ରୋହିତ ଶର୍ମା ହୋଇପାରନ୍ତି ଟି-୨୦ ଓ ଦିନିକିଆ ଦଳର ଅଧିନାୟକ
ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ହୋଇପାନ୍ତି ଟିମ ଇଣ୍ଡିଆର ଅଧିନାୟକ । ରୋହିତ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ହୋଇପାରନ୍ତି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ଏହି ଖବର ପ୍ରସାରଣ ହେବା ପରେ ଏବେ ଏହା ବିଜୁଳି ଭଳି!-->…
