ସହରାଞ୍ଚଳ ବିକାଶରେ ମିଶନ ଶକ୍ତିର ସହଭାଗିତା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର: ମିଶନ୍ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଏବଂ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ପ୍ରଭାବଶାଳୀ ସହଭାଗୀତା ବର୍ତ୍ତମାନ ରାଜ୍ୟରେ ମହିଳାଗୋଷ୍ଠି ଏବଂ ମହିଳା ନେତୃତ୍ୱାଧୀନ ସହରାଞ୍ଚଳ ବିକାଶ ମଡେଲକୁ ଆଗକୁ ବଢାଉଛି । ଏହି ମଡେଲ ୧୬,୦୦୦ ରୁ ଅଧିକ ମିଶନ୍ ଶକ୍ତି!-->…
