ଆଜି ପବିତ୍ର ଗୁରୁ ଦିବସ
ଭୁବନେଶ୍ୱର: ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର । ଗୁରୁ ସାକ୍ଷାତ ପରଂବ୍ରହ୍ମ, ତସ୍ମୌଶ୍ରୀ ଗୁରବେ ନମଃ । ଯିଏ ଅନ୍ଧକାରରୁ ଆଲୋକ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ । ତେବେ ଆଜି ହେଉଛି ଗୁରୁଙ୍କ ଲାଗି ଦିନଟିଏ । ଆଜି ହେଉଛି ପବିତ୍ର ଗୁରୁ ଦିବସ । ପଲ୍ଲୀରୁ ଦିଲ୍ଲୀ ସବୁଠି!-->…
