Odia News Portal

ରାଖି ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା କିସ୍ତି, ଅଗଷ୍ଟ ୯ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍

ସୁଭଦ୍ରା ପୋର୍ଟାଲ ନେଇ ମଙ୍ଗଳବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସୁଭଦ୍ରା ପୋର୍ଟାଲକୁ ପୁଣି ଖୋଲାଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ ପଡ଼ିଥିବା

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ଲଗାଣ ବର୍ଷାରେ ବେହାଲ୍ ଭଦ୍ରକ: ଜିଲ୍ଲାର ୪ ବ୍ଲକ୍‌ର ସବୁ ସ୍କୁଲ୍ ଦିନକ ପାଇଁ ଛୁଟି ଘୋଷିତ

ଲଗାଣ ବର୍ଷାରେ ବେହାଲ୍ ଭଦ୍ରକ। ବିଶେଷ କରି ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ରଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଣେ ବହୁ ଲୋକ ଏହି ୪ ବ୍ଲକର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଆଶ୍ରୟ ନେଇଥିବା ଜଣାଯାଇଛି। ଲଗାଣ ବର୍ଷାରେ ବେହାଲ୍ ଭଦ୍ରକ। ବିଶେଷ

ଆତଙ୍କବାଦୀଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବେ ଆଲୋଚନା କଲେ ଅମିତ ଶାହ

ଶ୍ରୀନଗରରେ ଅପରେସନ ମହାଦେବ ଅନ୍ତର୍ଗତ ନିହତ ତିନି ଜଣ ଆତଙ୍କବାଦୀ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଥିଲା। କିନ୍ତୁ ଆତଙ୍କବାଦୀଙ୍କ ପରିଚୟ ବିଷୟରେ ସରକାର କିମ୍ବା ସେନା ପକ୍ଷରୁ କିଛି କୁହାଯାଇ ନଥିଲା। ସଂସଦର ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ବିଷୟରେ ଆଲୋଚନା ଜୋର

ସହିଦ ଦିବସ: ସୀମାନ୍ତରେ ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ

ସହିଦ ସପ୍ତାହର ଆଜି ଦ୍ବିତୀୟ ଦିନ। ନକ୍ସଲ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ମାରି ଏହି ଦିବସକୁ ପାଳନ କରିବାକୁ ଆହ୍ବାନ କରିଛନ୍ତି। ଆଜି ସୀମାନ୍ତ ଛତିଶଗଡର ସୁକମାରେ ପୁଲିସ ଓ ନକ୍ସଲ ମଧ୍ୟରେ ସକାଳରୁ ହିଁ ଗୁଳିବିନିମୟ ଆରମ୍ଭ ହୋଇଯାଇଛି। ତେବେ ରହି ରହି ନକ୍ସଲ ଗୁଳିବିନିମୟ

୧ ଲକ୍ଷ ୮୧ ହଜାର ନକଲି ଚାଷୀ ସରକାରଙ୍କ ରାଜସ୍ୱ ଲୁଟ କରୁଥିଲେ

ଲୁଟୁଛନ୍ତି ନକଲି ଚାଷୀ। ରାଜ୍ୟରେ ଏତେ ସଂଖ୍ୟକ ନକଲି ଚାଷୀ ଅଛନ୍ତି, ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ। ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ନକଲି ଚାଷୀମାନେ ରାଜସ୍ବ ଲୁଟ୍ କରିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି

ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ଏତଲା

ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଗତକାଲି ଅପରାହ୍‌ଣରେ ଏକ ବାଇକ୍‌କୁ ବସ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ସୁକିନ୍ଦା ଥାନା ଅଧୀନ ବନ୍ଧଗାଁ ପଞ୍ଚାୟତ ନଟିସାହିର ଅଭିମନୁ ମହାନ୍ତ (୩୨) ଙ୍କ ମୃତ୍ୟୁ ଘଟିଥିଲା ଏବଂ ସୁକିନ୍ଦା ଥାନା ରଙ୍କିଆ ଗାଁର ଲକ୍ଷ୍ମୀଧର

୬ ବନ୍ୟାପ୍ରଭାବିତ ଜିଲ୍ଲାର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ। ଆକାଶ ମାର୍ଗରୁ ସେ ଏରିଏଲ ସର୍ଭେ କରିବେ। ଆଜି ଦିନ ସାଢ଼େ ୧୨ଟାରେ ବାହାରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

‘ଓଡ଼ିଶାରେ ଅସୁରକ୍ଷିତ ମହିଳା, ଶୋଇଛନ୍ତି ସରକାର’

ଦିଲ୍ଲୀରେ ଉଠିଲା ଓଡ଼ିଶା ପ୍ରସଙ୍ଗ । ଓଡ଼ିଶାରେ ମହିଳା ଏବଂ ଶିଶୁ ଅସୁରକ୍ଷିତ । ରାଜ୍ୟରେ ଜଳୁଛନ୍ତି ମହିଳା, ଦେଖୁଛନ୍ତି ସରକାର । ଓଡିଶାର ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ନେଇ ପୁଣି ଥରେ ଅଭିଯୋଗ ଆଣି ଆଜି ସଂସଦ ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ । ବର୍ଷାରେ

ସଡ଼କ ଦୁର୍ଘଟଣା: ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ

ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ୫୫ ଜାତୀୟ ରାଜପଥ କାଣ୍ଡସର ସ୍କୁଲ ସାହି ସମ୍ମୁଖରେ ଆଜି ଭୋର ୪.୧୫ମିନିଟ ସମୟରେ ଅନୁଗୁଳରୁ ବଅଁରପାଳ ଅଭିମୁଖେ କୋଇଲା ବୋଝଇ ଟ୍ରକ ଟ୍ରକ ଯାଉଥିବା ବେଳେ ସେହି ଦିଗରେ ସୁରକ୍ଷା କର୍ମୀ ମଧ୍ୟ ଯାଉଥିଲେ। ରାସ୍ତାରେ ଶୋଇଥିବା ଗୋରୁ ଟ୍ରକ ଯିବା