Odia News Portal

ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ଗଲା ୨୩ ଜଣ ମନ୍ତ୍ରୀଙ୍କ ନାମ!

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ୨୩ଜଣ ନାମ ପଠାଯାଇଥିବା ସୂତ୍ରରୁ ଜଣା ପଡିଛି । ତେବେ ୩ଜଣଙ୍କ ପଦୋନ୍ନତି ହେବା ନେଇ ସୂଚନା ମିଳିଛି । ଜ୍ୟୋତିରାଦିତ୍ୟ ସିଦ୍ଧିଆ, ସର୍ବାନନ୍ଦ ସୋନୱାଲ, ପଶୁପତି ପାରସ, ନାରାୟଣ ରାଣେ, ଭୁପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ମିନାକ୍ଷୀ ଲେଖି ଏବଂ

ଆଜି ୪୩ଜଣ ମନ୍ତ୍ରୀ ନେବେ ଶପଥ

ନୂଆଦିଲ୍ଲୀ: ଆଜି ମୋଦିଙ୍କ ଟମ୍ର ୪୩ଜଣ ମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି । ସଂଦ୍ଧା ୬ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରପତିଙ୍କ ଅଫିସରୁ ସୂଚନା ମିଳିଛି । ତେବେ ମନ୍ତ୍ରୀ ମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ମିଳିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଇସ୍ତଫା ଦେଇଥିବା ସୂଚନା

ନୂଆଦିଲ୍ଲୀ: ଆଜି ସଦ୍ଧାରେ ସଂପ୍ରସାରଣ ହେବ ମୋଦିଙ୍କ ମନ୍ତ୍ରୀ ମଣ୍ଡଳ । ତେବେ ଏହା ପୂର୍ବରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ତାଙ୍କର ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ଆଜି କେଉଁ ମାନଙ୍କୁ ସବୁ ସ୍ଥାନ ମିଳିବ ତାକୁ ନେଇ

ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ସନ୍ତୋଷ ଗଙ୍ଗୱାର

ନୂଆଦିଲ୍ଲୀ: ଆଜି ମୋଦିଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବ । ତେବେ ଏହା ପୂର୍ବରୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ପିଟିଆଇ ସୂତ୍ରରୁ ଏହି ଖବର ମିଳିଛି । ତେବେ ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କେତେଜଣଙ୍କୁ ସ୍ଥାନ ମିଳିବ ଓ କାହାକୁ

ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ୧୮ ନୂଆ, ୩ ଜଣଙ୍କ ପଦୋନ୍ନତି!

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ ବସିବ । ମୋଦିଙ୍‌କ ମନ୍ତ୍ରୀ ମଣ୍ଡଳରେ ହେବ ସଂପ୍ରସାରଣ । ଯାହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ୧୮ଜଣ ନୂଆ ନେତାଙ୍କୁ ସ୍ଥାନ ମିଳିବାକୁ ଥିବା ବେଳେ ୩ଜଣଙ୍କ ପଦୋନ୍ନତି ହେବା ନେଇ ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ଘରେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ବିଜେଡ଼ି ସମର୍ଥିତ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ପହଞ୍ଚଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ନେଇ ତାଙ୍କ ନାମ ଚର୍ଚ୍ଚା ହେଉଛି । ତେବେ ଆଜି ସଂନ୍ଧ୍ୟା ୬ଟାରେ ପ୍ରକାଶ ପାଇବ । ଓଡ଼ିଶାରୁ ୩ଜଣ ବିଜେପି ସାଂସଦଙ୍କ ନାମ

ଓଡ଼ିଶାରୁ କାହାକୁ ମିଳିବ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ?

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ହେବ ଅଦଳ ବଦଳ । ତେବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଏବେ ଦୁଇଜଣ ଓଡ଼ିଆ ମନ୍ତ୍ରୀ ଅଛନ୍ତି । ଧମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱ ସାଂସଦ ପ୍ରତାପ ଷଢ଼ଙ୍ଗୀ ଏବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ରହିଛନ୍ତି ।

ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାରୁ ସ୍ଥାନ ପାଇପାରନ୍ତି ବିଶ୍ୱେଶ୍ୱର ଟୁଡ଼ୁ

ଭୁବନେଶ୍ୱର: ଆଜି ହେବ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ । ତେବେ ଓଡ଼ିଶାରୁ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହାରି ଭିତରେ ଅପରାଜିତା ଷଢ଼ଙ୍ଗୀ ଓ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ସାମନାକୁ ଆସିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ନିଜର କାର୍ଯ୍ୟଶୈଳୀ ଲାଗି

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପୂର୍ବରୁ ଗଠନ ହେଲା ନୂଆ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଆଜି ସଂନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂତନ ମନ୍ତ୍ରାଳୟ । ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ତଥା ଏହାକୁ ନୀତିଗତ

ପ୍ରଧାନମନ୍ତ୍ରୀଙ୍କ ଘରେ ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ଲାଗିଛି ନେତାଙ୍କ ଭିଡ଼ । ଆଜି କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବା ନେଇ ସୂଚନା ମିଳିଛି । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସ ଭବନ ସେଭେନ ଲୋକକଲ୍ୟାଣ ମାର୍ଗସ୍ଥିତ ବାସ ଭବନରେ ନେତାଙ୍କ ଭିଡ଼ ଜମିଥିବା ଦେଖିବାକୁ