Odia News Portal

କୋଟିଏ ଟଙ୍କାର ଗଞ୍ଜେଇ ଜବତ

ରାୟଗଡ଼ା: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ପ୍ରତିଦିନ ଜବତ ହେଉଛି କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ । ତେବେ ଆଜି କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ ଚଢାଉ କରି ୧୦୦୮ କେଜି ଗଞ୍ଜେଇ ସହ ଟ୍ରକକୁ…

ସୋଆରେ ଦୁଇ ଦିନିଆ ମେକାନିକାଲ୍‌ ଇଞ୍ଜିନିୟରିଂ ଅନ୍ତର୍ଜାତିୟ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଦୁଇ ଦିନିଆ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।ଏହି ସମ୍ମିଳନୀରେ ଆଲ୍ଲେଖ୍ୟ ଶୀର୍ଷକ ଥିଲା “ ରିସେଂଟ ଆଡ୍‌ଭାନ୍‌ସେସ୍‌ ଇନ୍‌…

ପିପିଲି ପ୍ରଚାର ମଇଦାନରେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦିନ ଯେତିକି ପାଖଉଛି ଛାତି ସେତିକି ଧଡ଼ ଧଡ଼ ହେଉଛି । ପିପିଲି ଉପନିର୍ବାଚନ ଜିତିବା ଲାଗି ପ୍ରାର୍ଥୀମାନେ ଲାଗି ପଡ଼ିଛନ୍ତି । ଷ୍ଟାର ପ୍ରଚାରକମାନଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଭୋଟରଙ୍କ ମନମୋହିବା ଲାଗି ପ୍ରୟାସ ଜାରି ରଖିଛନ୍ତି ପ୍ରାର୍ଥୀ । ଏହି ଅବସରେ ବିଜେପି ପକ୍ଷରୁ…

କଂଗ୍ରେସରେ ମିଶିବେ କହ୍ନେୟା କୁମାର ଓ ଜିଗ୍ନେଶ ମେବାନୀ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜୁରାଟର ସ୍ଵାଧିନ ବିଧାୟକ ଜିଗ୍ନେଶ ମେୱାନି ୨୮ ନଭେମ୍ବରରେ କଂଗ୍ରେସରେ ସାମିଲ ହେବେ। ପୂର୍ବରୁ କହ୍ନେୟା କୁମାର ରାହୁଲ ଗାନ୍ଧିଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ…

ଅକ୍ଟୋବରରେ ଆସିବ ଏହିସବୁ ଫିଲ୍ମ

ମୁମ୍ବାଇ: ୨୦୨୧ରେ କରୋନା ମହାମାରୀ ପାଇଁ ଅନେକ ଫିଲ୍ମ ଓ ସିରିଜ ଏ ପର୍ୟ୍ୟନ୍ତ ରିଲିଜ ହୋଇପାରିନାହିଁ । ହେଲେ ଏବେ ଆଶା କରାଯାଉଛି ଯେ, ଅକ୍ଟୋବରରେ କିଛି ଭଲ ଫିଲ୍ମ ଓ ୱେବ ସିରିଜ ରିଲିଜ ହୋଇପାରେ । ଓଟିଟି ଷ୍ଟ୍ରିମିଂ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଅକ୍ଟୋବରରେ ରିଲିଜ ହେବାକୁ ଥିବା…

ଜାଣନ୍ତୁ ବାତ୍ୟାକୁ ନେଇ କଣ କହିଲେ ଆଇଏମଡି ଡିଜି

ନୂଆଦିଲ୍ଲୀ: ବାତ୍ୟାକୁ ନେଇ ସବୁଠି ଚର୍ଚ୍ଚା । କଣ ହେବ, କେତେବେଳେ ଲ୍ୟାଣ୍ଡଫଲ କରିବ ଏଭଳି ଅନେକ କଥାକୁ ନେଇ ଆରମ୍ଭ ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହେବାପରେ ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହୋଇ ବାତ୍ୟାର ରୂପ…

ବିଦ୍ୟୁତ ଆଘାତରେ ଯବାନଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ବିଦ୍ୟୁତ୍ ଆଘାତରେ ଜଣେ କାର୍ଯ୍ୟରତ ଜିଲ୍ଲା ପୁଲିସର ଯବାନ ଇସାକ୍ ହରିଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ରାଇଘର କୋଦଭଟା ସ୍ଥିତ ପୁଲିସ୍ କ୍ୟାମ୍ପରେ ଏହି ଅଘଟଣ…

ଅରିନ୍ଦମଙ୍କୁ ଖୋଜୁଛନ୍ତି ପ୍ରଭାସ

କଟକ: ଗତକାଲି ଥିଲା ଅଶୁଭ ଦିନ । ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗ ହୋଇଛି । ଏସସିବି ଆଇସିୟୁରେ ଚିକତ୍ସିତ ହେଉଛନ୍ତି କ୍ୟାମେରାମ୍ୟାନ ପ୍ରଭାସ ସିହ୍ନା । ଗୁରୁତର ଅବସ୍ଥାରେ ପ୍ରଭାତଙ୍କୁ କାଜୁଆଲ୍ଟିରୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ ।…

ଓଡ୍ରାଫ କର୍ମଚାରୀ ସୀତାରାଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀରେ ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ୍ ବୁଡ଼ିବା ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଗତକାଲି ମହାନଦୀକୁ ହାତୀ ଘଉଡ଼ାଇବାକୁ ଯାଇ ବୁଡ଼ି ଯାଇ ନିଖୋଜ ହୋଇଯାଇଥିବା ଏନଡିଆରଏଫ୍ କର୍ମଚାରୀଙ୍କ ମୃତଦେହ ଠାବ ହୋଇଛି । ଅଣ୍ଡରୱାଟର୍ ଡ୍ରାଇଭର୍ ସୀତାରାମ ମୁର୍ମୁଙ୍କ…

ବାତ୍ୟା ‘ଗୁଲାବ’ ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । ଯାହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ ବର୍ଷା ଓ ଘଡଘଡି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ…