Odia News Portal

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୩୮୭୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୩୯୯୮କୁ ବୃଦ୍ଧି ପାଇଛି । ଗତ ପ୍ରାୟ ଏକ ମାସ ହେବ ଦୈନିକ ପଜିଟିଭିଟି ହାର ୩ ପ୍ରତିଶତ ତଳେ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ୬୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨ ଜଣ ମୃତକ ରହିଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୨୪୧କୁ ବୃଦ୍ଧିପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ

ପଢ଼ନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍‌

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୯୮ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୧୧୫ ଓ ସ୍ଥାନୀୟ ସଂକ୍ରମିତ ୮୧୨ ଜଣ ରହିଛନ୍ତି। ଦିନକ ମଧ୍ୟରେ ଅନଗୁଳ

ସାଇବାବାଙ୍କୁ ସମସ୍ତେ ସଦଗୁରୁ ବୋଲି କୁହନ୍ତି, ତେବେ ଜାଣନ୍ତୁ ସଦଗୁରୁର ଅର୍ଥ କଣ

ଭୁବନେଶ୍ୱର: ମନୁଷ୍ୟ ଶରୀର ଧାରଣ କରି ଦିବ୍ୟତ୍ୱର ପରିପ୍ରକାଶ କରୁଥିବା ସ୍ଥାନମାନଙ୍କୁ ସଦଗୁରୁ କୁହାଯାଏ । ସେମାନଙ୍କ ମଧ୍ୟରେ ଇଶ୍ୱରଙ୍କର ସମସ୍ତ ଲକ୍ଷଣ ଓ ଶକ୍ତି ନିହିତ ଥାଏ । ମନୁଷ୍ୟ ଦେହଧାରୀ ବାସୁଦେବ ଶ୍ରୀକୃଷ୍ଣ ଥିଲେ ସ୍ୱୟଂ ଭଗବାନଙ୍କ ଅବତାର । ସାଇବାବା ପ୍ରକୃତରେ କଣ ଥିଲେ? କେବଳ

ପାରଳାଖେମୁଣ୍ଡିରେ ପହଁଞ୍ଚିଲା କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌

ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ । ତଦନ୍ତରେ ପାରଳାଖେମୁଣ୍ଡି ପୋଲିସକୁ ସହଯୋଗ କରିବା ନିମନ୍ତେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ପାରଳାଖେମୁଣ୍ଡିରେ ଗଜପତି

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ଚତୁର୍ଥାମୁର୍ତ୍ତୀ

ଜନ୍ମବେଦୀରେ ଲୀଳାଖେଳା ସାରି ରଥରେ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା, ଜୟଜଗନ୍ନାଥ ଧ୍ୱନିରେ କମ୍ପୁଛି ରଥପଥ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଦିନ ୧୨ଟା ପରିବର୍ତ୍ତେ ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ

ସ୍କୁଲ୍ ଖୋଲିବାର ସମୟ ଆସିଛି

ମହାମାରୀ କରୋନା ଯୋଗୁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ପ୍ରାୟ ୨ ବର୍ଷ ହେଲା ବନ୍ଦ ରହିଛି। କିଛି ରାଜ୍ୟ ଏବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ଅଧିକାଂଶ ରାଜ୍ୟରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ଏସବୁ ଭିତରେ ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ ବଡ଼ ବୟାନ

ଛେରା ପହଁରାକୁ ପୂରିଲା ୫୦ ବର୍ଷ

ପୁରୀ: ଚଳିତ ବର୍ଷ ରଥଯାତ୍ରାରେ ରେକର୍ଡ କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଚଳିତ ବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି। ୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି ମହାରାଜା। ପିତାଙ୍କ ଦେହାନ୍ତ ପରଠାରୁ ଛେରାପହଁରା କରି ଆସୁଛନ୍ତି ଗଜପତି।

ପାକିସ୍ତାନୀ ଟିଭି ଅଭିନେତ୍ରୀ ନୈଲା ଜାଫ୍ରିଙ୍କ ପରଲୋକ

ଦୀର୍ଘ ଦିନର ଅସୁସ୍ଥତା ପରେ ପାକିସ୍ତାନୀ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ନୈଲା ଜାଫ୍ରିଙ୍କ ଦେହାନ୍ତ ହୋଇଛି। ଏହି ଭେଟେରାନ୍ ଅଭିନେତ୍ରୀ ବିଗତ ୬ବର୍ଷ ଧରି କ୍ୟାନ୍ସର ରୋଗ ସହ ସଂଘର୍ଷ କରୁଥିଲେ। ଟିଭି ସିରିଏଲ୍ ‘ଆ ମୁଝ କୋ ସତନା’, ‘ଦେଶୀ ଗର୍ଲ’ ଏବଂ ‘ଥୋଡି ସି ଖୁସିୟାଁ’ରେ ତାଙ୍କର ଭୂମିକା

ଭାରତ ଆସୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଲା କାନାଡା

କରୋନା ମହାମାରୀର ଦ୍ବିତୀୟ ଲହର ଏବଂ ଭାଇରସର ଡେଲଟା ଭାରିଅଣ୍ଟର ବଢୁଥିବା ମାମଲା ଦେଖି କାନାଡା ସରକାର ଭାରତକୁ ଆସୁଥିବା ଫ୍ଲାଇଟ ଉପରେ ୩୦ ଦିନ ଯାଏଁ ରୋକ୍ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ୨୧ ଅଗଷ୍ଟ ପର୍ଯ୍ଯନ୍ତ ଲାଗୁ କରିଦିଆଯାଇଛି। ସୂଚନାଯୋଗ୍ଯ, ଗତକିଛି ଦିନ ତଳେ ହେଲଥ କାନାଡା