Odia News Portal

ଜାଣନ୍ତୁ ଶିରିଡ଼ି ସାଇବାବାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ଶିରିଡ଼ି ସଦଗୁରୁ ସାଇ ବାବା ବ୍ରିଟିଶ ଭାରତରେ ରହୁଥିଲେ। ସେ ପ୍ରଥମେ ଉଭୟ ହିନ୍ଦୁ ଏବଂ ମୁସଲମାନ, ବିଶେଷ କରି ହିନ୍ଦୁ ବାଲ ଭଟ୍ଟଙ୍କଠାରୁ ଦୂରେଇ ଯାଇଥିଲେ। ସାଇ ଜଣେ ମୁସଲମାନ ଥିଲେ । ବାଲ ଭଟ ତାଙ୍କୁ କୌଣସି ମନ୍ଦିରରେ ପ୍ରବେଶ କରିବାକୁ ଦେଉ ନଥିଲେ । ରୋହିଲା ନାମକ ଜଣେ

ପଢ଼ନ୍ତୁ ମହାପ୍ରଭୁଙ୍କ ଛପନଭୋଗରେ କଣ କଣ ରହିଛି ବ୍ୟଞ୍ଜନ

ଭୁବନେଶ୍ୱର: ମହାପ୍ରଭୁଙ୍କ ଛପନଭୋଗରେ ରହିଛି ଅନେକ ବ୍ୟଞ୍ଜନ । ତେବେ ଜାଣନ୍ତୁ ଏହି ସବୁ ବ୍ୟଞ୍ଜନରେ ରହିଛି କଣ ସବୁ । ଛପନଭୋଗରେ ଗଣତି ହୁଏ ଅଟକାଳି, ଅମାଲୁ, ମାଲପୁଆ, ବିଭିନ୍ନ ପ୍ରକାର ଆରିସା(ପାଗ, ସୁଆର, ସାନ, ବଡ଼, ତାଟ), ଏଣ୍ଡୁରି(ନକ୍ଷତ୍ର, ମୁଆଁ), କଦମ୍ବା ଓ କଡ଼ମ୍ବା,କାକରା(ସର,

ନୂଆ ଆଇଟି ନିୟମ ସମୀକ୍ଷା କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଲାଗି ଦେଲେ ଏଭଳି…

ନୂଆଦିଲ୍ଲୀ: ନିକଟରେ ସଂପ୍ରସାରଣ ହୋଇଛି ମେଦିଙ୍କ ମନ୍ତ୍ରୀ ମଣ୍ଡଳ । ଆଇଟି ଏବଂ ରେଳ ବିଭାଗ ମନ୍ତ୍ରୀ ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରେଳ ବିଭାଗର କାର୍ଯ୍ୟଭାର ଗ୍ରହଣ କରୁ କରୁ ସେ ଆକ୍ସନ ମୁଡରେ ରହିଥିବା ବେଳେ ଆଇଟି ବିଭାଗର ସମୀକ୍ଷା ମଧ୍ୟ ଆଜି କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ,

୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଲକ୍ଷ୍ନୌରେ ୟୁପି ଏଟିଏସକୁ ମିଳିଛି ବଡ଼ ସଫଳତା। ରବିବାର ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍। ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀ ସଙ୍ଗଠନ ଅଲକାଏଦା ସହ ଜଡ଼ିତ ବୋଲି କୁହାଯାଉଛି। ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଏହି ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ

ଘୋଷଯାତ୍ରା ଲାଗି ସ୍ଥିର ହେଲା ନୀତି ନିର୍ଘଣ୍ଟ, ଜାଣନ୍ତୁ କେତେଟାରେ ହେବ ରଥଟଣା

ପୁରୀ: ଆସନ୍ତାକାଲି ରଥଯାତ୍ରା । ଏହାପୂର୍ବରୁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ । ତେବେ ନଜର ପକାନ୍ତୁ କଣ ରହିଛି ନୀତି ନିର୍ଘଣ୍ଟ । ରଥଯାତ୍ରା ନୀତି ନିର୍ଘଣ୍ଟ : ଭୋର୍ ୪.୩୦: ମଙ୍ଗଳ ଆଳତୀ ସକାଳ ୫ଟା: ମଇଲମ, ତଡପଲାଗି, ରୋଷହୋମ ସକାଳ ୫.୩୦: ଅବକାଶ ସକାଳ ୫.୪୫: ସୂର୍ଯ୍ୟପୂଜା ସକାଳ ୬ଟା:

ପ୍ରିୟଙ୍କା ମର୍ଡର ମିଷ୍ଟ୍ରି, ଆସିଲା ୩ମାସର କଲ ଓ ହ୍ୱାଟ୍ସଆପ ଚାଟିଂର ରିପୋର୍ଟ

ଭୁବନେଶ୍ୱର: ରାଜଧାନୀ ଭୀମଟାଙ୍ଗୀରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସୁଛି । ଆଜି ପୋଲିସ ହାତରେ ଲାଗିଛି ଗତ ୩ ମାସର କଲ ରିପୋର୍ଟ ଏବଂ ହ୍ୱାଟ୍ସଆପ ଚାଟିଂ ରିପୋର୍ଟ । ଏଥିରୁ ଜଣା ପଡ଼ିଛି କି, ଉଭୟ ଲଗାତାର ଭାବେ କଥା ହେଉଥିଲେ । ତେବେ ସ୍ୱାମୀ ଅଫିସ ଯିବା

କର୍ଣ୍ଣାଟକ ରାଜ୍ୟପାଳ ଭାବେ ଶପଥ ନେଲେ ଥାୱରଚାନ୍ଦ ଗେହଲେଟ୍‌

ବାଙ୍ଗାଲୋର: ଭେଟେରାନ୍ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ରବିବାର ଦିନ କର୍ଣ୍ଣାଟକର ୧୯ ତମ ରାଜ୍ୟପାଳ ବାଜୁଭାଇ ରୁଦାଭାଇ ଭାଲାଙ୍କ ଉତ୍ତରାଧିକାରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।୭୩ ବର୍ଷୀୟ ଗେହଲଟ୍ କେନ୍ଦ୍ରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ

ଝିଅର ସୁରକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଡ଼ିଆ ଦମ୍ପତି

ନୂଆଦିଲ୍ଲୀ: ଝିଅ କୁସୁମ (ଛଦ୍ମ ନାମ)ର ଜୀବନ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଆ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ସୁଦର୍ସ ମେନନଙ୍କ ଜରିଆରେ ରିଟ୍ ପିଟିସନ୍ ଦାଖଲ କରାଯାଇ ଝିଅ କୁସୁମକୁ କୋର୍ଟଙ୍କ ନିକଟରେ ହାଜର କରାଯିବାକୁ ନେଇ

ଆସନ୍ତା ୪ଦିନ ପ୍ରବଳ ଛେଚିବ

ଭୁବନେଶ୍ୱର: ଆସନ୍ତା ୪ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ପ୍ରକାଶ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ

କରୋନାର ଚତୁର୍ଥ ଲହରରେ ପାକିସ୍ତାନରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଲାହୋର: କରୋନା କାୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ହେଉଛି । ତେବେ ଭାରତରେ ଦ୍ୱିତୀୟ ଲହର ଚାଲିଥିବା ବେଳେ ପାକିସ୍ତାନରେ ଆରମ୍ଭ ହୋଇଛି ଚତୁର୍ଥ ଲହର । ତେବେ ଏଠାରେ ଚତୁର୍ଥ ଲହରରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହେଉଛି । ମୃତ୍ୟୁକୁ ଦେଖି ଲୋକେ ଭୟଭୀତ