Odia News Portal

ରାଜ୍ୟରେ ବଢ଼ୁଛି ଅପରାଧ, ଗୃହରେ ତଥ୍ୟ ରଖିଲେ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର: ବଢ଼ୁଛି ଅପରାଧ, ଲୋକେ ଭୟଭୀତ । ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗି ଅପରାଧ । ଚୋରୀଠାରୁ ଆରମ୍ଭ କରି ଦୁଷ୍କର୍ମ । ସବୁ ଅପରାଧ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ବଢୁଥିବା ଅପରାଧ ଗ୍ରାଫକୁ ଦେଖି ରାଜ୍ୟ ପୋଲିସ୍ ର ପାରିବା ପଣିଆ ଉପରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ

୧୩ରେ କଟକ ବନ୍ଦ

କଟକ: ଆସନ୍ତା ୧୩ ତାରିଖରେ କଟକ ବନ୍ଦ । ବନ୍ଦ ଡାକରା ଦେଲା କଟକ ନଗର ବିଜେପି । ପାର୍ବଣ ପାଇଁ ସରକାରଙ୍କ ଗାଇଡଲାଇନକୁ ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ନଗର ବିଜେପି । ଏନେଇ ସୂଚନା ଦେଇଛନ୍ତି କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବୁଡୁ ।

ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ

କେନ୍ଦୁଝର: ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଅପରାଧ । କେତେବେଳେ ଚୋରୀ ତ ଆଉ କେତେବେଳେ ରାହାଜାନୀ । ଏହାରି ଭିତରେ ଏଟିଏମ ଭାଙ୍ଗି ଲୁଟ୍ ହୋଇଥିବାର ଖବର ଶୁଣିବାକୁ ମିଳିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର

ବିଧାନସଭାରେ ଉଠିଲା ରାଜ୍ୟର ଋଣଭାର, ଜାଣନ୍ତୁ ଓଡ଼ିଶା କେତେ କୋଟି ଟଙ୍କାର ଋଣଭାର ସହୁଛି

ଭୁବନେଶ୍ୱର: ଚାଲିଛି ବିଧାନସଭା । ବିଭିନ୍ନ ପ୍ରସଙ୍ଗକୁ ନେଇ ହେଉଛି ଆଲୋଚନା । ତେବେ ରାଜ୍ୟ ଏବେ ଋଣଭାର ସହୁଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣର ପରିମାଣ ରହିଛି ୧ଲକ୍ଷ ୨୨ହଜାର ୯୧୭ କୋଟି ଟଙ୍କା। ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଏହାର ଆକଳନ କରାଯାଇଛି। ୨୦୧୧-୧୨

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, କହିଲେ ଖୁବଶୀଘ୍ର ଓଡ଼ିଶାର ସମସ୍ତ ଜଳ ବିବାଦର ହେବ ସମାଧାନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମଥର ଲାଗି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଶ୍ୱେଶର ଟୁଡୁ । ୬ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଓ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଟୁଡୁ । ଭୁବନେଶ୍ୱର

ପଞ୍ଜଶିର କବଜା କଲା ତାଲିବାନ

କାବୁଲ:ବଢ଼ୁଛି ତାଲିବାନିଙ୍କ ଆତଙ୍କ । ପଞ୍ଜଶିର ପ୍ରଦେଶକୁ ତାଲିବାନ ସମ୍ପୂର୍ଣ୍ଣ କବଜା କରିଛି । ଆଫଗାନିସ୍ଥାନର ସମସ୍ତ ଅଞ୍ଚଳକୁ କବଜା କାରିବା ପରେ ତାଲିବାନ ପଞ୍ଜଶିରକୁ କବଜା କରିବାରେ ଅସମର୍ଥ ରହିଥିଲା । ମାତ୍ର ଆଜି ତାଲିବାନ ସେଠାରେ ବିଜୟର ବାନା ଉଡାଇଛି । ଏନେଇ ତାଲିବାନ ମିଲିଟାରୀ

ଟିକାକରଣରେ ରେକର୍ଡ କଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜୋରସୋରରେ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱର ଟିକାକରଣରେ ରେକର୍ଡ କରିଛି । ଟୀକାକରଣରେ ଭୁବନେଶ୍ୱରକୁ ମିଳିଛି ବଡ ସଫଳତା । ଏହାସହିତ ୩୬,୦୯୦ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ଟୀକା ନେଇଥିବା ବେଳେ ୩୨,୬୧୪ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ ଟୀକା

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର: ବିଧାନସଭା ଘେରିବ କଂଗ୍ରେସ । ଓଡ଼ିଶା ଷ୍ଟାଫ ସିଲେକ୍ସନରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗ ଉଠାଇ ତାତିଛି କଂଗ୍ରେସ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି ଆସନ୍ତାକାଲି ବିଧାନସଭା ଘେରିବା ନେଇ କହିଛି ଛାତ୍ର କଂଗ୍ରେସ । ତେବେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଛାତ୍ର

ଆଜି ପ୍ରକାଶ ପାଇବ ପିପିଲି ବିଧାନସଭା ଉପନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ମତଦାନ ପାଇଁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ନିର୍ବାଚନ କମିଶନ। ଏହାପରେ ଜୋରଦାର ହେବ ପ୍ରଚାର। ପ୍ରଚାରରେ ସାମିଲ ହେବେ ଦଳର ଷ୍ଟାର କ୍ୟାମ୍ପେନର । ସେମାନଙ୍କ ସହ ସର୍ବାଧିକ ୧୦୦୦

ଭବାନୀପୁର ଆସନରୁ ଲଢ଼ିବେ ମମତା

କୋଲକାତା: ଚଳିତ ମାସ ୩୦ରେ ହେବ ଉପନିର୍ବାଚନ । ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନରେ ମମତା ବାନାର୍ଜୀ ଭବାନୀପୁର ଆସନରୁ ଲଢ଼ିବେ । ଆଜି ଟିଏମସି ପକ୍ଷରୁ ଘୋଷଣା କରାଯାଇଛି । ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀ