Odia News Portal

ହକିରେ ଭାରତର ଜବରଦସ୍ତ କମ୍‌ବ୍ୟାକ

ଆଜି ଟୋକିଓ ଅଲିମ୍ପିକ୍ସର ପଞ୍ଚମ ଦିନ । ପ୍ରଥମ ଚାରି ଦିନରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ପଦକ ପାଇଛି । ଯାହା ପ୍ରଥମ ଦିନରେ ଭାରୋତ୍ତୋଳନରେ ମିରବାଇ ଚାନୁଙ୍କୁ ମିଳିଥିଲା । ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଏକ ଜବରଦସ୍ତ ବିଜୟ ହାସଲ କରିଛି । ଫଳରେ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବାର

ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା

ଆଜି ଜିଲ୍ଲା କାର୍ଯ୍ୟଳୟସ୍ଥ ସଦ୍ଭାବନା ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା କରିଛନ୍ତି । ସମ୍ପ୍ରତି ଜିଲ୍ଲାରେ କୋରନା ପଜିଟିଭିଟି ସଂଖ୍ୟା ପ୍ରାୟ ସ୍ଥିର ରହୁଥିବାରୁ , ସଂକ୍ରମଣ ଯେପରି ବୃଦ୍ଧି ନ ଘଟେ ସେଥି ପାଇଁ

ଆଜି ଦୀପା ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

ଭୁବନେଶ୍ୱର: ଓଲିଉଡର ଦିବଙ୍ଗତ ଅଭିନେତ୍ରୀ ଦୀପା ସାହୁଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକ। କ୍ଯାନସରରେ ପିଡିତ ହୋଇ ଗତବର୍ଷ ଆଜିର ଦିନରେ ଦେହାନ୍ତ ହୋଇଥିଲା। ଯାହାକି ଓଲିଉଡ ଜଗତ ଲାଗି ଏକ ଦୁଖ ଖବର ଥିଲା। ଦୀପା ପ୍ରଥମେ ଓଡ଼ିଆ ଆଲବମରେ ନଜର ଆସିଥିେଲ। ଅଗଣିତ ଦର୍ଶକଙ୍କ ମନ ମୋହିବା ପରେ

ଗୋଟିଏ କ୍ଲିକରେ ପଢନ୍ତୁ ୨୦ଟି ବଡ ଖବର

୧- ଆଜି ଦୀପା ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଓଡ଼ିଆ ଅଭିନେତ୍ରୀ ଦୀପାଙ୍କ କ୍ଯାନସରରେ ଦେହାନ୍ତ ହୋଇଥିଲା। ୨- ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ। ୩-ମହାରାଷ୍ଟ୍ର ବର୍ଷା ଓ

୮ ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ

ବ୍ରହ୍ମପୁର: ବହୁଚର୍ଚ୍ଚିତ ଶାନ୍ତିମିଶ୍ର ହାତ୍ୟାକାଣ୍ଡର ଆଉ ଏକ ଅଭିଯୁକ୍ତ କଣା ସତ୍ୟ ଗିରଫ ହୋଇଥିବା ଘଟଣା । ଦୀର୍ଘ 8 ବର୍ଷ ପରେ ପୋଲିସକୁ ମିଳିଛି ବଡ ସଫଳତା ।ଲାଞ୍ଜିପଲୀ ଅଞ୍ଚଳର କୁଖ୍ୟାତ ଅପରାଧୀ ଶାନ୍ତିମିଶ୍ର ହତ୍ୟା ଘଟଣା ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚଲଣା ଗୋଶାଣୀନୁଆଗାଁ

ଜାଣନ୍ତୁ ବାବାଙ୍କ ଅବୟନକୁ କିଭଳି କଳ୍ପନା କରିବେ

ଭୁବନେଶ୍ୱର: ପ୍ରଥମେ ତୁମେ ବାବାଙ୍କର ଫଟୋ, ବିଗ୍ରହ ଏବଂ ଚିତ୍ରଗୁଡିକରୁ ବାବାଙ୍କର ଶରୀରକୁ ସୂକ୍ଷ୍ମଭାବେ ନିରିକ୍ଷଣ କର । କ୍ରମଶଃ ତମେ ମାନଓ ସ୍ତରରେ ତାଙ୍କ ସ୍ୱରୂପ ସନ୍ଦର୍ଶନ କରିପାରିବ । ନିରବଚ୍‌ଛିନ୍ନ ଭାବେ ବାବାଙ୍କୁ ଧ୍ୟାନ କର । ସେ ତୁମକୁ ତାଙ୍କର ପ୍ରକୃତ ରୂପ ଦେଖାଇ ଦେବେ ।

ଆସାମ ପୋଲିସ ଓ ମିଜୋରାମ୍ ପୋଲିସ ମଧ୍ୟରେ ଗୁଳିବିନିମୟ, ୬ ପୋଲିସ ମୃତ !

ପୋଲିସ ବନାମ ପୋଲିସ। ଆସାମ ପୋଲିସ ଓ ମିଜୋରାମ୍ ପୋଲିସ ମଧ୍ୟରେ ଗୁଳିବିନିମୟ। ୬ଜଣ ପୋଲିସଙ୍କ ମୃତୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲକୁ ନିଆଯାଇଛି। ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରଚାର ହେଉଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି

ଯାତ୍ରାକୁ କେବେ ମିଳିବ ଅନୁମତି

ଭୁବନେଶ୍ୱର: କରୋନା କଟକଣା ଲାଗି ବନ୍ଦ ହୋଇପଡିଛି ଯାତ୍ରା ଶିଳ୍ପ। କାମ ନପାଇ କଳାକାରମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ପରିବା ବେପାର କଲାଣି ତ ଆଉ କିଏ ଲେବର କାମ କଲାଣି। ବହୁବିଘ୍ନ ଦେଇ ଗତି କରୁଛନ୍ତି। କଳାକୁ ନିଜର ପେଷା କରିଥିବା ଅନେକ କଳାକାର ଘରେ ହାତ ବାନ୍ଧି

ବିବାହ ବନ୍ଧନରେ ବାନ୍ଧିହେଲେ ଗୁଡ଼ୁ

ଭୁବନେଶ୍ୱର: ଓଲିଉଡ଼ ହାସ୍ୟ ଅଭିନେତା ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜର ବାନ୍ଧବୀ ମାମାଙ୍କୁ ବିବାହ କରିଛନ୍ତି ଗୁଡୁ । ଆମ୍ଫୋଇରେ ଗୁଡୁଙ୍କ ବିବାହ ହୋଇଛି । ସେ ମାମାଙ୍କ ମଥାରେ ସିନ୍ଦୁର ଦେଇ ପତ୍ନୀ ଭାବରେ ଗ୍ରହଣ କରିଛନ୍ତି । କହି ରଖୁଛୁ କି, ଅନେକ ଗୁଡ଼ିଏ ଓଡ଼ିଆ ଫିଲ୍ମ,

ଭକ୍ତଙ୍କୁ ମିଳିପାରେ ଶ୍ରୀମନ୍ଦିର ପ୍ରବେଶକୁ ଅନୁମତି

ପୁରୀ: କାଳିଆ ସାଆନ୍ତଙ୍କ ଚକା ନୟନ ଦେଖିବାକୁ ବ୍ୟାକୁଳ ହୋଇ ରହିଛନ୍ତି ଭକ୍ତ । କେବେ ଶ୍ରୀମନ୍ଦିର ଖୋଲିବ ହଟିଆ ଠାକୁରଙ୍କୁ ଦେଖିବ ଚମଚକ୍ଷୁ । ଏଭଳି ଅନେକ କଥା ଭାଳି ହେଉଛି ଭକ୍ତ । ତେବେ ଶ୍ରୀମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ କରିବାର ସୌଭାଗ୍ୟ ଭକ୍ତଙ୍କୁ ମିଳିପାରେ । ଶ୍ରୀମନ୍ଦିରକୁ