗ୍ରାମ । କରୋନାରେ ଆକ୍ରାନ୍ତ ହୋଇ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଓଡ଼ିଶାରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆସି ପହଂଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ୱର ଏୟାରପୋର୍ଟ ରେ ଠିକ୍ ଦିନ ୯ଟା ସମୟରେ ଆସି ଦୁଇ ମନ୍ତ୍ରୀ ପହଂଚିଛନ୍ତି ।ତାଙ୍କୁ ସ୍ୱାଗତ କରିବା ପାଇଁ ବିପୁଳ ପରିମାଣରେ ଲୋକ ଉପସ୍ଥିତ ହେବା

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୦୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୨୮ ଜଣ ଶିଶୁ ଓ କିଶୋର

କେବେ କମିବ କରୋନା ତାଣ୍ଡବ, ପୁଣି ୬୮ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଜଗତସିଂହପୁରରେ ୧୦ ଓ ଖୋର୍ଦ୍ଧା ଜିଲାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଢେଙ୍କାନାଳରେ ୬, ଭଦ୍ରକ ୫ ଓ

ଗ୍ୟାସ ଟାଙ୍କି ଫାଟି ୭ ଗୁରୁତର

ଖୋର୍ଦ୍ଧା: ବାଲୁଗାଁରେ ଏକ ଗ୍ୟାସ ଟାଙ୍କି ଫାଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି । ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟି ଯାଇଛି । ରୋଷେଇ ବେଳେ ନିଆଁ ଲାଗି ଯାଇଥିବା ବେଳେ ଗ୍ୟାସ ଟାଙ୍କି ଫାଟି ୭ ଜଣ ଗୁରୁତର ହୋଇଛନ୍ତି । ଗ୍ୟାସରୁ ନିଆଁ ଲାଗିଯିବା