Odia News Portal

ସିଆଇଆଇ ଦ୍ଵାରା ସମ ଅଲଟିମେଟ ମେଡ଼ିକେଆର ନର୍ସିଂ ଟିମ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ପ୍ରକୃତ କୋଭିଡ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ ) ପକ୍ଷରୁ ସମ ଅଲ୍ଟିମେଟ ମେଡ଼ିକେୟାର (ସମମ ) ର ନର୍ସିଂ ଟିମ କୁ ସମ୍ବର୍ଦ୍ଧିତ

ସୁନ୍ଦରଗଡ ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିଲିନ୍କ୍ରିଷ୍ଣା ଆଜି

ବର୍ଷାଙ୍କ ଜନ୍ମଦିନରେ ଏମିତି କାମନା କଲେ ଅନୁଭବ

କଟକ: ଆଜି ହେଉଛି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ଅନୁଭବ ଲେଖିଛନ୍ତି ହୁଏତ ଆମେ ଦୁଇ ଜଣ ଭଲ ସ୍ୱାମୀ-ସ୍ତ୍ରୀ ହୋଇ ନପାରୁ କିନ୍ତୁ ସବୁବେଳ ପାଇଁ ଭଲ

ନୀରଜଙ୍କ ସହ ପୁରୁଣା ଫଟୋକୁ ସେୟାର କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ଆଥଲେଟ ନୀରଜ ଚୋପ୍ରା । ଜାଭେଲିନରେ ସ୍ୱର୍ଣ୍ଣ ପଦକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି । ସ୍ୱାଧିନ ଭାରତର ପ୍ରଥମ ଆଥଲେଟ ଭାବେ ସେ ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ

ବିଦ୍ୟୁତ ଆଘାତରେ ଆସି ଯୁବକ ମୃତ

ବାଲେଶ୍ୱର: ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ । ବେପରୁଆ ବିଦ୍ୟୁତ ବିଭାଗର ଅବହେଳା ପାଇଁ ଜଣେ ଯୁବକର ଜୀବନ ଗଲା । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କଷବାଜୟପୁର ଗ୍ରାମର ଗଣେଷ ଜେନା ବିଲକୁ ଧାନ ବିହନ ନେଇ ରୋଇବାକୁ ଯାଇଥିଲା । ବିଲରେ ଧାନ ଚାଷ ପାଇଁ ପାଣି ପଂଚାୟତ ମାଧ୍ୟମରେ ବିଲରେ ଗଭୀର

ନଜର ପକାନ୍ତୁ ଟୋକିଓ ଅଲିମ୍ପିକ୍ସରେ କେଉଁ ଦେଶ କୋତୋଟି ପଦକ ଜିତଛନ୍ତି

ଟୋକିଓ: ଅଲିମ୍ପିକ୍ସରେ ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ । ସବୁ ଦେଶ ପଦକ ଲାଗି କଡା ଟକ୍କର ଦେଇଛନ୍ତି । ତେବେ ପଦକ ତାଲିକାରେ ଶୀର୍ଷରେ ରହିଛି ଚୀନ । କିନ୍ତୁ ସବୁଠୁ ଅଧିକ ପଦକ ଜିତଛି ଆମେରିକା । ଚିନ ଅଧିକ ସ୍ୱର୍ଣ୍ଣ ପଦକ ଜିତଥିବାରୁ ଶୀର୍ଷରେ ରହିଛି । ତେବେ ଭାରତ ଏହି ପଦକ ତାଲିକାରେ

ସ୍ୱର୍ଣ୍ଣ ପଦକ ଜିତଲେ ନୀରଜ

ଟୋକିଓ: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ନିରଜ ଚୋପ୍ରା । ଟ୍ରାକ ଆଣ୍ଡ ଫିଲ୍ଡରେ ପ୍ରଥମ ଭାରତୀୟ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସ୍ୱାଧିନ ଭାରତର ପ୍ରଥମ ଆଥଲେଟ ଭାବେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିରଜଙ୍କ ସ୍ୱର୍ଣ୍ଣ ପଦକ ମିଶାଇ ଭାରତକୁ ମିଳିଲା ୭

ଓଡ଼ିଶା ଫେରିଲେ ଦୂତି

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ ଯାତ୍ରା ସାରି ଆଜି ଓଡ଼ିଶା ପହଞ୍ଚିଛନ୍ତି ଧାବିକା ଦୂତୀ ଚାନ୍ଦ । ଏହି ଅବସରରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅନେକ ଶୁଭେଚ୍ଛୁ ଓ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଅଲିମ୍ପିକର ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ଦୂତୀ ଅସଫଳ ହେବା ସହ ଦେଶବାସୀଙ୍କୁ

ବଜ୍ରପାତରେ ୩ ମୃତ

ଜଳେଶ୍ୱର: ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୩ ମହିଳାଙ୍କ ମୃତ୍ୟୁ ଘଟିଛି । ବସ୍ତା ଥାନା ମଥାନୀରେ ବିଲରେ କାମ କରିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ଶାସନ ଗାଁରେ ବଜ୍ରପାତ ଯୋଗୁଁ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିଭଳି ଜଳେଶ୍ୱର ସୁଗୋରେ ବିଲରେ କାମ କରୁଥିବା ବେଳେ ଆଉ

ବଜରଙ୍ଗଙ୍କୁ ବ୍ରୋଞ୍ଚ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ବ୍ରୋଞ୍ଜ ବିଜୟୀ ବଜରଙ୍ଗ । ୮-୦ରେ ଖେଳ କଲେ ଖତମ । ଭାରତ ପାଇଁ ଆଉ ଏକ ବ୍ରୋଞ୍ଜ ପଦକ ଆଣିଲେ ବଜରଙ୍ଗ ପୁନିଆ । ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ କାଂସ୍ୟ ପଦକ ଜିତିଛନ୍ତି । କାଜଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ପୁନିଆ ୮-୦ରେ ମାତ୍