Odia News Portal

ଆଜି ମହାପ୍ରଭୁଙ୍କ ଲାଗି ହେବ ଓଷ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଅଣସର ଘରେ ଗୁପ୍ତରେ ଚାଲିଛି ଚିକିତ୍ସା । ଗତକାଲି ପଞ୍ଚମ ଦିରେ ଶ୍ରୀଜିଉଙ୍କ ଉପସମ ଲାଗି ଫୁଲୁରୀ ତେଲା ଲାଗି ହୋଇଥିଲା । ଆଜି ଷଷ୍ଠ ଦିନରେ ଓଷ ବା ଔଷଧ ଲାଗି ହେବ । ରାଜ ବୈଦ୍ୟଙ୍କ

ସବିତା ରାଉତ ହେଲେ ଯାଜପୁର ଜିଲ୍ଲାର ବିଜେଡ଼ି ମହିଳା ମେର୍ଚ୍ଚା ସଭାପତି

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ଏହା ପୂର୍ବରୁ ସଜବାଜ ହେଉଛନ୍ତି ସମସ୍ତ ଦଳ । ବିଜେଡ଼ି ତାର ଶିବିର ସଜାଇ ସାରିଲାଣି । ନିକଟରେ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲାୱାରି ଦାୟିତ୍ୱ ଦିଆଯାଇଥିବା ବେଳେ ମହିଳା କମିଟି ମଧ୍ୟ ଗଠନ ହୋଇ ସାରିଛି । ଏହାରି ଭିତରେ ରାଜ୍ୟ ବିଜେଡ଼ି ସୁପ୍ରିମୋ

‘କାଳିଆ’ ହିତାଧିକାରୀଙ୍କୁ ଆଜି ସହାୟତା ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା କାଳରେ ଚାଷୀଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଯୋଜନାରେ ଅନ୍ତୁକ୍ତ ଚାଷୀଙ୍କୁ ଆଜି ପ୍ରଦାନ କରିବେ ସହାୟତା । ଚାଷୀଙ୍କ ଖାତାକୁ ଆଜି ଯିବ ଅତିରିକ୍ତ ହଜାରେ ଟଙ୍କା । ରାଜ୍ୟର ୧୮ ଲକ୍ଷ ‘କାଳିଆ’ ହିତାଧିକାରୀଙ୍କୁ ସରକାର ଦେବେ କୋଭିଡ୍

ଆଜି ଦେଶରେ ୮୧୭ ମୁଣ୍ଡନେଲା ମହାମାରୀ କରୋନା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୬ ହଜାରରୁ କିଛି କମ୍ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୮ଶହରୁ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୫,୯୫୧

ଆଜି ରାଜ୍ୟରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୋଳି ଖେଳୁଛି କରୋନା ସଂକ୍ରମଣ । କେତେବେଳେ ଉପର ମୁହାଁ ହେଉଛି ତ ଆଉ କେତେବେଳେ ତଳମୁହାଁ । ଗତକାଲି ୩ହଜାର ତଳେ ଆକ୍ରାନ୍ତଙ୍କ ସଂଖ୍ୟା ଥିବାବେଳେ ଆଜି ୩ହଜାର ଡେଇଁଛି ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୩୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ

କରୋନା ମୃତ୍ୟୁରେ ଲାଗୁନି ବ୍ରେକ, ଆଜି ୪୮ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ । ଗତ ୨୪ ଘଣ୍ଟାରେ ୪୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ଗୋଟିଏ ଦିନରେ ୪୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦୧୮କୁ ବୃଦ୍ଧିପାଇଛି । କରୋନା ମୃତ୍ୟୁରେ

ଖୋଲିପାରେ ଲକଡାଉନ୍‌, ଆଜି ଅପରାହ୍ନ ୨ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲକଡାଉନ ଓ ସପ୍ତହାହନ୍ତ ସଟଡାଉନ । ଯେଉଁ କାରଣରୁ ଲୋକେ ନାନା ଅସୁବିଧା ଦେଇ ଗତି କରୁଛନ୍ତି । କାମ ହରାଇ ଲୋକେ ଘରେ ବସି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଲକଡାଉନ କେବେ ଖୋଲିବ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ସେପଟେ ଯଦି ଲକଡାଉନ ଖୋଲେ

ଦେବଗଡ଼ରେ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ନବୀନ

ଭୁବନେଶ୍ୱର:କୋଭିଡ ମୁକାବିଲାରେ ସବୁବେଳେ ଆଗରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଜିଲ୍ଲାରେ ହସ୍ପିଟାଲର ଉଦଘାଟନ କରିବା ସହ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

ଘରକୁ ଘର ବୁଲି ସର୍ଭେକୁ ଆହୁରି ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ସଂକ୍ରମଣ ହାର ୫

ଛାତ୍ରୀଙ୍କୁ ପ୍ରେମ ଜାଲରେ ଫଶାଇ ଦୁଷ୍କର୍ମ କଲେ ଟ୍ୟୁସନ ମାଷ୍ଟର

କେନ୍ଦୁଝର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଟ୍ୟୁସନ ଶିକ୍ଷକ ଗିରଫ । ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ମାଷ୍ଟର ଗିରଫ ହୋଇଥିବା ସୂଚନା ମିଳିଛି ।