Odia News Portal

ମହାପ୍ରଭୁଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ପୁରୀ: ଓଡ଼ିଶା ଗସ୍ତରେ ଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପାରମ୍ପରିକ ବେଶରେ ଜଷ୍ଟିସ ରମନ୍ନା ଓ ଅନ୍ୟ ଚାରିଜଣ ବିଚାରପତି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ,…

ଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ଓଡ଼ିଶାକୁ ଗ୍ରାସ କରୁଛି । ଉତ୍ତର ଓ ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ପାଲଟି ଯାଇଥିବାରୁ ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ପାଇଁ ପାଣିପାଗ ବିଭାଗ ବାତ୍ୟା ସତର୍କ ସୂଚନା ଜାରି…

ପଞ୍ଚଭୂତରେ ଲୀନ ହେଲେ ଅରିନ୍ଦମ

କେନ୍ଦୁଝର: ସରିଲା ଶେଷକୃତ୍ୟ । ଜନ୍ମମାଟିରେ ପଞ୍ଚଭୂତରେ ଲୀନ ହେଲେ ଦୁଃସାହାସୀ ସାମ୍ବାଦିକ ଅରିନ୍ଦମ ଦାସ । ଆଜି ଭୋର୍ ପ୍ରାୟ ୪ଟା ୨୦ ମିନିଟ୍ରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଥିଲା। ଏହାପରେ ଏକ ଶୋଭାଯାତ୍ରାରେ…

ଅରିନ୍ଦମ ଦାସଙ୍କ ପରିବାର ଲାଗି ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ଜାଗୀ

ଭୁବନେଶ୍ୱର: ଅକାଳରେ ବିୟୋଗ ହୋଇଥିବା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ଲାଗି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା । ତେବେ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇନାହିଁ । ଯଦି କହିବା ତେବେ…

ବ୍ରାଉନସୁଗର ଜବତ, ୨ଗିରଫ

ଭଦ୍ରକ: ଭଦ୍ରକ ପୁରୁଣାବଜାର ପୁଲିସ ୧୨୨ ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ୨ ଜଣ ବେପାରୀରୁ ଗିରଫ କରିଛି। ପୁରୁଣା ବଜାର ପୁଲିସ ପକ୍ଷରୁ ଚେକିଂ ସମୟରେ ଭଦ୍ରକ – ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରୁ ଉକ୍ତ ବ୍ରାଉନସୁଗର ବେପାରୀମାନେ ଧରାପଡ଼ିଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ପୁଡ଼ିଆ…

ସାମ୍ବାଦିକ ଯେବେ ଖବର ହୁଏ, ଗଣମାଧ୍ୟମ ନୀରବି ଯାଏ

ଭୁବନେଶ୍ୱର: ଖବର ଲୋକଲୋଚନକୁ ଆଣୁଥିଲେ । ହେଲେ ଆଜି ସେ ନିଜେ ବନିଗଲେ ଖବର । ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ବିୟୋଗ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମସ୍ତେ କାନ୍ଦୁଛନ୍ତି । ସେ ସାଧାରଣ ଜନତା ହୁନ୍ତୁ ବା ନେତା ସମସ୍ତେ କାନ୍ଦୁଛନ୍ତି । ଆଉ ଗଣମାଧ୍ୟମରେ କାମ କରୁଥିବା…

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଶୁକ୍ରବାର ଏକ ବଡ଼ ଘଟଣା କ୍ରମେ ବିଜେପି ଆନୁଷ୍ଠାନିକ ଭାବେ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିଶାଦ ପାର୍ଟି ସହ ମେଣ୍ଟ ଘୋଷଣା କରିଛି। ନିଶାଦ ପାର୍ଟିର ମୁଖ୍ୟ ସଞ୍ଜୟ ନିଶାଦ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମତ୍ସ୍ୟଜୀବୀଙ୍କ…

ବିଜେଡିରେ ମିଶିଲେ ବିଜେପି ନେତା

ଭୁବନେଶ୍ୱର:ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁଦୃଢ଼ ହେଉଛି ବିଜେଡି । ବଢ଼ୁଛି ବିଜେଡି ସୁପ୍ରିମୋଙ୍କ ଲୋକ ପ୍ରିୟତା । ବିରୋଧୀମାନେ ଦଳ ଛାଡ଼ି ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶୁଛନ୍ତି । ବିଜେପି ଛାଡ଼ି ଯାଜପୁର ଧର୍ମଶାଳା ବିଜେପିର ୧୨ ଜଣ ବିଜେଡିରେ ଯୋଗ ଦେଇଛନ୍ତି ।…

ଅରିନ୍ଦମଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଟିଭି ରିପୋର୍ଟର ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି କି, କାର୍ୟ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ…

ମନେ ରହିବେ ଅରିନ୍ଦମ

ଭୁବନେଶ୍ୱର: ଆଉ ନାହାଁନ୍ତି ଓଟିଭିର ପ୍ରତିନିଧି ଅରିନ୍ଦମ ଦାସ । ଖବର ସଂଗ୍ରହ କରିବାକୁ ଯାଇ ଜୀବନ ହାରିଛନ୍ତି । ସବୁଠି ଦୁଃଖର ଛାୟା । ଯିଏ ବି ତାଙ୍କ ବିୟୋଗ ଖବର ଶୁଣୁଛି ଆଖିରୁ ଲୁହ ଢ଼ାଳିଦେଉଛି । ଏପରିକି ଅନେକ ଲୋକ ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାଁନ୍ତି । ତାଙ୍କ ମୃତ୍ୟୁ…