Odia News Portal

ଇସ୍ତଫା ଦେଲେ ଗୁରୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ

ଅହମ୍ମଦାବାଦ : ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ । ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ରୁପାଣୀ । ୫ବର୍ଷ ଧରି ସେ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ କାହିଁକି ଇସ୍ତଫା ଦେଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ଇସ୍ତଫା ପରେ ଗଣମାଧ୍ୟମକୁ

ମା ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ

ସମ୍ବଲପୁର: ଅନ୍ତ ହେଲା ସବୁ ପ୍ରତୀକ୍ଷା । ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ତୁଳା ଲଗ୍ନର ଶୁଭ ମୁହୁର୍ତ୍ତରେ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପର୍ବରୁ ଧାର୍ୟ୍ୟ ହୋଇଥିବା ୧୦ଟା ୧୫ ମିନିଟରୁ ୧୦ଟା ୨୫ ମଧ୍ୟରେ

ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ପୁରେଇ ଦେଲେ, ଆଖି ବୁଜିଲେ ପିଡ଼ିତା

ମୁମ୍ବାଇ: ବହୁ ଚର୍ଚ୍ଚିତ ନିର୍ଭୟା କେସର ରିପିଟ୍ ଟେଲିକାଷ୍ଟ । ପ୍ରଥମେ ଦୁଷ୍କର୍ମ । ଆଉ ପରେ ମନ ନବୁଝିବାରୁ ପିଡିତାଙ୍କ ଗୁପ୍ତାଙ୍ଗରେ ପୁରେଇ ଦେଲା ଲୁହା ରଡ଼ । ମୁମ୍ବାଇରେ ଘଟିଛି ଏଭଳି ଅଭାନୀୟ ଘଟଣା । ମୁମ୍ବାଇ ସାକିନାକାରେ ଜଣେ ୩୦ ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ।

ଆଫଗାନିସ୍ତାନର ଅଧିନାୟକ ପଦ ଛାଡ଼ିଲେ ରସିଦ୍ ଖାନ୍, ଜାଣନ୍ତୁ କଣ ରହିଛି କାରଣ

କାବୁଲ: ଆଫଗାନିସ୍ତାର ଷ୍ଟାର ଖେଳାଳୀ ରସିଦ ଖାନ ଅଧିନାୟକ ପଦ ଛାଡ଼ିଛନ୍ତି । ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା ହେବା ପରେ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ତାଙ୍କ ସହ କୌଣସି ପରାମର୍ଶ ନକରି ଦଳ ଘୋଷଣା କରିଥିବାରୁ ରସିଦ୍ ଅସନ୍ତୁଷ୍ଟ

ସତ୍ୟପାଠ ଦାଖଲ କଲେ ମମତା, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଦିଦି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନ ଲାଗି ଗତକାଲି ନାମାଙ୍କନ ଭରିଥିବା ବେଳେ ଆଜି ସତ୍ୟପାଠ ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ସମୟରେ ସେ ସତ୍ୟପାଠରେ ନିଜ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠ ଅନୁଯାୟୀ ତାଙ୍କ ପାଖରେ ନଗଦ ୬୯, ୨୨୫

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ସହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୩୩,୩୭୬ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟାରେ ୩୦୮ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି

ପୁରୀ: ବାର ମାସରେ ତେର ପର୍ବ । ହେଲେ ଶ୍ରୀକ୍ଷେତ୍ରରେ ସବୁଦିନ ପର୍ବ ପାଳିତ ହୋଇଥାଏ । ମହାପ୍ରଭୁଙ୍କ ରହିଛି ଅନେକ ନୀତି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳିତ ହୋଇଥାଏ । ଏହାକୁ ଋଷି ପଞ୍ଚମୀ ବ୍ରତ ବୋଲି କୁହାଯାଇଥାଏ । ସେହିପରି ଆଜି ହେଉଛି ଋଷି

ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

କେନ୍ଦୁଝର: ପୁଣି ହାତୀ ଆତଙ୍କ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଚଳ ଅଧିନ ଦୋବଲାପାଳ ପଞ୍ଚାୟତର ବାଂଶପାଳ ଜୁଆଙ୍ଗ ସାହିରେ ଦନ୍ତା ହାତୀ ଜଣେ ବୃଦ୍ଧକୁ କଚାଡି ମାରିଦେଇଥିବା ଜଣାପଡିଛି। ବୃଦ୍ଧ ଜଣକ ହେଲେ ମକୁରୁ ନାଏକ(୬୧)।ସୂଚନାନୁଯାୟୀ ମକୁରୁ ଆଜି ଭୋର ସକାଳୁ ଶୌଚ ପାଇଁ ଘର ନିକଟ ପଡ଼ିଆକୁ

ନୂଅାଁଖାଇରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହେଉଛି ପିବତ୍ର ନୂଅାଁଖାଇ ପର୍ବ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପଟେ ପ୍ରଧାନମନ୍ତ୍ରୀଙ୍କ ସମେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତେବେ ନଜର ପକାନ୍ତୁ

ବାଇକ ଦୁର୍ଘଟଣାରେ ୨ ମୃତ

କନ୍ଧମାଳ: ନୂଅାଁଖାଇରେ ଚାଲିଗଲା ଜୀବନ । ବାଇକ୍ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ଫୁଲବାଣୀ ସଦର ଥାନା ଅଞ୍ଚଳରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ