ବିଏମସିର ନୂଆ ଗାଇଡଲାଇନକୁ ଜୋରଦାର ବିରୋଧ
ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ସଂକ୍ରମଣ । ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଏସି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଶୀତଦିନ ପାଇଁ ବିଏମସି ଆଣିଥିବା ନୂଆ ଗାଇଡ଼ ଲାଇନକୁ ଜୋରଦାର ବିରୋଧ । କରୋନା ସଂକ୍ରମଣକୁ ରୋକିବା ପାଇଁ ବିବାହ ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣରୁ!-->…
