Odia News Portal

ରସାୟନ ବିଜ୍ଞାନରେ ନୋବେଲ

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ବେଂଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ପପରସ୍କାର ପ୍ରଦାନ କରାଯିବ । ଆସିମେଟିକ ଅର୍ଗାନୋକାଟାଲିସିସ ପାଇଁ

ଜାଣନ୍ତୁ ପ୍ରତିଦିନ ଅଣ୍ଡା ଖାଇଲେ କଣ ହୁଏ

ଭୁବନେଶ୍ୱର: ଶରୀର ପାଇଁ ପ୍ରୋଟିନର ସର୍ବୋତ୍ତମ ଉତ୍ସ ହେଉଛି ଅଣ୍ଡା । ଏହା ଏକ ସୁସ୍ଥ ଖାଦ୍ୟ । ଏହାକୁ ଆପଣ ସିଝାଇ ବା ପୋଚ କରି ଖାଇପାରିବେ । ଦିନକରେ ଦୁଇଟି ଅଣ୍ଡା ସେବନ କରିବା ଦ୍ୱାରା ଲାଲ ରକ୍ତ କଣିକା ସଂଖ୍ୟାରେ ଉନ୍ନତି ହୋଇପାରେ ଏବଂ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଓଟିଡିସି ପକ୍ଷରୁ ‘ଆମ ଘର, ଆମ ହାଣ୍ଡିଶାଳ’-୨ ଲୋକାର୍ପିତ

ଭୁବନେଶ୍ବର: ‘ଆମ ଘର, ଆମ ହାଣ୍ଡିଶାଳ’ ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ ହୋଇଛି । ଓଡିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ-ଓଟିଡିସି ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡିଆ ଖାଦ୍ୟ ପ୍ରତିଯୋଗିତା- ଆମ ଘର, ଆମ ହାଣ୍ଡିଶାଳର ଦ୍ୱିତୀୟ ସଂସ୍କରଣକୁ ଓଟିଡିସି ଅଧ୍ୟକ୍ଷା

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସୁଛି ପୂଜା । ତେବେ ପୂଜାରେ ଗାଇଡଲାଇନ ପୂଜା କରିବା ଲାଗି ସରକାର ଘୋଷଣା କରିଛନ୍ତି । ସେପଟେ କିନ୍ତୁ ଲଘୁଚାପ ଆସୁଥିବାରୁ ପୂଜାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସୁଛି ଆଉ ଏକ ଲଘୁଚାପ। ଚଳିତବର୍ଷ ପାର୍ବଣ ଫିକା ପଡ଼ିବ ଯାହା ଜଣାପଡୁଛି। ଅକ୍ଟୋବର ତୃତୀୟ ସପ୍ତାହରେ

ଦିନେ ଭିକାରୀଙ୍କ ସହ ଶୋଉଥିଲେ, ଗାର୍ଲଫ୍ରେଣ୍ଡର ଗୋଟିଏ ସର୍ତ୍ତ ବନେଇ ଦେଲା ଆଇପିଏସ ଅଫିସର

ଭୁବନେଶ୍ୱର: କଥାରେ ଅଛି ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ନାରୀଙ୍କ ହାତ ରହିଥାଏ । ଆଉ ପ୍ରେମ ମଣିଷକୁ ବରବାଦ କରିପାରେ ଆଉ ପ୍ରେମ ମଧ୍ୟ ନୂଆ ଦିଗଦର୍ଶନ ଦେଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାରଣ ଆଜି ଆମେ ଆମର ଲେଖା ମାଧ୍ୟମରେ ଆପଣଙ୍କୁ ଜଣାଇବୁ । ଆମେ ଆଜି ଜଣେ ଏଭଳି ବ୍ୟକ୍ତିତ୍ୱଙ୍କ

ଡ୍ରଗ୍ସ ପାର୍ଟି ମାମଲା; ଏପର୍ଯ୍ୟନ୍ତ ଗିରଫ ହେଲେଣି ୧୭

ମୁମ୍ବାଇ: ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ନିଷିଦ୍ଧ ନିଶା ଦ୍ରବ୍ୟ ଜବତ ମାମଲାରେ ବଲିଲଉ୍‌ ଷ୍ଟାର୍‌ ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ସହ ୭ ଜଣଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ଡ୍ରଗ୍ସ ଜବତ ମାମଲାରେ ଏନସିବି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମେତ

ବେକରୀକୁ ଯାଉଥିବା ପଚା ଅଣ୍ଡା ଜବତ

କଟକ: ଆପଣ ସାଧାରଣତଃ ନକଲି ହଳଦୀ, ଲଙ୍କାଗୁଣ୍ଡ, ଘିଅ, ଟମାଟୋ ସସ୍ ବିଷୟରେ ଶୁଣିଥିବେ କିମ୍ବା ଅପମିଶ୍ରିତ ଦ୍ରବ୍ୟ ବିଷୟରେ ପେପରରେ ପଢିଥିବେ ତେବେ ବର୍ତ୍ତମାନ କଟକରେ ବହୁ ସଂଖ୍ୟାରେ ପଚା ଅଣ୍ଡା ଜବତ ହୋଇଛି । ଛୋଟ ଛୁଆଠୁ ଆରମ୍ଭ କରି ରୋଗୀ ଓ ବୟସ୍କମାନେ ଏହି ବେକେରୀ ଜାତୀୟ ଜିନିଷ

ଆଜିଠାରୁ ମା’ ଭଗବତୀଙ୍କ ପୀଠରେ ୧୪୪ ଧାରା

ଖୋର୍ଦ୍ଧା  : ଖୋର୍ଦ୍ଧା ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା' ଭଗବତୀଙ୍କ ପୀଠରେ ବୁଧବାର ୧୪୪ ଧାରା ଲାଗୁ ହେବ। ଏହା ସନ୍ଧ୍ୟାରେ ଲାଗୁ ହେବା ନେଇ ଜଣାପଡ଼ିଛି। ପାର୍ବଣରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଥିବାରୁ

ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ

ଭୁବନେଶ୍ୱର: କିଛିଦିନର ବିରତି ପରେ ରାଜଧାନୀରେ ଦେଖିବାକୁ ମିଳିଛି କଟକଣା । କରୋନା ପ୍ରକୋପ ପୁଣି ରାଜଧାନୀରେ କାୟା ମେଲାଉଛି । ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କରୋନା ସଂକ୍ରମଣ ବିପଦ । ସେଥିପାଇଁ ସହରକୁ କିଛିଦିନର ନୀରବତା ପରେ ପୁଣିଥରେ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ରାଜଧାନୀରେ

ଲକ୍ଷ୍ମୀପୁର ଯିବାକୁ ରାହୁଲଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଶେଷରେ ଉତ୍ତରପ୍ରଦେଶ ପ୍ରଶାସନ ମାନିଛି। ଲକ୍ଷ୍ମୀପୁର ଖିରି ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳିଛି। ଏହା ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଅନୁମତି ମିଳିଛି। ପ୍ରତି ରାଜନୈତିକ ଦଳର