Odia News Portal

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ଡିଏଫଓଙ୍କୁ ଜେରା

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହେଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ତାଙ୍କୁ ଜେରା କରୁଥିବା ସୂଚନା ମିଳିଛି । ତେବେ ସେ ଏହି ଘଟଣା ସହ ଜଡିତ ଅଛନ୍ତି କି, ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ଆଜି ମହାପ୍ର୍ରଭୁଙ୍କ ନିଳାଦ୍ରୀବିଜେ

ପୁରୀ: ସରିଲା ୧୨ ଦିନର ନିଳା ଖେଳା । ରଥ ଉପରେ ରହି ଭକ୍ତଙ୍କୁ ଦର୍ଶନ ଦେଲେ ମହାବାହୁ । ଆଜି ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା

ଭୁବନେଶ୍ୱର: କୋଭିଡ ମୁକାବିଲା ନେଇ ଆଜି ସାଢ଼େ ୧୧ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ । ସ୍ୱାସ୍ଥ୍ୟ ବିଭାଗ ଏସିଏସ ମଧ୍ୟ ଉପସ୍ଥିତ ରହିବେ । ତେବେ ମୁଖ୍ୟମନ୍ତ୍ରୀ କଣ କହିବେ ତାଉପରେ ରହିଛି ମସ୍ତଙ୍କ ନଜର ।

ପ୍ରାର୍ଥନାରେ ଆମେ ବାବାଙ୍କୁ କଣ ଜଣାଇବା ଉଚିତ

ଭୁବନେଶ୍ୱର: ପୂର୍ବ ଜନ୍ମକୃତ ସମସ୍ତ ପାପରୁ ଏବଂ ଏଇ ଜନ୍ମରେ ସମସ୍ତ କଳୁଷ ଚିନ୍ତା ଓ କୁକର୍ମରୁ ଆମକୁ ମୁକ୍ତ କରିବା, ବାବାଙ୍କ ନିକଟରେ ଆମର ପ୍ରଥମ ପ୍ରାର୍ଥନା ହେବା ବା’ନୀୟ । ବାବାଙ୍କ କରୁଣା ପାଇଁ ପ୍ରାର୍ଥନା କରିବା ପୂର୍ବରୁ ଆମକୁ ତାଙ୍କ କରୁଣାର ଯୋଗ୍ୟ କରିବା ପାଇଁ ପ୍ରାର୍ଥନା

ଗୋପାଳପୁରରେ ଟାଟା ପ୍ୟାକେଜିଂ ୟୁନିଟ୍‌ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ଜରିଅ ଗୋପାଳପୁର ନିକଟ ରଙ୍ଗେଇଲୁଣ୍ଡ ଠାରେ ଟାଟା କମ୍ପାନୀର ଏକ ପ୍ୟାକେଜିଂ ୟୁନିଟ ଉଦ୍ଘାଟନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଏଓ,ଉପଜିଲ୍ଲାପାଳ ୱି

ରାତିରେ ରିଙ୍କି ମୋ ତଣ୍ଟି ଚିପି ଦେଉଛି: ଜଗନ୍ନାଥ

ଭୁବନେଶ୍ୱର: ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରିର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଦୋଷ ମାନିବା ପରେ ଝାରପଡ଼ା ଜେଲକୁ ପଠାଯାଇଛି । ତେବେ ଏହାରି ଭିତରେ ସେଲରେ ରହିଥିବା ଜଗନ୍ନାଥ କହିଛି କି, ତାକୁ ରାତିରେ ପ୍ରେମିକା ରିଙ୍କି ଆସି ତଣ୍ଟି ଚିପୁଛି । ଆଖି ବନ୍ଦ କଲେ କେବଳ ତାର ମୁହଁ

ସ୍ତ୍ରୀର ଅନୈତିକ ସମ୍ପର୍କ ନେଇ ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

କଟକ: ମୋ ସ୍ତ୍ରୀର ତା ପୂର୍ବତନ ପ୍ରେମିକ ସହ ସମ୍ପର୍କ ରହିଛି । ତା ଗୁପ୍ତାଙ୍ଗରେ ପୂର୍ବତନ ପ୍ରେମିକର ନାମରେ ଟାଟୁ କରାଯାଇଛି । ମୋତେ ମାନସିକ ନିର୍ଯାତନା ଦେଉଛନ୍ତି ଶ୍ୱଶୁରଘର ଲୋକେ । ମୁଁ ଆଉ ମୋ ସ୍ତ୍ରୀ ସହ ରହିପାରିବିନି । ଏଭଳି ଅନେକ ଅଭିଯୋଗ ଆଣି ସ୍ତ୍ରୀଙ୍କ ବିରୋଧରେ ଥାନାର

ସୁଟିଂ କରିବାକୁ ଡାକି ଅଭିନେତ୍ରୀଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ: ଥମିବାର ନାଁ ଧରୁନି ଲଜ୍ଜା । ସୁଟିଂ କରିବାକୁ ଡାକି ଅଭିନେତ୍ରୀଙ୍କୁ ଗଣଦୁଷ୍କର୍ମ । ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଲଜ୍ଜା

ପିୟୁସ ଗୋଏଲଙ୍କୁ ଭେଟି ସ୍ମାରକପତ୍ର ଦେଲେ ବିଜେପି ସାଂସଦ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ

ଟୁଇନସିଟିରେ ୨ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଟ୍ୱିନ ସିଟିର କିଛି ଅଂଚଳରେ ୭ରୁ ୧୧ ସେମି ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଦୁଇ ଦିନ ଧରି ଆକାଶ ମେଘାଚ୍ଛନ୍ନ ସହ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ତଳିଆ ଅଂଚଳ ଓ