ବାବାଙ୍କ ପାଦ ତଳେ ସ୍ୱର୍ଗ ଥାଏ, ଏହାକୁ କିଭଳି ଅନୁଭବ କରିବା
ଭୁବନେଶ୍ୱର: ହିନ୍ଦୁ ଧର୍ମରେ ବର୍ଣ୍ଣିତ ନବଧା ଭକ୍ତି ମଧ୍ୟରୁ ଗୁରୁ ପାଦ ସେବା ଏକମତ । ସମାଧି ପ୍ରାପ୍ତ ହେବା ପରେ ଗୁରୁ ନଶ୍ୱର ଶରୀର ତ୍ୟାଗ କରନ୍ତି । ଏହାପରେ ଗୁରୁଙ୍କ ଚରଣ ଯୁଗଳ ଶିଷ୍ୟର ପ୍ରଥମ ଧ୍ୟେୟ ହେବା ଉଚିତ । ତେବେ ବାବାଙ୍କ ଭକ୍ତ ଗୁରୁଙ୍କର ପାଦରୁ ମସ୍ତକ ଏବଂ ମସ୍ତକରୁ ପାଦକୁ!-->…
