Odia News Portal

କରୋନାକୁ ହରାଇଲେ ୮୦ ବର୍ଷୀୟା ବୃଦ୍ଧା: କେନ୍ଦ୍ରାପଡ଼ା ସମ୍ କୋଭିଡ୍ ହସ୍ପିଟାଲରୁ ହେଲେ ସୁସ୍ଥ

ଭୁବନେଶ୍ୱର, ୧୬/୦୬: କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା | ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି କୋଭିଡ | ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ

ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ଘୋଷଣା

ହାଇଦ୍ରାବାଦ: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡି। ରାଜ୍ୟର ସମସ୍ତ ଅନୁସ୍ନାତକ ମହାବିଦ୍ୟାଳୟଗୁଡିକରେ ଇଂରାଜୀ ମାଧ୍ୟମକୁ ବାଧ୍ୟତାମୂଳକ କରିବାକୁ ସେ ମଙ୍ଗଳବାର ଘୋଷଣା କରିଛନ୍ତି। ତାହାସହିତ

ଗିରଫ ହେଲା ମଦ ବେପାରୀ ଅଖାଡ଼ୁ

ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ଲକଡାଉନର ଫାଇଦା ଉଠାଇ ଚୋରା କାରବାର ବୃଦ୍ଧି ପାଇଚି । ମଦ ଚୋରା କାରବାର ଚଳାଇ ଆସୁଥିବା ବେପାରୀକୁ ସାବାଡ କରିବା ପାଇଁ ଏୟାରଫିଲଡ ପୋଲିସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ଅପରାହ୍ନରେ ଜଟଣୀ ବ୍ଲକ ଏୟାରଫିଲଡ ଥାନା

ରାଜ୍ୟରେ ଜାରି ହେଲା ନୂଆ ଗାଇଡ୍ ଲାଇନ୍‌

ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାରେ କଟକଣା କୋହଳ । ସକାଳ ୭ଟାରୁ ୫ଟା ଯାଏଁ ଖୋଲିବ ଦୋକାନ । ଉପକୂଳ ଓଡ଼ିଶାର ୧୩ଟି ଜିଲ୍ଲାରେ ବଢ଼ିଲା କଟକଣା । ଉପକୂଳ ଜିଲ୍ଲା ଗୁଡ଼ିକରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ ଦୋକାନ ବଜାର । ସ୍କୁଲ,ସପିଙ୍ଗ ମଲ, ଜିମ ଓ ସପିଙ୍ଗ ମଲ

କଟକରେ ବନ୍ଧୁକ ରାକେଟ୍ ଠାବ

କଟକ: ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି କଟକ । ବାରମ୍ବାର ଏଠାରୁ ଚୋରା ବନ୍ଧୁକ ଧରା ହେଉଥିବା ନଜରକୁ ଆସୁଛି । କମିଶନରେଟ ପୁଲିସ କଟକ ସହର ମଧ୍ୟରେ ପୁଣି ଏକ ବନ୍ଧୁକ ଚୋର କାରବାର ରାକେଟକୁ ଠାବ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୧୧ଟି ବନ୍ଧୁକ, ୫୧

ପୋଲିସ-ନକ୍ସଲ ଗୁଳି ବିନିମୟରେ ୬ ନକ୍ସଲ ନିହତ

ମାଲକାନଗିରି: ପୋଲିସ-ନକ୍ସଲ ଗୁଳି ବିନିମୟ ହୋଇଛି । ଏଥିରେ ୬ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଶାଖାପାଟଣା ଜିଲ୍ଲା କୋୟ ଗାଁରେ ଘଟିଛି ଏଭଳି ଗୁଳି ବିନିମୟ । କମ୍ବିଂ ଅପରେସନ ଚାଲିଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ଦେଲେ ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି ।

ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଶେଷ ବୈଠକ

ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଅନ୍ତିମ ବୈଠକ । ପୂର୍ବରୁ ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେବେ ମୂଲ୍ୟାୟନ ଲାଗି ୧୪ ଜଣିଆଁ ଟିମ୍ ଗଠନ ହୋଇଛି । ବୈଠକରେ ମୂଲ୍ୟାୟନ ସମ୍ବନ୍ଧରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ବନ୍ଦ ଲଫାପାରେ

ବଲାଙ୍ଗୀରର ବନ୍ଧୁକଧାରୀ ବିକ୍ରମର ବିସ୍ଫୋରକ ବୟାନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବିକ୍ରମ ପଣ୍ଡା ଗତକାଲି ଘଟାଇଥିଲା ଆତଙ୍କରାଜ । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ କାବୁ କରିଥିଲା ପୋଲିସ । ତେବେ ବିକ୍ରମର ଆଜି ମେଡିକାଲ ଟେଷ୍ଟ କରାଯାଇଛି । ତେବେ ଗଣମାଧ୍ୟମକୁ ବିକ୍ରମ କହିଛନ୍ତି କି ନୋ ଗିଲଟି, ନୋ ସେମ୍ । ସେ କରିଥିବା ଭୁଲ ପାଇଁ ଅନୁତପ୍ତ

ଟଙ୍କା ନଦେଲେ ପ୍ରେମିକା ସହ ରଖିଥିବା ଶାରିରୀକ ସମ୍ପର୍କର ଭିଡିଓ ଭାଇରାଲ କରାଇ ଦେବାକୁ ଧମକ ଦେଲା ପ୍ରେମିକ

କେନ୍ଦ୍ରାପଡ଼ା: ବେଇମାନ ପ୍ରେମିକ । ବିଶ୍ୱାସରେ ପ୍ରେମିକ ସହ ଶାରିକରୀକ ସମ୍ପର୍କ ରଖିଥିଲା ପ୍ରେମିକା । ହେଲେ ଧୋକାବାଜ ପ୍ରେମିକ ଅନ୍ତରଙ୍ଗ ମୂହୂର୍ତ୍ତ ଭିଡିଓ ଉଠାଇଥିଲା । ଆଉ ଟଙ୍କା ନଦେଲେ ଭାଇରାଲ କରାଇ ଦେବାକୁ ଧମକ ମଧ୍ୟ ଦେଇଥିଲା । ଶେଷରେ ପୋଲିସ ଟ୍ରାକ କରି ଅଭିଯୁକ୍ତ ଯୁବକକୁ ଗିରଫ

ଖୋଲିପାରେ ଲକଡାଉନ୍‌, ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ତେବେ ରାଜ୍ୟରେ କେବେ ଖୋଲିବ ତାଲା । ଏନେଇ ସବୁଠି ଚାଲିଛି ବିଚାର ବିମର୍ସ । ଏହାରି ଭିତରେ ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ । ଲକଡାଉନ ଖୋଲିବା ନେଇ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି