Odia News Portal

ଠିକା କର୍ମଚାରୀଙ୍କ ଲାଗି ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନରେ କାର୍ୟ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ଏଣିକି ଚୁକ୍ତିଭିତ୍ତିକ ନୁହେଁ, ଇନିସିଆଲ ଆପଏଂଟିଜ୍ ଭାବେ ନିଯୁକ୍ତି ପାଇବେ । ଏବେ ସେମାନେ ବର୍ତ୍ତମାନ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ…

ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ସୋମବାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଜେସିଓ(ଜୁନିୟର କମିଶନ୍‌ଡ ଅଫିସର)ଙ୍କ ସମେତ ୫ ଯବାନ ଶହୀଦ ହୋଇଛନ୍ତି। ସୂଚନା ଅନୁସାରେ, ଚମରେର ଜଙ୍ଗଲରେ ସୁରକ୍ଷାବାହିନୀ ଆତଙ୍କବାଦୀ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଗୁଳି…

ଆଜିଠୁ ଷ୍ଟାର ପ୍ଲସରେ ପ୍ରସାରିତ ହେବ ‘ବିଦ୍ରୋହୀ’

ଭୁବନେଶ୍ୱର: ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେବ ଓଡ଼ିଆ ବୀରତ୍ୱର କାହାଣୀ । ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କାହାଣୀକୁ ନେଇ ନିର୍ମାଣ ହୋଇଥିବା ସିରିଏଲ ଆଜିଠୁ ଷ୍ଟାର ପ୍ଲସରେ ପ୍ରସାରିତ ହେବାକୁ ଯାଉଛି । ଦେଶ ଦେଖିବ ପାଇକ ବିଦ୍ରୋହର କାହାଣୀ । ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଆ ପୁଅ ବକ୍ସି…

ଆଜି ଆରସିବି-କେକେଆର ମୁକାବିଲା

ଦୁବାଇ: ଆଇପିଏଲ ମହାସମରରେ ଆଜି ଏଲୁମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ବିରାଟ କୋହଲିଙ୍କ ନେତୃତ୍ୱ ଦକ୍ଷତାର ଏହା ଆଉ ଏକ ପରୀକ୍ଷା ହେବ । ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପରିଚିତ କୋହଲିଙ୍କ ଆଗରେ ଅଛନ୍ତି କ୍ୟାପଟେନ କୁଲ୍ ମୋର୍ଗାନ ।…

ସରିଲା ଛତିଶା ନିଯୋଗ ବୈଠକ, ଜାଣନ୍ତୁ କଣ ହେଲା ଆଲୋଚନା

ପୁରୀ: ଆସୁଛି ଧର୍ମ କର୍ମର ମାସ କାର୍ତ୍ତିମ ମାସ । ଧର୍ମ ମାସରେ ଶ୍ରୀକ୍ଷେତ୍ରରେ ଲାଗିଥାଏ ହବିଷ୍ୟାଳୀଙ୍କ ଭିଡ଼ । ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସ ଆରମ୍ଭ ହେବା ପୂର୍ବରୁ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ଲାଗି ଆସିଛି ଏସଓପି । ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ…

ହରେଶ ସାହୁ ହେଲେ ଓଡ଼ିଶା ନାଟ୍ୟସଂଘର ସଭାପତି

ଭୁବନେଶ୍ୱର: ଓଡ଼ିଶା ନାଟ୍ୟସଂଘର ବିଭିନ୍ନ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହରେଶ ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଶୁଭକାନ୍ତ ପାଢ଼ୀ ସମ୍ପାଦକ ପଦବୀ ପାଇଛନ୍ତି । ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଥିଲା ବୈଠକ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ପରେ…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ୧୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ ବୈଠକ ଶେଷ ହୋଇଛି। ଏହି କ୍ଯାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବୀନ ନିବାସରୁ ବୈଠକରେ ଯୋଡି ହୋଇଥିଲେ। …

ଜାଣନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୪୮ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୮୯ ଜଣ ରହିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ…

ମୁଖ୍ୟ ସଚିବ ପାହ୍ୟାର ପାଉଣା ପାଉଛନ୍ତି ପିଏମୟୁ କର୍ମଚାରୀ, ଏବେ ପରିବହନ ବିଭାଗ ପାଳି

ଭୁବନେଶ୍ୱର : ଠିକା ଚାକିରି । ହେଲେ ମାସିକ ପାଉଣା ଶାସନ ସଚିବ ସ୍ତରର କିମ୍ବା ଏହାଠାରୁ ଅଧିକ । କେତେକ ତ ମୁଖ୍ୟ ଶାସନ ସଚିବଙ୍କ ପାହ୍ୟାର ମାସିକ ପାଉଣା ପାଉଛନ୍ତି । ତେବେ ଏହି ମୋଟା ବେତନଧାରୀମାନେ ରାଜ୍ୟର କି ମଙ୍ଗଳ କରୁଛନ୍ତି ତାହା ସାଧାରଣ ଲୋକଙ୍କ ଗୋଚର ବାହାରେ । ବିଶ୍ୱସ୍ତ…

ଆଜି ରାଜ୍ୟରେ ୬ ଜୀବନ ନେଲା ମାହାମାରୀ

ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ…