ଶ୍ରୀମନ୍ଦିର ପାଇଁ ନୂଆ SOP
ପୁରୀ: ଶ୍ରୀମନ୍ଦିର ଲାଗି ଆସିଲା ନୂଆ ଏସଓପି । କାଲିଠୁ ୨ଦିନ ସେବକଙ୍କ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଛି । ୧୬ରୁ ୨୦ ତାରିଖ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ ଅନୁମତି । ଆସନ୍ତା ୨୩ରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଅନୁମତି । ସକାଳ ୭ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯାଇଛି!-->…
