Odia News Portal

ପଦକ ହାରିଲେ, ହୃଦୟ ଜିତିଲେ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ମହିଳା ହକି କାଂସ୍ୟ ପଦକ ମୁକାବିଲାରେ ଗ୍ରେଟ ବ୍ରିଟେନ ଜିତିଛି । ଗ୍ରେଟ ବ୍ରିଟେନ ଭାରତକୁ ୪-୩ ଗୋଲରେ ପରାସ୍ତ କରିଛି । ଫଳରେ ଭାରତୀୟ ହକି ଟିମ୍ କାଂସ୍ୟ ପଦକରୁ ବଂଚିତ ହୋଇଛି । ଭାରତୀୟ ହକି ଦଳ କାଂସ୍ୟ ପଦକ ପାଇଁ ଗ୍ରେଟ ବ୍ରିଟେନ ସହ କଡ଼ାମୁକାବିଲା

ନଜର ପକାନ୍ତୁ ଆଜିର କରୋନା ଅପଡେଟ୍

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୦୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯ ଜଣ ଆକ୍ରାନ୍ତ ଥିବା

ଖୋଲିଲା ମା ଶାରଳାଙ୍କ ମନ୍ଦିର

ଜଗତସିଂହପୁର; କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଧୀରେ ଧୀରେ ଧର୍ମପୀଠଗୁଡିକ ଖୋଲୁଛି । ସେହିପରି ଆଜିଠୁ ଖୋଲିଛି ଜଗସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା ସାରଳାଙ୍କ ମନ୍ଦିର । କଟକଣା ଭିତରେ ଖୋଲିଛି ମନ୍ଦିର । ମନ୍ଦିର ଭିତରେ ସମସ୍ତ ଭକ୍ତଙ୍କ କୋଭିଡ ଗାଇଡଲାଇନ୍ ପାଳନ କରିବା

ସେମିରେ ବଜରଙ୍ଗ ପୁନିଆ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ୬୫ କେଜି ପୁରୁଷ ଫ୍ରିଷ୍ଟାଇଲ୍‌ କୁସ୍ତି ପ୍ରତିଯୋଗିତାରେ ଭାରତର ନାମଜାଦା କୁସ୍ତିଯୋଦ୍ଧା ବା ପହିଲମାନ୍ ବଜରଙ୍ଗ ପୁନିଆ ଇରାନ୍‌ର ମୋର୍ତେଜା ଗିୟାସିଙ୍କୁ ଚଟାଣରେ ପକାଇବା ସହ ତାଙ୍କ କାନ୍ଧକୁ ମାଡ଼ିବସି ବିଜୟୀ ହୋଇଛନ୍ତି।

ଟ୍ୱିଟରର ଟ୍ରେଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଟୋକିଓରେ ଭାରତୀୟ ହକି ଟିମର ବିଜୟ । ଟ୍ୱିଟରର ଟ୍ରେଣ୍ଡରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜର୍ମାନୀକୁ ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ହରାଇବା ପରେ ଏବେ ସମସ୍ତଙ୍କ ମୁହଁରେ ନବୀନଙ୍କ ନାଁ । ୪୧ ବର୍ଷ ପରେ ଭାରତ ଅଲମ୍ପିକରେ ପଦକ ପାଇଛି । ଜର୍ମାନୀକୁ ହରାଇ

ବିଧାୟିକାଙ୍କ ଘରେ ବୋମା ମାଡ଼

ଗଞ୍ଜାମ: ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ବୋମା ମାଡ଼ । କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ଭଙ୍ଗା ରୁଜା କରିବା ସହ ବୋମା ମାଡ଼ କରିଛନ୍ତି । ଖଲ୍‌ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୁତ୍ତ । ତେବେ ଘରେ କେହି ନଥିବା ବେଳେ ପଶି ଭଙ୍ଗା ରୁଜା

କେବେ କମିବ ଓଡ଼ିଆ ଗଣମାଧ୍ୟମଙ୍କ କଳି?

ଭୁବନେଶ୍ୱର: ଖବର କମ୍‌, କଳି ଅଧିକ । ଲୋକଙ୍କ ଖବର ଚୁଲିକୁ ଗଲାଣି । ଟିଆରପି ଟକ୍କରରେ ଗଣମାଧ୍ୟମ ପାଲଟୁଛି ଗଣମାଧ୍ୟମର ଶତ୍ରୃ । ତେବେ ଏହି ଘଟଣା ଓଡ଼ିଶାରେ କିଛି ନୂଆ କଥା ନୁହେଁ । ବାରମ୍ବାର ଏଭଳି ଘଟଣା ଲୋକ ଲୋଚନକୁ ଆସୁଛି । ଟୋକିଓ ଅଲିମ୍ପିକ୍ସରେ ଧାବିକା ଦୂତି ଚାନ୍ଦ ହାରିବା ପରେ

ବିଦ୍ୟୁତ ଆଘାତରେ ଆସି ଯୁବକ ମୃତ

କଟକ: ବିଦ୍ୟୁତ ତାର ଲାଗି ଚାଷ ବିଲରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ହେଲେ ଓଲଟ ପୁର ଥାନା ମଉଜୁପୁର ଗାଁର କୈଳାସ ବେହେରା । ବାରହା ମାରିବାକୁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଏଭଳି ଅଘଟଣ ଘଟିଥିବା ସୂଚନା। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନାନୁଯାୟୀ,

ଭାରତର ପ୍ରଥମ ୱିକେଟର ପତନ

ନଟିଂହାମ: ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଦିନ ଖେଳ ଜାରି ରଖିଛି ଭାରତ । ଲଞ୍ଚ ପୂର୍ବରୁ ଭାରତକୁ ଲାଗି ବଡ଼ ଝଟକା । ଭରଷାଯୋଗ୍ୟ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ରୋହିତ ୧୦୭ଟି ବଲ ଖେଳି ୩୬ ରନ କରିଛନ୍ତି । ରବିନସନଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିୟନ

ରୌପ୍ୟ ପଦକ ଜିତିଲେ ରବି ଦାହିୟା

ଟୋକିଓ: ଅଲିମ୍ପିକ୍ସ ଭାରତକୁ ଆଉ ଏକ ପଦକ । ଫାଇନାଲରେ ହାରିଥିଲେ ସୁଦ୍ଧା ଦେଶ ଲାଗି ରୌପ୍ୟ ପଦକ ଜିତିଛନ୍ତି ରେସଲର ରବି ଦାହିୟା । ୫୭ କେଜି ବର୍ଗରେ ସେ ଋୁଷିୟାର ଜୟୁର ଉଗଭେଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହି ପଦକ ସହ ଭାରତକୁ ଦ୍ୱିତୀୟ ରୌପ୍ୟ ପଦକ ମିଳିଛି । ଆଜି ଭାରତୀୟ ପୁରୁଷ ହକି ଦଳ