ଏମ୍ସରେ ଆଜି ୬ରୁ୧୨ ବର୍ଷ ଛୁଆଙ୍କ ଉପରେ ଟିକା ଟ୍ରାଏଲ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । କାରଣ ବିଶେଷଜ୍ଞଙ୍କ ମତରେ ତୃତୀୟ ଲହର ଛୋଡ ପିଲାଙ୍କ ପାଇଁ ଅଧିକ ଘାତକ ହୋଇପାରେ । ସେଥିପାଇଁ ପିଲାଙ୍କୁ ଟୀକାକରଣ!-->…
