Odia News Portal

ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ଡିଜିଟାଲ ସ୍ୱାସ୍ଥ୍ୟ ମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏବେ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହା ପାଇଲଟ୍ ଭିତ୍ତିରେ କାର୍ୟ୍ୟକାରୀ ହେଉଛି । ପ୍ରଧାନମନ୍ତ୍ରୀଙ୍କ

ଆଜି ରାଜ୍ୟରେ ୪୪୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ପୁଣି ୫ଶହ ତଳକୁ ଖସିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୪୪୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ୧୮୬, ସଙ୍ଗରୋଧରୁ ୨୫୮ ଓ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୫୯ ଜଣ। ୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୮,

ରେକର୍ଡ କଲା ବାଲାଜୀ ସାଇନ୍ସ କଲେଜ

ବଲାଙ୍ଗୀର: ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଥଲେ । କଲେଜ୍ ରେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ । ବଲାଙ୍ଗୀର ବାଲାଜୀ କଲେଜ୍ ରେ +୨ ସାଇନ୍ସ ଗ୍ଦଗ୍ଧକ୍ସରରଜ୍ଞ ରେ ପ୍ରଥମ ଚୟନ ପାଇଁ ୧୪୩ ଜଣ ଛାତ୍ର ଛାତ୍ରୀ ଆବେଦନ କରିଥିଲେ । ସର୍ବାଧିକ ୬୫

ମିଳିତ କୃଷକ ସଂଗଠନ ବନ୍ଦ କଲା କଚେରୀ , କୋର୍ଟରୁ ଫେରିଲେ ବିଚାରପତି

ବଲାଙ୍ଗୀର: ମିଳିତ କୃଷକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବଲାଙ୍ଗୀର ସହରରେ ଏହାର ବିଶେଷ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ମିଳିତ ଚାଷୀ ସଂଗଠନ ତଥା ବନ୍ଦ ପାଳନକୁ ସମର୍ଥନ କରୁଥିବା ସଂଗଠନ ମାନଙ୍କ ପକ୍ଷରୁ ସ୍ଥାନୀୟ କଚେରୀ ବନ୍ଦ କରାଯାଇଥିବା ଦେଖିବାକୁ

ଜାଣନ୍ତୁ ଭଦ୍ରକରେ କେମିତି ରହିଛି ଭାରତ ବନ୍ଦର ପ୍ରଭାବ

ଭଦ୍ରକ: କୃଷି ଆଇନ ଓ ବିଦ୍ୟୁତ ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହ କ୍ରମରେ ଭଦ୍ରକରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଯାହାର ପ୍ରଭାବ ଜିଲ୍ଲାରେ ପରିଲକ୍ଷିତ ହୋଇଛି । ଜିଲ୍ଲାର

ବଲାଙ୍ଗୀର ସହରରେ ଭାରତ ବନ୍ଦର ପ୍ରଭାବ

ବଲାଙ୍ଗୀର: ଭାରତୀୟ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ବଲାଙ୍ଗିର ସହରରେ ମଧ୍ୟ ଦେଖିବାକୁ ମିଳିଛି । ସହର ମଧ୍ୟରେ ଦେକାନ ବଜାର ସବୁ ବନ୍ଦ ରହିଛି । କୃଷକ ସଂଗଠନ, କଂଗ୍ରେସ ଦଳ ତଥା ବନ୍ଦ ପାଳନକୁ ସମର୍ଥନ କରୁଥିବା ସଂଗଠନର ସଦସ୍ୟମାନେ ଆଜି

ଆଜି ଭାରତ ବନ୍ଦ

ଭୁବନେଶ୍ୱର: ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ଦିଲ୍ଲୀରୁ ପଲ୍ଲୀ ସବୁଠି ଦେଖିବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ । ଓଡ଼ିଶାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ତେବେ

ଶେଷ ବଲରେ ଜିତିଲା ଚେନ୍ନାଇ

ଦୁବାଇ: ସୁପର ସଣ୍ଡେରେ ସୁପର ମ୍ୟାଚ୍ । କୋଲକାତାକୁ ହରାଇ ପଏଣ୍ଟ ଟେବୁଲରେ ଟପ ଉଠିଲା ଚେନ୍ନାଇ । ଚେନ୍ନାଇ ଚଳିତ ସଂସ୍କରଣର ଆଇଏପିଏଲ୍ରେ ଏପର୍ୟ୍ୟନ୍ତ ୧୦ଟି ମ୍ୟାଚ୍ ଖେଳିଛି। ଏଥିରୁ ୮ଟି ମ୍ୟାଚ ଜିତିଛି। କୋଲକାତା ମଧ୍ୟ ୧୦ଟି ମ୍ୟାଚ୍ ଖେଳିଛି କିନ୍ତୁ ୪ଟି ମ୍ୟାଚରେ ବିଜୟ ହାସଲ କରିଛି।

ତହଁକ କୁଟୁମ ପକ୍ଷରୁ ନୁଆଁଖାଇ ପାଳିତ

ବଲାଙ୍ଗିର: ଲୋଇସିଂହା ବ୍ଳକ ଅନ୍ତର୍ଗତ ତାଲଜୁରି ଗ୍ରାମରେ ତହଁକ୍ କୁଟୁମ୍ ତରଫରୁ ନୁଆଁଖାଇ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ସମସ୍ତ ଗ୍ରାମବାସୀ ନିଜ ନିଜ ଘର ଆଗରେ କଲସ ବସାଇ କବି କଲାକାର ମାନଙ୍କୁ ସ୍ଵାଗତ କରିଥିଲେ। ଏହି ନିଆରା ପରମ୍ପରା ଗାଁ ରେ ତିଆରି କରିଥିଲା ଭାଇଚାରା

ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ଵର : ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମଧ୍ୟରାତ୍ର ପର୍ୟ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରୀ ରହିବ । ଏହାର ବିଶେଷ ପ୍ରଭାବ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପଡିବ ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ଦେଇଛନ୍ତି। ସନ୍ଧ୍ୟା ୬ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ