Odia News Portal

ଅଗଷ୍ଟ ୨୩ରୁ କମନ ପିଜି ଏଣ୍ଟ୍ରାନ୍ସ

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨ରୁ ୧୪ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରାଯିବ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ କମନ ପିଜି ପ୍ରବେଶିକା ପରୀକ୍ଷା ହେବ । ଅକ୍ଟୋବର ୧୨ ତାରିଖରେ ପ୍ରକାଶ ପାଇବ

ରାଜଧାନୀରେ ସଫେଇ ସଂସ୍ଥା ଓ ୱାର୍ଡ ଅଫିସରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ

ଭୁବନେଶ୍ୱର : ରାଜଧାନୀରେ ଏବେ ଡେଙ୍ଗୁ ମାତିଛି । ପ୍ରତିଦିନ ମଶା କାମୁଡାରେ ଘାଇଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଲୋକେ ବିଏମ୍‍ସି ଉପରେ ରକ୍ତଚାଉଳ ଚୋବାଉଛନ୍ତି । ତେବେ ଏଭଳି ସ୍ଥିତିରେ ସହରର ବହୁ ଅଞ୍ଚଳରେ ସଫେଇ ଦାୟିତ୍ୱ ନେଇଥିବା ଘରୋଇ ସଂସ୍ଥା ଓ ପ୍ରତି ୱାର୍ଡରେ ନିଯୁକ୍ତ

IAS ସ୍ତରରେ ଅଦଳ ବଦଳ

() ଆଇଏସ୍ ସ୍ତରରେ ଅଦଳ ବଦଳ । ହସ୍ତ ସଚିବ ଅଶୋକ ମିନା ହେଲେ ପଂଚାୟତରାଜ ସଚିବ । ପର୍ଯ୍ୟଟନ ସଚିବ ବିଶାଲ ଦେବ୍ ହେଲେ ଅର୍ଥ ସଚିବ । ପଂଚାୟତରାଜ ସଚିବ ଡିକେ ସିଂ ହେଲେ ଖଣି ଓ ଇସ୍ପାତ ସଚିବ । ଖଣି ସଚିବ ସୁରେନ୍ଦ୍ର କୁମାର ହେଲେ ସାଧାରଣ ପ୍ରଶାସନ ସଚିବ । ସୁରେନ୍ଦ୍ର କୁମାରଙ୍କୁ

ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ ମଡେଲ ଯୋଜନାକୁ ଛୁଟୁଛି ପ୍ରଂଶସାର ସୁଅ

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ଧାମରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନା । ଯାହାଦ୍ୱାରା ପୁରୀବାସୀ ୨୪ ଘଣ୍ଟା ବିଶୁଦ୍ଧ ଉଚ୍ଚମାନର ଜଳ ପାଇ ପାରିବେ । ପୁରୀର ଶହେ ପ୍ରତିଶତ ଘରେ ମିଟର ଲଗାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଯିବ । ଯାହାକି ପୂର୍ବରୁ ଇଂଲଣ୍ଡ, ନ୍ୟୁୟର୍କ ଏବଂ ସିଙ୍ଗାପୁରରେ

ଆଜି ଦେଶରେ ୪୩ ହଜାର ୫୦୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୪୩,୫୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ୩୮,୪୬୫ ଜଣ କରୋନାରୁ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ୩,୦୭,୦୧,୬୧୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି। ସଂପ୍ରତି ମୋଟ ୪,୦୩,୮୪୦ ଜଣ ସକ୍ରିୟ

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ମନ୍ଥର ଗତିରେ କରୋନା ସଂକ୍ରମଣ ହ୍ରାସ ପରିଲକ୍ଷିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୩୭ ଏବଂ ସ୍ଥାନୀୟ ସଂକ୍ରମିତ ୬୭୮ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ

ଟୋକିଓ ଅଲିମ୍ପିକ୍ସ, ପ୍ରିକ୍ୱାଟର୍ସରେ ଭାରତୀୟ ତୀରନ୍ଦାଜ ଅତନୁ ଦାସ

ଟୋକିଓ : ଦୁଇ ଥର ଅଲିମ୍ପିକ୍ସ୍ ସ୍ବର୍ଣ୍ଣପଦକ ପ୍ରାପ୍ତ ଦକ୍ଷିଣ କୋରିଆର ଓହ୍ ଜିନ୍ହିୟେକ୍ଙ୍କୁ ଜଣିକିଆ ପୁରୁଷ ତୀରଚାଳନା ପ୍ରତିଯୋଗିତାରେ ପରାସ୍ତ କରି ଆଜି ଭାରତୀୟ ତୀରନ୍ଦାଜ ଅତନୁ ଦାସ ଟୋକିଓ ଅଲିମ୍ପିକ୍ସ୍ର ପ୍ରି-କ୍ବାର୍ଟର୍ସରେ ପ୍ରବେଶ କରିଛନ୍ତି।‘ୟୁମେନୋଶିମା ରାଙ୍କିଙ୍ଗ୍

ଶୁଭାରମ୍ଭ ହେବ ‘ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ’

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହେବ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ । ଏହି କାର୍ଡ ଜରିଆରେ ଉପଭୋକ୍ତା ମାନେ ରାଜ୍ୟ ତଥା ଦେଶ ଭିତରେ ଯେ କୌଣସି ଖାଉଟି ଡିଲରଙ୍କଠାରୁ ରେସନ ସାମଗ୍ରୀ ପାଇପାରିବ । ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମ କିମ୍ବା ଉଭୟର ମାସିକ କୋଟା ପାଇବା ପାଇଁ ଏଣିକି ଆଉ

ବାବା କଣ ଯୀଶୁଙ୍କ ପୁନରବତାର ଥିଲେ କି?

ଭୁବନେଶ୍ୱର: ଶ୍ରୀ ଶିରିଡ଼ି ସାଇ ଊନବିଂଶ ଶତାବ୍ଦୀର ଅବତାର । ପ୍ରଭୁ ଯୀଶୁଙ୍କ ଭଳି ସେ ଥିଲେ କରୁଣାର ସୀମାହୀନ ସାଗର । ମାନବଜାତିର ଦୁଃଖ ଯନ୍ତ୍ରଣା ଲାଘବ କରିବା ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ । ତେବେ କୌଣସି ଅବତାର ପୁନର୍ବାର ଅବତରଣ କରନ୍ତି ନାହିଁ । କେବଳ ଇଶ୍ୱର ହିଁ ବାରମ୍ବାର

ଶ୍ରୀଲଙ୍କାଠାରୁ ଦ୍ୱିତୀୟ ଟି-୨୦ ହାରିଲା ଭାରତ

କଲମ୍ବୋ - କଲମ୍ବୋସ୍ଥିତ ପ୍ରେମଦାସ ଷ୍ଟାଡିୟମରେ ବୁଧବାର ଦ୍ୱିତୀୟ ଟି -20 ଅନ୍ତର୍ଜାତୀୟରେ ଶ୍ରୀଲଙ୍କା ଭାରତୀୟ ଦଳକୁ 4 ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ୧-୧ରେ ସିରିଜ ବରାବର ରହିଛି। ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କା । ପ୍ରଥମ