Odia News Portal

ଅଗଷ୍ଟ ୧୫ ତାରିଖକୁ କାହିଁକି ସ୍ୱାଧିନତା ଦିବସ ରୂପେ ବଛାଗଲା, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ଭୁବନେଶ୍ୱର: ଆମେ କାହାର ଗୁଲାମ ନୁହେଁ । ଆମେ ସ୍ୱାଧିନ ଭାରତର ନାଗରିକ । ହେଲେ ଦେଶ ସ୍ୱାଧିନ ହେବା ଲାଗି ଅନେକଙ୍କ ବଳିଦାନ ସଦା ଚିରସ୍ମରଣୀୟ ହୋଇ ରହିବ । ସ୍ୱାଧିନତା ଲାଗି ଅନେକ ମା ନିଜର ପୁଅକୁ ହରାଇଛନ୍ତି ତ ଆଉ କିଏ ନିଜର ସ୍ୱାମୀ ଓ ଭାଇଙ୍କୁ ହରାଇଛନ୍ତି । ପରିଶେଷରେ ସମସ୍ତଙ୍କ

ଆଜି ୭୫ତମ ସ୍ୱାଧିନତା ଦିବସ

ଭୁବନେଶ୍ୱର: ଆଜି ସ୍ୱାଧିନତା ଦିବସ । ଭାରତ ପାଳୁଛି ୭୫ତମ ସ୍ୱାଧିନତା ଦିବସ । ପଲ୍ଲୀରୁ ଦିଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ସବୁଠି ଉଡୁଛି ତ୍ରୀରଙ୍ଗା । ଫରଫର ହୋଇ ଉଡୁଛି ଭାରତର ଜାତୀୟ ପତାକା । ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ସରକାରୀ ଅଫିସ ସବୁଠି ହୋଇଛି ପତାକା ଉତ୍ତୋଳନ । ୨୦୦

ଜାଣନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି ବାବା କଣ ଉପଦେଶ ଦେଉଥିଲେ

ଭୁବନେଶ୍ୱର: କ୍ରୋଧକୁ ଅନ୍ତର ମଧ୍ୟରୁ ସମ୍ପୂର୍ଣ୍ଣ ଭାବେ ନିର୍ବାପିତ କରିବା ଏତେ ସହଜ ବ୍ୟାପାର ନୁହେଁ । ବଡ଼ ବଡ଼ ମୁନି ଋଷିମାନେ ମଧ୍ୟ ଏହା କରିପାରି ନାହାନ୍ତି । ମୁନି ଦୁର୍ବାସାଙ୍କ କ୍ରୋଧ ଏହାର ଜ୍ୱଳନ୍ତ ଉଦାହରଣ । ଅହଂଭାବରୁ କ୍ରୋଧର ଉଦଭବ । ମନ ମଧ୍ୟରେ ଯଦି ତିଳେ ମାତ୍ର ଅହଂକାର ଥାଏ,

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଲାଗି ଦାବି କଲା ସ୍କାନ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରିଛି ସ୍ବେଚ୍ଛାସେବୀ ସଙ୍ଗଠନ ସୋସିଆଲ ଆଣ୍ଡ କଳଚୁରାଲ ଏଡଭାନ୍ସ ନେଟୱର୍କ ବା ସ୍କାନ। ଶନିବାର ସମ୍ବଲପୁର ଭିଏସଏସ ମାର୍ଗସ୍ଥିତ ଏକ ହୋଟେଲରେ ସ୍କାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଦାବି

ଘୋଷଣା ହେଲା ସାହସିକତା ପାଇଁ ରାଷ୍ଟ୍ରପତି ପୁଲିସ୍ ମେଡାଲ

ଭୁବନେଶ୍ୱର: ଘୋଷଣା ହେଲା ସାହସିକତା ପାଇଁ ରାଷ୍ଟ୍ରପତି ପୁଲିସ୍ ମେଡାଲ୍ । ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରୁ ୧୩ ଶହ ୮୦ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶାରୁ ୮୦ ଜଣଙ୍କୁ ସାହସିକତା ପୁଲିସ୍ ମେଡାଲ ନେଇ ଘୋଷଣା କରାଯାଇଛି । ସେହିପରି

ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱାଧିନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ପରାଧିନତାରୁ ମୁକ୍ତି ହେବାର ଏହା ପର୍ବ ବୋଲି କହିଛନ୍ତି ରାଷ୍ଟ୍ରପତି । ଏହାସହ ଦେଶବାସୀଙ୍କୁ ସ୍ୱାଧିନତା ଦିବସ ଲାଗି ଆଗୁଆ ଶୁଭେଚ୍ଛା

ଓଡ଼ିଶାର ୨ ଯବାନଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ୨ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ । ୨ ଏସଓଜି ଯବାନଙ୍କୁ ଏହି ସମ୍ମାନ ଦିଆଯିବ । କମାଣ୍ଡୋ ସୁଧିର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ସାହସିକତା ଓ ବୀରତ୍ୱ ପାଇଁ ୨ ଜଣଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ । ମାଓବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ ଏହି

ଅନଲକ ହେଲା ରାହୁଲଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରୁ କଟକଣା ହଟିଛି । ଟ୍ୱିଟର ଏହି କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନଲକ୍ କରିଛି । ଆକାଉଣ୍ଟ୍ ଲକ୍ ହେବା ନେଇ ରାହୁଲ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍କୁ ସମାଲୋଚନା କରିବାର ଦିନକ ପରେ ଟ୍ୱିଟର ତାଙ୍କ ଆକାଉଣ୍ଟ୍କୁ ଅନଲକ୍ କରିଛି । ରାହୁଲଙ୍କ

ଭାରତକୁ ଚେତାବନୀ ଦେଲା ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ପ୍ରାନ୍ତ ଦଖଲ କରି ଚାଲିଛି ତାଲିବାନ । ଏପରିକି ରାଜଧାନୀ କାବୁଲଠୁ ଆଉ କେଇ କିଲୋମିଟର ଦୂରରେ ଏହି ଆତଙ୍କୀ ଗୋଷ୍ଠୀ । ଏହା ମଧ୍ୟରେ ତାଲିବାନ ଭାରତକୁ ଦେଇଛି କଡା ଚେତାବନୀ । ବିଦ୍ରୋହୀ ସଂଗଠନର ମୁଖପାତ୍ର ସ୍ପଷ୍ଟ ଶବ୍ଦରେ କହିଛନ୍ତି,

ସ୍ୱାଧିନତା ଦିବସ ଲାଗି ଦିଲ୍ଲୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷକରି ଲାଲକିଲ୍ଲା କଡ଼ା ସୁରକ୍ଷା ବଳୟରେ ରହିଛି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହିଠାରୁ ଦେଶକୁ ସମ୍ବୋଧନକରିବେ। ଏହି କାର୍ଯ୍ୟକ୍ରମମରେ ଅନେକ