Odia News Portal

ଅଶୁଭ ଅଧିନାୟକ!

ନୂଆଦିଲ୍ଲୀ: ଗତକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ହାରିବା ପରେ ଭାରତୀୟ କ୍ରିକଟେରଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଶୁଭ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତ ଭଲ ଫର୍ମରେ ରହିଛି । ମାତ୍ର ଶେଷ ସମୟରେ ପରାଜୟ

ଆସନ୍ତା ୨୪ ଘଣ୍ଟାରେ ୮ ଜିଲ୍ଲାରେ ପ୍ରବଳ ବର୍ଷା ଓ ୨୦ ଜିଲ୍ଲାରେ ବଜ୍ରପାତ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପାଇଁ ୨୦ ଜିଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜିଲା ଗୁଡିକ ହେଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଦେବଗଡ, ସୁନ୍ଦରଗଡ, ଖୋର୍ଦ୍ଧା, କଟକ, କେନ୍ଦୁଝର,

ବରିଷ୍ଠ IPS ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଯଶୋବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ସଞ୍ଜିବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ଏଡିଜି । ଅରୁଣ ବୋଥ୍ରା ହେଲେ ପରିବହନ କମିଶନର । ରାଧାକୃଷ୍ଣ ଶର୍ମା ଆଇନ ଶୃଙ୍ଖଳା ଏଡିଜି । ଲଳିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ ଭାବେ

WTC ଫାଇନାଲ ମ୍ୟାଚ ହାରିବା ପରେ ମୁହଁ ଖୋଲିଲେ ସଚିନ

ସାଉଥମ୍ପଟନ୍‌: ଫାଇନାଲ ମ୍ୟାଚରେ ଭାରତର ପରାଜୟ ପରେ ବିଭିନ୍ନ ମହଲରୁ ଦଳକୁ ସମାଲୋଚନା କରାଯାଉଛି । କ୍ରିକଟେର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁକର ପରାଜୟ ପରେ ମୁହଁ ଖୋଲିଛନ୍ତି । ବିରାଟ ଓ ପୂଜାରାଙ୍କ ଆଉଟ ଭାରତ ଲାଗି ପରାଜୟ ଆଣିଥିବା ସେ କହିଛନ୍ତି । ସଚିନ କହିଛନ୍ତି କି, ମୁଁ

ସୋନୁଙ୍କୁ ପ୍ରେମିକା ଲାଗି ଆଇଫୋନ ମାଗିଲେ ଯୁବକ

ମୁମ୍ବାଇ: ଅଜବ ପ୍ରେମିକ । ପ୍ରେମିକାକୁ ଆଇଫୋନ ଦେବା ଲାଗି ସୋନୁ ସୁଦଙ୍କୁ ମାଗିଲା ସହାୟତା । ନିଜ ଟ୍ୱିଟର ଆକାଉଣ୍ଟରେ ସୋନୁଙ୍କୁ ଟ୍ୱିଟ୍ କରିଛନ୍ତିି ଜଣେ ଯୁବକ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଇଞ୍ଜିନିୟର ଲଡକା ନାମକ ଜଣେ ୟୁଜର୍ସ ସୋନୁଙ୍କ ଲେଖିଛନ୍ତି

ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ

କଟକ: କିଛିଦିନର ବିରତି ପରେ ପୁଣିଥରେ ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ ଚର୍ଚ୍ଚା ଘେରକୁ ଆସିଛି । ଉଭୟଙ୍କ ମାମଲା ଚାଲିଥିବା ବେଳେ ମଧ୍ୟସ୍ଥ କେନ୍ଦ୍ରକୁ ବର୍ଷା ଆସିନାହାଁନ୍ତି । ଯାହାକୁ ନେଇ ଅନୁଭବ ଝାଡ଼ିଥିବା ଦେଖିବାକୁ ମିଳିଛି । ଗତକାଲି ଅନୁଭବ ଆସିଥିବା ବେଳେ

ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର

ଗଞ୍ଜାମ: ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ । ଭଞ୍ଜନଗର ଲଣ୍ଡେଇ ସାହିରେ ଘର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଘର ଭିତରୁ ଗନ୍ଧ ଆସିବାରୁ ପୋଲିସକୁ କବର ଦେଇଥିଲେ ପଡୋଶୀ । ମୃଢତ ମହିଳା ଜଣକ ହେଲେ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ

କାଶ୍ମୀରରେ ଆରମ୍ଭ ହେଲା ମୋଦିଙ୍କ ସର୍ବଦଳୀୟ ବୈଠକ

ଜମ୍ମୁ-କାଶ୍ମୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀରରେ ସର୍ବଦଳୀୟ ବୈଠକ ଡକାଇଛନ୍ତି । ସେଭେନ ଲୋକକଲ୍ୟାଣ ମାର୍ଗ ଆବାସିକ କାର୍ଯ୍ୟାଳୟରେ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପିଏମଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ବୈଠକରେ ସାମିଲ ହୋଇଛନ୍ତି ।

ନଜର ପକାନ୍ତୁ ଆଜି କେଉଁଠି କେତେ ଟଙ୍କା ରହିଛି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ସାଧାରଣ ଓ ନିମ୍ନ ମଧ୍ୟବିତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜି ଡିଜେଲ ଦରରେ ୭ ପଇସା ପର‌୍ୟ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଦରରେ ୨୬ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ଛୋଟ ଛୁଆଙ୍କ ଉପରେ ଟିକା ଟ୍ରାଏଲ

ନୂଆଦିଲ୍ଲୀ: ଦେଶରେ ଏବେ ପିଲାଙ୍କ ଉପରେ କରୋନା ଟିକାକରଣ ପରୀକ୍ଷଣ ଆରମ୍ଭ ହୋଇସାରିଛି । ଏପର୍ଯ୍ୟନ୍ତ ୨ରୁ ୬ ବର୍ଷ ଏପର୍ଯ୍ୟନ୍ତ ବୟସର ୫ ଜଣ ପିଲାଙ୍କୁ ଟିକାକରଣ ସରିଛି । ପ୍ରଥମଥର ଦୁଇ ବର୍ଷ ୮ ମାସର ଶିଶଉକୁ ଟିକା ଦିଆଯାଇଛି । କାନପୁର ଦେହାତରେ ଜମେ ଡାକ୍ତର ନିଜ ଶିଶୁ ଉପରେ