Odia News Portal

ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ ପକ୍ଷରୁ ଆଇଏମ୍‌ଏସ୍ ଏବଂ ସମ ହସ୍ପିଟାଲକୁ ସହାୟତା

କୋଭିଡ ମହାମାରୀ ସମୟରେ ସତର୍କତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ସହାୟତାର ହାତ ବଢ଼ାଇଛି ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇବା ନିମନ୍ତେ ପ୍ରତ୍ୟେକ ଦିନ ବହୁ

ବିଷମ କଟକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡ଼ ଜିଲ୍ଲା ବିଷମ କଟକ ନିର୍ବାଚନ ମଣ୍ଡଳୀ ର ବିଷମ କଟକ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ରହିତ ଦଣ୍ଡସେନା ସଭାପତିତ୍ବରେ ହୋଇ ଥିଲା l ମୁଖ୍ୟ ଅତୀତ ଭାବେ ବିଷମ କଟକ ବିଧାୟକ ପାର୍ଥି ଶିବ ଶଙ୍କର ଉଲାକା, OBC ମୋର୍ଚ୍ଚା ସଭାପତି ରୁଦ୍ର ମାଗିଲି, ଜିଲ୍ଲା ଉପସଭାପତି

ଅଗଷ୍ଟ ମାସରେ ଆସିବ ଶିଶୁଙ୍କ ପାଇଁ ଭ୍ୟାକ୍ସିନ

କରୋନାର ତୃତୀୟ ଲହରରେ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରାଯାଇଛି। ଇତି ମଧ୍ୟରେ ଏକ ଭଲ ଖବର ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଅଗଷ୍ଟ ମାସରେ ଭାରତରେ ଶିଶୁଙ୍କ ପାଇଁ କରୋନା ଟୀକା ଆସିପାରେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର

ଅଗଷ୍ଟ ମାସରେ ଆସିବ ଶିଶୁଙ୍କ ପାଇଁ ଭ୍ୟାକ୍ସିନ

କରୋନାର ତୃତୀୟ ଲହରରେ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରାଯାଇଛି। ଇତି ମଧ୍ୟରେ ଏକ ଭଲ ଖବର ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଅଗଷ୍ଟ ମାସରେ ଭାରତରେ ଶିଶୁଙ୍କ ପାଇଁ କରୋନା ଟୀକା ଆସିପାରେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର

ଲାଞ୍ଚୁଆ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ

ମଙ୍ଗଳ ବାର ଜଣେ ଲାଞ୍ଚୁଆ ରେଭି ନ୍ୟୂ ଇନ୍ସ୍ପେକଟର ଙ୍କୁ ଭିଜିଲାନ୍ସ ଗିରଫ କରିଛି ଗିରଫ ଆର ଆଇ ଜଣକ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୂଦାରୀ ଆର ଆଇ ସୁନୀଲ ଡିଗାଲ | ଆର ଆଇ ସୁନୀଲ ଦିଗାଲ ସେହି ଅଂଚଳ ର ଜଣେ ଵ୍ୟକ୍ତି ଙ୍କ ଜମି ପାର୍ଟି ସନ କରିଦେବା ଲାଗି ୩ ହଜାର ଟଙ୍କା ଲାଞ୍ଚ

ହଟିବନି ମାଷ୍ଟରକ୍ୟାଣ୍ଟିନ ଘୋଡା

ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଘୋଡା । ମାଷ୍ଟରକ୍ୟାଣ୍ଟିନରୁ ଘୋଡା ସ୍ଥାନାନ୍ତର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା । ସ୍ୱାର୍ଟସିଟି ପ୍ରକଳ୍ପ ପାଇଁ ଘୋଡା ସ୍ଥାନାନ୍ତରଣ ଜରୁରୀ ଥିବା ବେଳେ ପ୍ରକଳ୍ପର ଡିଜାଇନ ପରିବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

୩୦ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

 ଗତକାଲି ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨୮ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାର ବହୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି । ଗୋଟିଏରୁ

ଏବେବି ରହିଛି ରହସ୍ୟ ଘେରରେ??

ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଲାଣି । ସୋମବାର ତାଙ୍କ ପରିବାରଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର ମଧ୍ୟ କରାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏବେ ଆହୁରି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ଆଜିର ଦିନରେ ତ୍ୟାଗ କରିଥିଲେ ଶେଷ ନିଶ୍ୱାସ

ସରକାରର ପତନ ପୂର୍ବରୁ ସେ ଜଣେ ‘ଦୁର୍ବଳ’ ପ୍ରଧାନମନ୍ତ୍ରୀ ବୋଲି ବିଜେପିର ଅପମାନରେ ସନ୍ତୁଷ୍ଟ ହୋଇ ଇନ୍ଦର କୁମାର ଗୁଜରାଲ ନିଷ୍ପତ୍ତି ନେଇଥିଲେ ଯେ ସେ ଭାରତ ତଥା ବିଶ୍ୱର ଲୋକଙ୍କୁ ଜଣାଇଦେବେ ଯେ ସେ ଭାରତୀୟ ସୁରକ୍ଷାକୁ କେତେ ଗୁରୁତ୍ୱ ଦେଉଛନ୍ତି । ସେ ‘ମିସାଇଲ୍ ମ୍ୟାନ୍’ ଭାବରେ ଜଣାଶୁଣା

ଦେଶରେ କମୁଛି କରୋନା ସଂକ୍ରମଣ

ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧୫ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ