Odia News Portal

ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ମଡେଲ ଯୋଜନାକୁ ଛୁଟୁଛି ପ୍ରଂଶସାର ସୁଅ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଧାମରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନା । ଯାହାଦ୍ୱାରା ପୁରୀବାସୀ ୨୪ ଘଣ୍ଟା ବିଶୁଦ୍ଧ ଉଚ୍ଚମାନର ଜଳ ପାଇ ପାରିବେ । ପୁରୀର ଶହେ ପ୍ରତିଶତ ଘରେ ମିଟର ଲଗାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଯିବ । ଯାହାକି ପୂର୍ବରୁ ଇଂଲଣ୍ଡ, ନ୍ୟୁୟର୍କ ଏବଂ ସିଙ୍ଗାପୁରରେ

ଆଜି ଦେଶରେ ୪୩ ହଜାର ୫୦୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୪୩,୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ୩୮,୪୬୫ ଜଣ କରୋନାରୁ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ୩,୦୭,୦୧,୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି। ସଂପ୍ରତି ମୋଟ ୪,୦୩,୮୪୦ ଜଣ ସକ୍ରିୟ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ମନ୍ଥର ଗତିରେ କରୋନା ସଂକ୍ରମଣ ହ୍ରାସ ପରିଲକ୍ଷିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୩୭ ଏବଂ ସ୍ଥାନୀୟ ସଂକ୍ରମିତ ୬୭୮ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ

ଟୋକିଓ ଅଲିମ୍ପିକ୍ସ, ପ୍ରିକ୍ୱାଟର୍ସରେ ଭାରତୀୟ ତୀରନ୍ଦାଜ ଅତନୁ ଦାସ

ଟୋକିଓ : ଦୁଇ ଥର ଅଲିମ୍ପିକ୍ସ୍ ସ୍ବର୍ଣ୍ଣପଦକ ପ୍ରାପ୍ତ ଦକ୍ଷିଣ କୋରିଆର ଓହ୍ ଜିନ୍ହିୟେକ୍ଙ୍କୁ ଜଣିକିଆ ପୁରୁଷ ତୀରଚାଳନା ପ୍ରତିଯୋଗିତାରେ ପରାସ୍ତ କରି ଆଜି ଭାରତୀୟ ତୀରନ୍ଦାଜ ଅତନୁ ଦାସ ଟୋକିଓ ଅଲିମ୍ପିକ୍ସ୍ର ପ୍ରି-କ୍ବାର୍ଟର୍ସରେ ପ୍ରବେଶ କରିଛନ୍ତି।‘ୟୁମେନୋଶିମା ରାଙ୍କିଙ୍ଗ୍

ଶୁଭାରମ୍ଭ ହେବ ‘ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ’

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହେବ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ । ଏହି କାର୍ଡ ଜରିଆରେ ଉପଭୋକ୍ତା ମାନେ ରାଜ୍ୟ ତଥା ଦେଶ ଭିତରେ ଯେ କୌଣସି ଖାଉଟି ଡିଲରଙ୍କଠାରୁ ରେସନ ସାମଗ୍ରୀ ପାଇପାରିବ । ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମ କିମ୍ବା ଉଭୟର ମାସିକ କୋଟା ପାଇବା ପାଇଁ ଏଣିକି ଆଉ

ବାବା କଣ ଯୀଶୁଙ୍କ ପୁନରବତାର ଥିଲେ କି?

ଭୁବନେଶ୍ୱର: ଶ୍ରୀ ଶିରିଡ଼ି ସାଇ ଊନବିଂଶ ଶତାବ୍ଦୀର ଅବତାର । ପ୍ରଭୁ ଯୀଶୁଙ୍କ ଭଳି ସେ ଥିଲେ କରୁଣାର ସୀମାହୀନ ସାଗର । ମାନବଜାତିର ଦୁଃଖ ଯନ୍ତ୍ରଣା ଲାଘବ କରିବା ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ । ତେବେ କୌଣସି ଅବତାର ପୁନର୍ବାର ଅବତରଣ କରନ୍ତି ନାହିଁ । କେବଳ ଇଶ୍ୱର ହିଁ ବାରମ୍ବାର

ଶ୍ରୀଲଙ୍କାଠାରୁ ଦ୍ୱିତୀୟ ଟି-୨୦ ହାରିଲା ଭାରତ

କଲମ୍ବୋ - କଲମ୍ବୋସ୍ଥିତ ପ୍ରେମଦାସ ଷ୍ଟାଡିୟମରେ ବୁଧବାର ଦ୍ୱିତୀୟ ଟି -20 ଅନ୍ତର୍ଜାତୀୟରେ ଶ୍ରୀଲଙ୍କା ଭାରତୀୟ ଦଳକୁ 4 ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ୧-୧ରେ ସିରିଜ ବରାବର ରହିଛି। ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କା । ପ୍ରଥମ

ଆସନ୍ତା ସପ୍ତାହରେ ହେବ ବର୍ଷା-ଅନୁଭବଙ୍କ ବିବାଦର ଶୁଣାଣି

କଟକ: ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଶୁଣାଣୀ । ମାମଲାର ଚୁଡାନ୍ତ ଶୁଣାଣି ପାରିବାରିକ କୋର୍ଟରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ଅନୁଭବ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି ହୋଇଛି । ହାଇକୋର୍ଟରେ ମାମଲାର ଶୁଣାଣି ଘୁଞ୍ଚିଲା ।

୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଆଉ ମାତ୍ର ୨ଦିନ ପରେ ପ୍ରକାଶ ପାଇବ +୨ ରେଜଲ୍ଟ । ଜୁଲାଇ ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରୁ ଏହାର ଫଳ ପ୍ରକାଶନ ପାଇଁ ତ୍ୱରିତ ପଦ କ୍ଷେପ ଗ୍ରହ ଣ

ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି। ସ୍ଥାନୀୟ ସଂସ୍କୃତି ଭବନଠାରେ ନିରାଡମ୍ବର ଭାବେ ଆୟୋଜିତ ଏହି